ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ, ପୁଅ ମାନଙ୍କ ବିଷୟରେ ଏକ ଝିଅ ଏହିପରି ସବୁ କଥା କହିଛନ୍ତି, ଆଉ ସେହି ସବୁ କଥା କୁ ଶୁଣିବା ପରେ ଆପଣଙ୍କ ଚିନ୍ତା ଧାରା ରେ ମଧ୍ୟ ପରିବର୍ତନ ଆସିଯିବ।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।
ଦର୍ଶକ ବନ୍ଧୁ ଆପଣ ମାନେ ଏହା ଜାଣିଛନ୍ତି ଯେ ନାରୀ ଓ ପୁରୁଷ ଉଭୟ ହେଉଛନ୍ତି ଏହି ସୃଷ୍ଟି ର ଏକ ପ୍ରମୁଖ ଅଂଶ । ବିନା ପୁଅ ରେ ବିନା ଝିଅ ରେ ଏହିଁ ସୃଷ୍ଟି ତିଷ୍ଠି ରହିବ ନାହିଁ ।ଦର୍ଶକ ବନ୍ଧୁ ଅନେକ ସମୟ ରେ ଆମକୁ ଏହା ଲାଗିଥାଏ ଯେ ଆମ ଠାରୁ କେହି ଭି ଅଧିକ ପରିଶ୍ରମ କରୁନାହାନ୍ତି , ଆମେ ହେଉଚୁ ଶ୍ରେଷ୍ଠ। କିନ୍ତୁ ଏଭଳି କହିବା କିମ୍ବା ଭାବିବା ଏହା ସମ୍ପୂର୍ଣ ରୂପେ ଭୁଲ ।
ଦର୍ଶକ ବନ୍ଧୁ ଅନେକ ସମୟ ରେ ଏହା ଦେଖିବାକୁ ମିଳିଥାଏ ଯେ ଅନେକ ପୁରୁଷ ମାନେ ନାରୀ ମାନଙ୍କୁ ଛୋଟ ବୋଲି ଭାବିଥାନ୍ତି ଏବଂ ଏମିତି କହିଥାନ୍ତି କି ତମେ ଏମିତି କଣ କାମ କରୁଛ କି ଘରେ ,କିନ୍ତୁ ସେହି ଘର କାର୍ଯ୍ୟ ରେ ମଧ୍ୟ ସେମାନଙ୍କ ପରିଶ୍ରମ ରହିଥାଏ। ଆଉ ଏମିତି ବି ଅନେକ ନାରୀ ଅଛନ୍ତି ଯେଉଁ ମାନେ କି ପୁରୁଷ ମାନଙ୍କୁ ନେଇ ସେହିପରି ଭାବନା ମନ ରେ ରଖିଥାନ୍ତି ।
କିନ୍ତୁ ଅଧିକାଂଶ ଏହା ଦେଖାଯାଏ କି ପୁଅ ମାନେ ମଧ୍ୟ ସବୁବେଳେ ପାଇଁ ନାରୀ ଙ୍କ ସୁବିଧା ତାଙ୍କର ସୁରକ୍ଷା ଏ ସବୁ ପ୍ରତି ଧ୍ୟାନ ଦେଇଥାନ୍ତି । ଗୋଟେ ପୁରୁଷ ନିଜର ପରିବାର ପାଇଁ ନିଜକୁ ସମର୍ପିତ କରିଦେଇଥାଏ । ନିଜେ ଜ-ଳି ଜ-ଳି ସବୁ ପ୍ରକାରର କଷ୍ଟ ସହିଥାଏ ନିଜ ପରିବାର କୁ ଖୁସି ରେ ରଖିବା ପାଇଁ ।ସେହି ଭଉଣୀ ଜଣକ ଏହା କହିଛନ୍ତି ଯେ ,”ଯେଉଁ ପୁଅ ମାନେ ବାହାରେ ଏହି କଷ୍ଟ କରି କାମ କରୁଛନ୍ତି ସେମାନଙ୍କ ପାଇଁ ଏକ ଭଉଣୀ ଏମିତି କିଛି କଥା କହିଛନ୍ତି ଆପଣ ମାନେ କେବେ ଭି ଭାବି ନଥିବେ ।”
ସେହି ଭଉଣୀ ଜଣକ ଏହା କହିଛନ୍ତି ଯେ ଯେଉଁ ପୁଅ ମାନେ ବାହାରେ ରହି କାମ କରିଥାଆନ୍ତି ସେମାନେ କେତେ ସମୟ ପର୍ଯ୍ୟନ୍ତ କାମ କରିଥାନ୍ତି ଏହି ସବୁ କଥା ଆମେ କେବେ ବି ଚିନ୍ତା କରି ନଥାଉ । ନିଜର ହୃଦୟ କୁ କଷ୍ଟ ହେଲେ ମଧ୍ୟ ନିଜ ପରିବାରର ର ଖୁସି କୁ ଆଖି ଆଗରେ ରଖି ସେମାନେ କାମ କରିଥାନ୍ତି । କହିଛନ୍ତି ଯେ ଯେଉଁ ପୁଅ ଘରେ ରହିବା ବେଳେ ପାଣି ଗ୍ଲାସ୍ ଟେ ମଧ୍ୟ ଉଠାଇ ନଥିବ ସେ ବାହାରେ ରହି ରୋଷେଇ କରି ଖାଆନ୍ତି । ଶେଷ ରେ ଏହିଁ ସବୁ କଥା କହି ସେହି ଭଉଣୀ ଜଣକ ବାହାରେ ରହି କାମ କରୁଥିବା ଭାଇ ମାନଙ୍କୁ ସଲାମ୍ ମଧ୍ୟ କରୁଛନ୍ତି । ସତରେ ସେହି ଭଉଣୀ ଜଣକ ବହୁତ୍ ତା-ତ୍ପ-ର୍ଯ୍ୟ ଜନକ କଥା କହିଛନ୍ତି ।