Tik Tok କରୁ କରୁ ଛାତ ଉପରୁ ଖସି ପଡିଲେ ହିରୋଇନ । ଦେଖନ୍ତୁ ସେହି ସମୟର କଏଦ ହୋଇଥିବା Video….

 

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ରେ ସାମ୍ନା କୁ ଆସିଛି ଏକ ପରି ଭି-ଡି-ଓ ଯାହାକୁ ଦେଖି ଲୋକ ମାନେ ଚ-କି-ତ ହୋଇ ଯାଉଛନ୍ତି ।ବର୍ତ୍ତମାନ ସମୟ ରେ ସେହି ଭି-ଡି-ଓ ଟି ସୋସିଆଲ ମିଡିଆରେ ଏତେ ମାତ୍ରା ରେ ଭା-ଇ-ରା-ଲ ହେବାରେ ଲାଗିଛି ଯେ ତାହା ସୋସିଆଲ ମି-ଡ଼ି-ଆ ରେ ସମସ୍ତଙ୍କୁ ଆ-ତ-ଙ୍କି-ତ କରିଦେଇଛି ।ତେବେ ଦର୍ଶକ ବନ୍ଧୁ ଆସନ୍ତୁ ଜାଣି ନେବା ସୋସିଆଲ ମି-ଡ଼ି-ଆ ରେ ନି-ଆଁ ପରି ଭା-ଇ-ରା-ଲ ହେଉଥିବା ସେହି ଭି-ଡି-ଓ ଟି ରେ ଏମିତି କଣ ରହିଛି ଯାହାକୁ ଦେଖିବା ମାତ୍ରେ ଲୋକ ମାନଙ୍କ ମନ ରେ ଡର ଆସି ଯାଉଛି । 

 

ଦର୍ଶକ ବନ୍ଧୁ ଆଜିକାଲି ର ଯୁବ ପୀଢ଼ି ଙ୍କୁ ଘାରିଛି ଟିକ୍ ଟକ୍ ବା ଭିଡିଓ କରିବାର ନିଶା ଆଉ ଏଥିରୁ ମଧ୍ୟ ବାଦ୍ ପଡ଼ି ନାହାନ୍ତି ସେଲିବ୍ରେଟି ମାନେ।ଓଡ଼ିଆ ଧାରାବାହିକ ରେ ଅଭିନୟ କରୁଥିବା ଜଣେ ଜଣାଶୁଣା ଅଭିନେତ୍ରୀ ରାଧିକା ମଧ୍ୟ ଏଥରୁ ବାଦ୍ ପଡି ନାହାନ୍ତି । ଭି-ଡି-ଓ କରିବାର ଏମିତି ନିଶା ରହିଥିଲା ଯେ ଶେଷ କୁ ସେ ମୃ-ତ୍ୟୁ ର ବାଟ କୁ ମଧ୍ୟ ଆପଣାଇ ନେଇଥିଲେ କିନ୍ତୁ ଏହା ଶୁଭ ଖବର ଯେ ସେ ବଞ୍ଚି ଯାଇଛନ୍ତି । ତେବେ ଟିକ୍ ଟକ୍ ଭିଡିଓ କରିବା ସମୟ ରେ ଏମିତି କିଛି ଅସୁବିଧା ରେ ପଡ଼ି ଯାଇଥିଲେ ନୁଆବୋହୁ ଧାରାବାହିକ ର ଅଭିନେତ୍ରୀ ରାଧିକା ।

 

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ରେ ସୋସିଆଲ ମି-ଡ଼ି-ଆ ରେ ଭା-ଇ-ରା-ଲ ହେଉଥିବା ସେହି ଭି-ଡି-ଓ ଟି ରେ ଏହା ଦେଖିବାକୁ ମିଳିଛି ଯେ ରାଧିକା ଟିକ୍ ଟକ୍ ଭିଡିଓ କରୁଥିବା ସମୟରେ ହଠାତ୍ ଛାତ ତଳକୁ ଖସି ପଡ଼ିଥିଲେ ଏବଂ ସେହି ସମୟ ରେ ତାଙ୍କ ସହିତ ଭିଡିଓ କରୁଥିବା ତାଙ୍କର ସହପାଠୀ ମାନେ ତାଙ୍କୁ ହଠାତ୍ ଧରି ପକାଇଥିଲେ । 

 

ଏହା ଶୁଣିବାକୁ ମିଳୁଛି ଯେ ସେହି ସହପାଠୀ ମାନଙ୍କ ଭିତରେ ରହିଛନ୍ତି ତାଙ୍କ ସହିତ ଧାରାବାହିକ ରେ ଅଭିନୟ କରୁଥିବା ତାଙ୍କର ବଡ ମାଆ ଏବଂ ସେହି ଧାରାବାହିକ ର ଅଭିନେତା । ତେବେ ସେହି ସମୟ ରେ ସେମାନେ ରାଧିକା ଙ୍କ ହାତ କୁ ଧରି ପକାଇ ଥିବାରୁ ଅ-ଳ୍ପ-କେ ବ-ର୍ତ୍ତି ଯାଇଥିଲେ  ରାଧିକା ଏବଂ ବହୁତ୍ କଷ୍ଟ ପରେ ସେମାନେ ରାଧିକା ଙ୍କୁ ଉପରକୁ ନେଇଥିଲେ । ଏହାପରେ ସେଥିପାଇଁ ରାଧିକା କହିଛନ୍ତି ଯେ ଟିକ୍ ଟକ୍ ଭିଡିଓ କରିବା ସମୟ ରେ ସମସ୍ତେ ସ-ତ-ର୍କ-ତା ଅବଲମ୍ବନ କରନ୍ତୁ ।

ତେବେ ବନ୍ଧୁଗଣ ଯଦି ଆମର ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ନେଇ ଆସିବୁ । ଧନ୍ୟବାଦ ।

Leave a Reply

Your email address will not be published. Required fields are marked *