ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ , କାହାକୁ ହରାଇ ବର୍ତ୍ତମାନ ଓଡ଼ିଆ ହିରୋଇନ୍ ଦେବଜାନୀ ଭୋ ଭୋ କାନ୍ଦୁଛନ୍ତି । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।
ଦର୍ଶକ ବନ୍ଧୁ ଓଲିଉଡ ଜଗତର ଜଣେ ଜଣାଶୁଣା ଅଭିନେତ୍ରୀ ଦେବଯାନୀ ଙ୍କୁ ତ ଆପଣ ମାନେ ବେଶ୍ ଭଲ ଭାବରେ ଜାଣି ଥିବେ। ଦେବଯାନୀ ଓଲିଉଡ ଆଲବମ ସହିତ ଅନେକ ଚଳଚିତ୍ର ରେ ନିଜର ଜାଦୁଗରି ଦେଖାଇଛନ୍ତି । ତେବେ ବର୍ତ୍ତମାନ ସମୟ ରେ ଦେବଜାନୀ ଙ୍କ ଘରକୁ ଆସିଛି ଏକ ବହୁତ୍ ବଡ ଦୁଃ-ଖ-ଦ ଖବର । ଯାହା ଦ୍ଵାରା ବର୍ତ୍ତମାନ ଦେବଯାନୀ ପୁରା ଭାଙ୍ଗି ପଡିଛନ୍ତି ।
ତେବେ ବର୍ତ୍ତମାନ ସମୟ ରେ ଓଲିଉଡ ର ସେହି ଅଭିନେତ୍ରୀ ପୁରା କୋହ ଭରା। ଏମିତି କିଛି ଘଟିଛି ବର୍ତ୍ତମାନ ଦେବଯାନୀ ଙ୍କ ସହିତ ଯାହା ଦ୍ଵାରା ଦେବଯାନୀ ନିଜେ କାନ୍ଦି କାନ୍ଦି ନିଜର କୋହ କୁ ଆଉ ରୋକି ପାରୁ ନାହାନ୍ତି। ତେବେ ଆସନ୍ତୁ ଜାଣି ନେବା କେଉଁ ପ୍ରିୟ ଜିନିଷ କୁ ହରାଇ ବର୍ତ୍ତମାନ ଦେବଜାନୀ ଦୁଃ-ଖ ରେ ଭା-ଙ୍ଗି ପଡିଛନ୍ତି ।
ତେବେ ଦର୍ଶକ ବନ୍ଧୁ ଓଲିଉଡ ଜଗତର ନାୟିକା ଦେବଜାନୀ ଙ୍କ ପ୍ରିୟ କୁକୁର କୁକୁର ର ନାମ ହେଉଛି ସିମି । ଦେବଜାନୀ ବହୁତ୍ ଛୋଟ ରୁ ତାର ଲାଳନ ପାଳନ କରିଥିଲେ। ତେବେ ବର୍ତ୍ତମାନ ସମୟ ରେ ଦେବଜାନୀ ଙ୍କ କୁକୁର ସୀମି ର ହଠାତ୍ ବି-ୟୋ-ଗ ହୋଇ ଯାଇଛି ଏବଂ ଏହା ଦ୍ଵାରା ବର୍ତ୍ତମାନ ଭା-ଙ୍ଗି ପଡିଛନ୍ତି ଦେବଯାନୀ ।
ତେବେ ନିଜର କୁକୁର ର ବି-ୟୋ-ଗ ପରେ ଦେବଯାନୀ ଦୁଃ-ଖି-ତ ହୋଇ ନିଜର କୁକୁର ର ସ-ବ ସ-ତ୍କା-ର କରିଥିବାର ମଧ୍ୟ ଦେଖିବାକୁ ମିଳିଛି । ନିଜର ପ୍ରିୟ କୁକୁର ଶୀମି କୁ ହରାଇ ବର୍ତ୍ତମାନ ସେ ବହୁତ୍ ଦୁଃ-ଖ ରେ ଅଛନ୍ତି । ଆଉ ବର୍ତ୍ତମାନ ସମୟ ରେ ଦୁଃ-ଖ ପ୍ରକାଶ କରି ଦେବଜାନୀ ନିଜ କୁକୁର ଶିମି ର ବି-ୟୋ-ଗ ସମୟ ର ଫଟୋ କୁ ନିଜର ସୋସିଆଲ ମି-ଡ଼ି-ଆ ଆକାଉଣ୍ଟ ରେ ପୋଷ୍ଟ କରିଛନ୍ତି ।
ତେବେ ବନ୍ଧୁଗଣ ଯଦି ଆମର ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ନେଇ ଆସିବୁ । ଧନ୍ୟବାଦ ।