ଅଷ୍ଟ୍ରେଲିଆ ଦଳ ବିଶ୍ୱକପ ବେଜେତା ହେଲା ପରେ ଖୁସି ରେ ମସଗୁଲ ହେଲେ । ଜୋତାରେ ପିଇଲେ ମଦ । Watch Video…

ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ , ଅଷ୍ଟ୍ରେଲିଆ ଟିମ୍ ର ବିଜୟ ପରେ ଏହି ଖେଳାଳି ମାନଙ୍କ ଠାରୁ କିଭଳି ଅଜବ ଦୃଶ୍ୟ ଦେଖିବାକୁ ମିଳିଥିଲା। ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

ଦର୍ଶକ ବନ୍ଧୁ ଗତ ନଭେମ୍ବର ୧୪ ତାରିଖ ରେ ଟି -୨୦ ବିଶ୍ୱକପ୍ ରେ ଫାଇନାଲ ମ୍ୟାଚ ଅଷ୍ଟ୍ରେଲିଆ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ହୋଇଥିଲା । ତେବେ ସେହି ମ୍ୟାଚ୍ ରେ ଅଷ୍ଟ୍ରେଲିଆ ଟିମ୍ ଆଠୋଟି ୱି-କେ-ଟ ରେ ନ୍ୟୁଜିଲାଣ୍ଡ କୁ ହରାଇଛି । ତେବେ ପ୍ରଥମ ଥର ପାଇଁ ଅଷ୍ଟ୍ରେଲିଆ ଟିମ୍ ଟି-୨୦ ବିଶ୍ୱକପ ଟାଇଟଲ ଜିତିବା ସହ ରେ-କ-ର୍ଡ କରିଛି।

 ଟି -୨୦ ବିଶ୍ୱକପ୍ ଫାଇନାଲ ରେ ଜିତିବା ପରେ ଅଷ୍ଟ୍ରେଲୀୟ ଖେଳାଳି ମାନେ ଅଷ୍ଟ୍ରେଲୀୟ ଡ୍ରେସିଂ ରୁମରେ ଉ-ତ୍ସ-ବ (ପା- ର୍ଟି) ପାଳନ କରିଥିଲେ । ସେହି ପାର୍ଟି ରେ ଖେଳାଳି ମାନେ ନିଜକୁ ଏତେ ହଜାଇ ଦେଇଥିଲେ ଯେ ସେମାନେ ଜୋତା ରେ ମ- ଦ ପିଇଥିଲେ । ତେବେ ଅଷ୍ଟ୍ରେଲୀୟ ଖେଳାଳି ମାନଙ୍କର ଉ-ତ୍ସ-ବ ର ଏକ ଭି-ଡି-ଓ କୁ ବର୍ତ୍ତମାନ ଆଇ-ସି-ସି ନିଜର ଅଫିସିଆଲ୍ ଇନଷ୍ଟାଗ୍ରାମ ଆକାଉଣ୍ଟ ରେ ସେ-ୟା-ର କରିଛି ।

ତେବେ ସୋସିଆଲ ରେ ପୋଷ୍ଟ ହୋଇଥିବା ସେହି ଭି-ଡି-ଓ ଟି ରେ ଏହା ଦେଖିବାକୁ ମିଳିଛି ଯେ , ଅଷ୍ଟ୍ରେଲିଆ ର କ୍ରିକେଟର ମାଥ୍ୟୁ ୱେଡ୍ ନିଜର ଜୋତା କୁ ଟେକିବା ସହ ଏହାପରେ ସେଥିରେ ମ- ଦ ମଧ୍ୟ ଢ଼ାଳି ଥିଲେ । ଖାଲି ଏତିକି ନୁହେଁ ଏହା ପରେ ମଧ୍ୟ ଜୋତା ରେ ଢ଼ାଳି ଥିବା ମ- ଦ କୁ ମଧ୍ୟ ପିଇ ଥିଲେ। ଏହା ପରେ ମଧ୍ୟ ଅଷ୍ଟ୍ରେଲିଆ ର ଆଉ ଜଣେ କ୍ରିକେଟର ମାର୍କସ୍ ଷ୍ଟୋଇନିସ୍ ମଧ୍ୟ ତାଙ୍କଠାରୁ ଜୋତା ନେଇ ସେଥିରେ ମ -ଦ ଢାଳି ପିଇଲେ ।

ତେବେ ବନ୍ଧୁଗଣ ଯଦି ଆମର ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ନେଇ ଆସିବୁ । ଧନ୍ୟବାଦ ।

Leave a Reply

Your email address will not be published. Required fields are marked *