ରାସ୍ତା ମଝିରେ ଅଟୋ ଵାଲା ଓ ଯୁବତୀ ଙ୍କ ହଙ୍ଗାମା । ଅଟୋ ଵାଲା ରାଗି ଯାଇ ଏମିତି କହିଲେ ଯୁବତୀ ଙ୍କୁ ଦେଖନ୍ତୁ ସେହି ସମୟର Video….

 

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ଅଟୋ ଵାଲା ସହ ଯୁବତୀ ଙ୍କ ଯୁକ୍ତି ତର୍କ ହେଲା ତାପରେ ଯାହା କହିଲା ଅଟୋ ଵାଲା ତାହା ଆପଣ ଭିଡ଼ିଓ ଦେଖିଲେ ଜାଣିପାରିବେ ।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ତେବେ ସମାଜ ରେ ଅନେକ ଘଟଣା  ଘଟୁଛି । ପୂର୍ବରୁ ଖବର ଜାଣିବା ପାଇଁ ରେଡ଼ିଓ ର ବ୍ୟବହାର କରୁଥିଲେ । ଟିକେ ପରିବର୍ତ୍ତନ ପରେ ଟେଲିଭିଜନ ମାଧ୍ୟମରେ ଜାଣିବାକୁ ପାଇଲେ । ମାତ୍ର ବର୍ତ୍ତମାନ ସ୍ମାର୍ଟ୍ ଫୋନ୍  ଯୋଗୁ କୌଣସି ପରିସ୍ଥିତି କୋୖଣସି ସମୟ ରେ ଜାଣି ହେଉଛି । ତେବେ କାମ ସାରିବା ପରେ ନିଜର ମନୋରଞ୍ଜନ ପାଇଁ ସୋସିଆଲ ମିଡ଼ିଆର ବ୍ୟବହାର କରିଥାନ୍ତି । ସୋସିଆଲ ମିଡ଼ିଆରେ ଗୀତ, ନାଚ, ମଜାଳିଆ କଥା ପର୍ଯ୍ୟନ୍ତ ସବୁ ରହିଥାଏ । ବର୍ତ୍ତମାନ ସମୟ ରେ ଏକ ଭିଡ଼ିଓ ବେଶ୍ ଭା-ଇ-ରା-ଲ ହେବାରେ ଲାଗିଛି । 

 

ଓଡ଼ିଶା ର ରାଜଧାନୀ ଭୁବନେଶ୍ବର । ଅନେକ  ଘଟଣା ଘଟି ଥାଏ ଏଠାରେ । ଆଜି ଏକ ଘଟଣା ଆସି ପହଞ୍ଚିଛି ଆମ ନିକଟ ରେ ଯାହା ଶୁଣିଲେ ଆ-ଶ୍ଚ-ର୍ଯ୍ୟ ହେବେ । ଆସନ୍ତା କାଲି ର ଘଟଣା । ରାଜଧାନୀ ରେ ଏକ ଅଟୋ ରିକ୍ସା ରେ ଜଣେ ମହିଳା ବସି ଯାଉ ଥିଲେ । ହଠାତ୍ କଣ ଏପରି ହୋଇ ଥିଲା ଯେ ରାସ୍ତା ଉପରେ ଦୁଇ ଜଣ କେହି କାହାରି କୁ ଛାଡ଼ି ନ ଥିଲେ । ଘଟଣା ଟି ସତ୍ୟତା ଖୋଜିବାକୁ ଯାଇ ଜାଣି ପାରି ଥିଲେ ଯେ ମହିଳା ଜଣଙ୍କ ଓଟୋ ଡ୍ରାଇଭର ଙ୍କୁ ୧୦୦ ଟଙ୍କା ଦେଇ ୨୦୦ ଟଙ୍କା ଦେଇଛନ୍ତି ବୋଲି କହିଥିଲେ । ଏହିଠାରୁ ଆରମ୍ଭ ହୋଇ ଥିଲା ଯୁକ୍ତି । 

 

ଏକ ଶିଶି ଟିଭି ରେ କଏଦ ହୋଇଥିଲା ଯେ ମହିଳା ଜଣଙ୍କ ଓଟ ଚାଳକ ଙ୍କୁ ମାଡ଼ ମାରିଥିଲେ । ଘଟଣା ଟି ମାଷ୍ଟର କେଣ୍ଟିନ ପାଖରେ ଘଟିଛି । ଯୁବତୀ ଙ୍କୁ ପଚାରି ବାରୁ କହିଥିଲେ ଯେ ଓଟ ଚାଳକ ତାଙ୍କୁ ଦୁ-ର୍ବ୍ୟ-ବ-ହା-ର କରିବା ସହିତ ଅନେକ ଖରାପ ଭାଷା ମଧ୍ୟ ପ୍ରୟୋଗ କରି ଥିଲେ । ତାଙ୍କୁ ଜୋର ଜବରଦସ୍ତି କରି ଦେବେ ବୋଲି ଧମକ ଦେଇଛନ୍ତି । ମାତ୍ର ଓଟ ଚାଲାକ କହିଥିଲେ ଯେ ମହିଳା ଜଣଙ୍କଖରାପ ବ୍ୟବହାର କରିବା ସହିତ ତାଙ୍କୁ କହିଥିଲେ ତ ରଙ୍ଗ ଛଡାଇ ଦେବୀ ଓ ତୋତ ମାରିଦେବି  । 

 

 

। ଘଟଣା ସ୍ଥଳରେ ଟ୍ରାଫିକ ଆରକ୍ଷୀ ଅଧିକାରୀ ମଧ୍ୟ ପହଞ୍ଚି ଥିଲେ । ଉଭୟ ଙ୍କୁ ଗିରଫ କରି ଥିଲେ । ଦୁଇ ଜଣଙ୍କ ନାମ ରେ ଏତେଲା ଦିଆ ଯାଇ ଥିଲା । ଉଭୟ ଙ୍କୁ ପଚରା ଉଚରା କରା ଯାଇଥିଲା । ପରେ ଉଭୟ ପକ୍ଷରୁ ଭୁଲ୍ ରହି ଥିଲା ବୋଲି ଜଣା ପଡ଼ିଛି । ଆସନ୍ତୁ ଦେଖିବା ସେହି ସମୟ ର ଭିଡ଼ିଓ ।

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *