ଏବେ ଆସିଲା ବଡ଼ ଖବର । 18 ତାରିଖରେ ଉପକୂଳ ଛୁଇଁବ ବାତ୍ୟା । IMD ଦେଲା ସୂଚନା । Share କରି ଲୋକଙ୍କୁ ଜଣେଇ ଦିଅ….

 

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ଦର୍ଶକ ବନ୍ଧୁ ଆଣ୍ଡାମାନ ସାଗର ଏବଂ ଥାଇଲାଣ୍ଡ ଉପକୂଳରେ ସୃଷ୍ଟି ହୋଇଥିବା ଘୁର୍ଣ୍ଣି ବଳୟ ଟି ଲଘୁଚାପ ର ରୂପ ନେଇ ବର୍ତ୍ତମାନ ସେଠାରେ  ସକ୍ରିୟ ରହିଛି । ତେବେ ଏହି ଲଘୁଚାପ ଟି ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଅଧିକ ଘନୀଭୂତ ହୋଇ ଅବପାତ ର ରୂପ ନେବ ଏବଂ ଏହା ପରବର୍ତ୍ତୀ ସମୟ ରେ ପଶ୍ଚିମ ଏବଂ ଇତ୍ତର ପଶ୍ଚିମ ଦିଗରେ ଗରିବ। ତେବେ ବର୍ତ୍ତମାନ ଭାରତୀୟ ପାଣିପାଗ ବିଭାଗ ଏହା ପୂର୍ବାନୁମାନ କରିଛି ଯେ , ଆସନ୍ତା ୧୮ ତାରିଖ ବେଳକୁ ଏହା ଅଧିକ ଘନୀଭୂତ ହୋଇ ଉପକୂଳରେ ସ୍ଥଳ ଭାଗ ଛୁଇବ ।

 

ପୂର୍ବାନୁମାନ ରୁ ଯାହା ଜଣା ପଡ଼ିଛି ଏହି ଲଘୁଚାପ ଟି ଆସନ୍ତା ୧୭ ତାରିଖ ପର୍ଯ୍ୟନ୍ତ ଦକ୍ଷୀଣ ଓଡ଼ିଶାର ଅଧିକାଶଂ ଜିଲ୍ଲା ସହିତ ଆନ୍ଧ୍ର ରେ ପ୍ର-ବ-ଳ ବର୍ଷା ହେବାର ସମ୍ଭାବନା ରହିଛି । ପାଣିପାଗ ବିଭାଗ ଏହା ସତ୍ରକ୍ ସୂଚନା ଦେଇଛି ଯେ , ଆସନ୍ତା 15 ତାରିଖ 16 ତାରିଖ 17 ତାରିଖରେ ଆନ୍ଧ୍ରପ୍ରଦେଶ ଏବଂ ଦକ୍ଷୀଣ ଓଡ଼ିଶା ର ଗଞ୍ଜାମ, ଗଜପତି , କନ୍ଧମାଳ, ରାୟଗଡା, ପୁରୀ, ନୟାଗଡ, ଖୋର୍ଦ୍ଧା , ଝାଡସୁଗୁଡା ଓ କେନ୍ଦ୍ରାପଡା ଏହି ସବୁ ଜିଲ୍ଲା ଗୁଡ଼ିକ ରେ ପ୍ର-ବ-ଳ ବର୍ଷା ହେବ। 

ଓଡ଼ିଶା ରେ ଏହି ସବୁ ଜିଲ୍ଲା ଗୁଡ଼ିକ ରେ ପ୍ର-ବ-ଳ ରୁ ଅତି ପ୍ର-ବ-ଳ ମାତ୍ରା ରେ ବର୍ଷା ହେବ ଏବଂ ଏହା ସହିତ ମଧ୍ୟ ଓଡ଼ିଶା ର କଳାହାଣ୍ଡି , ନବରଙ୍ଗପୁର, କରାପୁଟ, ଦୈଦ୍ଧ, ନୂଆପଡା, ଢେଙ୍କାନାଳ, ମାଲକାନାଗିରି ଏବଂ ବଲାଙ୍ଗିରି ମାନଙ୍କ ରେ ବଜ୍ରପାତ ହେବ ସହିତ ବର୍ଷା ର ସମ୍ଭାବନା ରହିଛି। ତେବେ ବର୍ତ୍ତମାନ ଆଞ୍ଚଳିକ ପାଣିପାଗ ବିଭାଗ ଏହା ମଧ୍ୟ ସୂଚନା ଦେଇଛି ଯେ ,ଆସନ୍ତା 4 ରୁ 5 ଦିନ ପର୍ଯ୍ୟନ୍ତ ରାତିର ସର୍ବ ନିମ୍ନ ତାପମାତ୍ରା 2 ରୁ 3 ଡିଗ୍ରୀ ବଢିବ ।

ଅନ୍ୟ ପଟ ରେ ବର୍ତ୍ତମାନ ରାଜ୍ୟ ର କେତେକାଂଶ ଅଞ୍ଚଳ ରେ ଲଘୁଚାପ ପ୍ରଭାବ ରୁ ବର୍ଷା ଜାରି ରହିଛି ଏବଂ ଯାହା ଫଳରେ କି ଅସ୍ତ ବ୍ୟସ୍ତ ହୋଇପଡିଛି ଜନ ଜୀବନ । ତେବେ ଆସନ୍ତା ୪୮ ଘଣ୍ଟା ପାଇଁ ଗଞ୍ଜାମ, ପୁରୀ, ନୟାଗଡ,ଗଜପତି, କନ୍ଧମାଳ, ରାୟଗଡା, ଖୋର୍ଦ୍ଧା, ଝାଡସୁଗୁଡା ଓ କେନ୍ଦ୍ରାପଡା ଜିଲ୍ଲା ରେ ପ୍ର-ବ-ଳ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ପୂର୍ବାନୁମାନ କରି କହିଛି ଆଞ୍ଚଳିକ ପାଣିପାଗ ବିଭାଗ ।

ତେବେ ବନ୍ଧୁଗଣ ଯଦି ଆମର ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ନେଇ ଆସିବୁ । ଧନ୍ୟବାଦ ।

Leave a Reply

Your email address will not be published. Required fields are marked *