ନମସ୍କାର ବନ୍ଧୁଗଣ ଆମେ ସ୍ୱାଗତ କରୁଛୁ ଆମ ଓଡ଼ିଶା ଖବର ପୋର୍ଟାଲ କୁ ଆଜି ଆମେ ଜାଣିବା ଓ ଦେଖିବା କାହିଁକି ଓ କେମିତି ଯୁବକ ଜଣଙ୍କ ଏମିତି ପାଗଲାମୀ କଲେ । ଆସନ୍ତୁ Video ଦେଖିବା ପୂର୍ବରୁ ଖବର ବିଷୟରେ ଜାଣିନେବା ।
ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ରେ ସୋସିଆଲ ମି-ଡ଼ି-ଆ ରେ ଭାଇରାଲ ହେଉଥିବା ସେହି ଭିଡିଓ ଟି ରେ ଏହା ଦେଖିବାକୁ ମିଳିଛି ଯେ ଜଣେ ବ୍ୟକ୍ତି ଆସୁଛନ୍ତି ଏବଂ ସିଧା କିଛି କୁହାକୁହିଁ ନ କରି ହାଣି ଚାଲିଲେ । ସେହି ବ୍ୟକ୍ତି ମନ ରେ ନା କାହାକୁ ଡର ଥିଲା ନ କିଛି କଥା ବାର୍ତ୍ତା ପୁରା ଫିଲ୍ମ ଷ୍ଟାଇଲ ରେ ଆକ୍ସନ ନେଲେ ଚାଲିଥିଲେ ସେହି ଯୁବକ ଜଣକ। ସେହି ବ୍ୟକ୍ତି ଜଣକ ଅନ୍ୟ ଜଣେ ବ୍ୟକ୍ତି ଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ଏବଂ କିଛି ପଚାରି ବାରୁ ଓଲଟା ମା-ରୀ ଦେବାକୁ ଧ-ମ-କ ଦେଇଥିଲେ । ତେବେ ଦର୍ଶକ ବନ୍ଧୁ ଏପରି ଏକ ଦୃଶ୍ୟ ଦେଖିବାକୁ ମିଳିଛି କରଞ୍ଜିଆ ର ସହର ମଝିରେ । ଆଉ ଏହି ଭିଡିଓ ଟି ବର୍ତ୍ତମାନ ମୋବାଇଲ୍ ରୁ ମୋବାଇଲ ଭାଇରାଲ ହେବାରେ ଲାଗୁଛି ।
ତେବେ ସେହି ସ୍ଥାନୀୟ ଅଞ୍ଚଳ ରେ କମ୍ପ୍ୟୁଟର ଦୋକାନ କରିଥିବା ଲୋକ ଟି କୁ ଏକ ଯୁବକ ଅ-ଚା-ନ-କ ଆସି କଟୁରୀ ରେ ହାଣିବାକୁ ଦେଖିବାକୁ ମିଳିଛି । ତେବେ କେଉଁ କାରଣ ପାଇଁ ସେହି ଲୋକ ଟି ର ଏତେ ରାଗ ଏହା ସ୍ପଷ୍ଟ ହୋଇ ନଥିଲେ ମଧ୍ୟ ନିଜ ସ୍ତ୍ରୀ ର ଚରିତ୍ର କୁ ନେଇ କିଛି କଥା ବୋଲି ଏହା ସନ୍ଦେହ କରା ଯାଉଛି । ଅନ୍ୟ ପଟ ରେ ବର୍ତ୍ତମାନ ପୋ-ଲି-ସ ସେହି ଯୁବକ ଜଣକୁ ଅଟକ ରଖି ତ-ଦ-ନ୍ତ ଜାରି ରଖିଛି ।
ତେବେ ବନ୍ଧୁଗଣ ଯଦି ଆମର ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ନେଇ ଆସିବୁ । ଧନ୍ୟବାଦ ।