OTV ରିପୋର୍ଟର ଅରିନ୍ଦମ ଙ୍କରଆଜି ଜନ୍ମ ଦିନ । ଆସନ୍ତୁ ଦେଖିବା କେମିତି ରହିଛି ତାଙ୍କ ପରିବାର ର ଅବସ୍ଥା…

ନମସ୍କାର ବନ୍ଧୁଗଣ ଆମେ ଆଜି ସ୍ୱାଗତ କରୁଛୁ ଆମ ଖବର ପୋର୍ଟାଲ କୁ ଆଜି ଆମେ ଜାଣିବା ଅରିନ୍ଦମ ଙ୍କ ଜନ୍ମଦିନ ରେ କେମିତି ଅଛି ଅରିନ୍ଦମ ଙ୍କ ପରିବାର ଅବସ୍ଥ । ତେବେ ଆସନ୍ତୁ ଜାଣିବା କିଏ କେତେ ଟଙ୍କା ସହାୟତା ବିଷୟରେ ।

ଅରିନ୍ଦମ ଓଡିଶା ସାମ୍ବାଦିକ ଜଗତ କୁ ଅପୁରଣିଅ ଖେତି । ସାରା ଓଡିଶା ବି ତାଙ୍କୁ ଝୁରୁଛି OTV ର ସୁନାମ ଧନ୍ୟ ସାମ୍ବାଦିକ ଆଜି ଚିରନିଦ୍ରା ରେ କିଏ ବା ଜାଣେ କାହାର ସମୟ ଆସିବ । ଭଗବାନ ଙ୍କ ସୃଷ୍ଟି କୁ ବୁଝିବା ବଡ କଷ୍ଟକର ଯିଏ ନିଃସ୍ୱାର୍ଥପର ସେହି ଏ ଦୁନିଆ ଛାଡି ଆଗେ ଚାଲି ଯାଉଛି ।

ଅରିନ୍ଦମ ଙ୍କ ଭଳି ସହୃଦୟ ବେକ୍ତି ମିଳିବା କଷ୍ଟକର । ସେ ଏକ ସାମ୍ବାଦିକ ଜଗତ ପାଇଁ ଉଦାହରଣ ପାଲଟି ଚାଲିଗଲେ । ଜୀବନ ତ ଥରେ ଗଲେ ଆଉ କେହି ଫେରି ପାଏନି । ଆଜି ସାହସୀ ରିପୋର୍ଟର ଅରିନ୍ଦମଙ୍କ ଜନ୍ମ ଦିନ । ତାଙ୍କ ପରିବାର ଏବେ ବି ସେ ଦୁଃଖରୁ ଦୂରକୁ ଯାଇ ପାରୁନାହାନ୍ତି । ଏବେ ବି ଭଉଣୀ,ଭେନେଇ, ସ୍ତ୍ରୀ,ମା, ପୁଅ,ଭାଣିଜୀ ସମସ୍ତେ ଅରିନ୍ଦମ ଙ୍କୁ ଆଜି ବେଶ ମନ ପକେଇ ବାହୁନି କାନ୍ଦୁଛନ୍ତି । ଆପଣଙ୍କୁ ଅନୁରୋଧ ଅରିନ୍ଦମ ଙ୍କ ପାଇଁ ଏତିକି ଅନୁରୋଧ ତାଙ୍କ ପରିବାର ର ଧର୍ଯ୍ୟ ପାଇଁ ଈଶ୍ୱର ଙ୍କ ପାଖରେ ପାର୍ଥନା କରନ୍ତୁ ।

ଯଦି ଆମର ଏହି ଖବର ଆପଣ ଙ୍କୁ ଭଲ ଲାଗିଛି ତାହେଲେ ଗୋଟିଏ LIKE ତଳେ କରନ୍ତୁ । JAY ଜଗନ୍ନାଥ ।

Leave a Reply

Your email address will not be published. Required fields are marked *