ଦିଅର ଭାଉଜ ର ବାହାଘର କଲେ ନିଜ ଘର ଲୋକ । ପ୍ରକୁତ ଘଟଣା ଜାଣିଲେ ଆଶ୍ଚର୍ଯ୍ୟ ହେଇଯିବେ ଆପଣ ବି….

 

ଦର୍ଶକ ବନ୍ଧୁ ଆପଣ ମାନେ ତ ଏହା ଜାଣିଛନ୍ତି ଯେ ପ୍ରେମ ହେଉଛି ଏକ ଏପରି ବନ୍ଧନ ଯାହା ଆଗରେ କୌଣସି ବୟସ, ଧର୍ମ,ବର୍ଣ୍ଣ କିଛି ଦେଖା ଯାଏ ନାହିଁ । ପ୍ରେମ ଭଳି ପବିତ୍ର ବନ୍ଧନ କେଉଁଠି ବି ମଧ୍ୟ ଦେଖିବାକୁ ମିଳି ନଥାଏ ଯାହା ହେଉଛି ଶାଶ୍ଵତ ।ସେହି ପ୍ରେମ ପାଇଁ ମଧ୍ୟ ପ୍ରେମିକ ମାନେ ଘର ପରିବାର ବନ୍ଧୁ ପଡୋଶୀ ମାନଙ୍କୁ ଛାଡ଼ିବାକୁ ପଛାଇ ନଥାଏ ଏମିତିକି ପ୍ରେମ ଆଗରେ ମାଆ ,ବାପା ,ଭାଇ ,ଭଉଣୀ କୁ ବି ଭୁଲି ଯାଇଥାଏ । 

 

ଏହା ତ ଆପଣ ମାନେ ନିଶ୍ଚିନ୍ତ ଭାବରେ ଶୁଣିଥିବେ ଯେ ପ୍ରେମ ଠୁ କୌଣସି ପ୍ରକାର ର ବଡ ଶକ୍ତି ନାହିଁ । ପ୍ରେମ ହେଉଛି ଏକ ଏଭଳି ସମୟ ରେ ପ୍ରେମ ପଡ଼ିଥିବା ଯୁବକ ଯୁବତୀ ମନ ରେ ସର୍ବଦା ଭଲ ସ-ମ୍ପ-ର୍କ ରହିଥାଏ ଏବଂ ସର୍ବଦା ପରସ୍ପର କୁ ଦେଖା କରିବାକୁ ଇଛା ହୋଇଥାଏ ।ଏପରିକି ପ୍ରେମ ପାଇଁ ବର୍ତ୍ତମାନ ଅନେକ ପ୍ରକାରର ଘଟଣା ଚାରି ଆଡ଼େ ଘଟୁଛି ଏବଂ ଆପଣ ମାନେ ମଧ୍ୟ ଅନେକ ପ୍ରକାରର କଥା ଦେଖିବାକୁ ପଇଥିବେ। ସେମାନଙ୍କୁ ନିଜ ପ୍ରେମ ସାମ୍ନା ରେ ସାରା ଦୁନିଆ ମଧ୍ୟ ଫିକା ଫିକା ଲାଗିଥାଏ ।

 

ଏହା ମଧ୍ୟ ଏକ ଉଚିତ୍ କଥା ଯେ ପ୍ରେମ କରିବା ସହିତ ପ୍ରେମ କରୁଥିବା ବ୍ୟକ୍ତି କୁ ବିବାହ ମଧ୍ୟ କରିବା ଉଚିତ୍। ବର୍ତ୍ତମାନ ଦୁନିଆ ରେ ଏମିତି ଘଟଣା ଦେଖା ଯାଉଛି ଯେ ପୁଅ ଝିଅ ମାନେ ଆଜି ଜଣକୁ ଭଲ ପାଉଥିବେ କିନ୍ତୁ କାଲି କୁ ଦେଖିବା ବେଳକୁ ସେମାନେ ଆଉ କାହାକୁ ବିବାହ କରୁଛନ୍ତି । ଅନେକ ସ୍ଥଳ ରେ ଏହା ଦେଖିବାକୁ ମିଳୁଛି ଯେ କିଛି ପୁଅ କିମ୍ବା କିଛି ଝିଅ ମାନେ ଜଣକୁ ପ୍ରେମ କରୁଛନ୍ତି କିନ୍ତୁ ଘର ଲୋକ ଙ୍କ କଥା ରେ ହେଉ କି କିମ୍ବା ଅନ୍ୟ କୌଣସି କାରଣ ପାଇଁ ଅନ୍ୟ ଜଣଙ୍କ ସହିତ ବିବାହ କରୁଛନ୍ତି । ଯାହା ଫଳରେ ସେମାନଙ୍କର ମନ ନିଜ ପୂର୍ବ ପ୍ରେମିକ ପାଖରେ ରହୁଛି ଏବଂ ସେମାନେ ଶାନ୍ତି ରେ ଘର ସଂସାର କରି ପାରୁ ନାହାଁନ୍ତି । ତେବେ ବର୍ତ୍ତମାନ ସମୟ ରେ ଏହିପରି ଏକ ଘଟଣା ସାମ୍ନା କୁ ଆସିଛି ଯାହାକୁ ଜାଣିଲେ ଆ;ଶ୍ଚ-ର୍ଯ୍ୟ ଲାଗିବ । 

 

ବିବାହ କରିବା ପରେ ଅଧ୍ୟ ଗୋଟେ ଝିଅ ତାଙ୍କ ଗାଁ ରେ ଥିବା ଏକ ସ-ମ୍ପ-ର୍କୀ-ୟ ଦିଅର ଙ୍କ ସହ ପ୍ରେମ କରୁଥିଲେ । ଏହା ପରେ  ଧୀରେ ଧୀରେ ସେମାନେ ରାତି ରେ ଦେଖା କରିବାପାଇଁ ଲାଗିଲେ ଆଉ ଏହା କୁ ଦେଖିଦେଲେ ସେହି ମହିଳା ଙ୍କ ସ୍ବାମୀ । ଆଉ ଏହାପରେ ତାଙ୍କର ସ୍ବାମୀ ଘରେ ବହୁତ୍ ଝ-ଗ-ଡା କରିଥିଲେ । ଏହାପରେ ଯେତେବେଳେ ଗାଁ ସାରା ଏହି କଥା ହିଁ ପ୍ରଚାର ହୋଇଗଲା ସମସ୍ତେ ଜାଣିଗଲେ ଏହାପରେ ଗାଁ ର ଲୋକ ମାନେ ସେହି ଦିଅର ଓ ଭାଉଜ ଙ୍କୁ ବିବାହ କରି ଦେଇଥିଲେ ।ତେବେ ବର୍ତ୍ତମାନ ଏହିପରି ଏକ ଲ-ଜ୍ୟା ଜନକ ଘଟଣା ସାମ୍ନା କୁ ଆସିଛି ।

ତେବେ ବନ୍ଧୁଗଣ ଯଦି ଆମର ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ନେଇ ଆସିବୁ । ଧନ୍ୟବାଦ ।

 

 

Leave a Reply

Your email address will not be published. Required fields are marked *