ଦେଖ Video : ଏହି ଗୋଟିଏ Video ଦେବ ସୌମ୍ୟଙ୍କୁ ଦେଖ ଏହି Video…

 

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ, ସୌମ୍ୟ ରଞ୍ଜନ ଙ୍କ ଆଖି ବୁଜିବାର ଏତେ ଦିନ ବିତି ଯିବା ପରେ ଆସିଲା ଏକ ନୂଆ Video ଯାହା ସୌମ୍ୟଙ୍କୁ ନ୍ୟାୟ ଦେଇପାରିବ । ଯାହା ଶୁଣିଲେ ଆଶ୍ଚର୍ୟ୍ଯ ହୋଇଯିବେ ।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ଓ ଭିଡ଼ିଓ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ସୌମ୍ୟ ଙ୍କ ପ-ର-ଲୋ-କ ପରେ ପରେ ତଦନ୍ତ ଖୁବ୍ ଜୋର୍ ଧରିଥିଲା । ତାଙ୍କ ଚାଲିଯିବା ସମୟରେ ତାଙ୍କ ଶରୀର ର ୯୦ ପ୍ରତିଶତ ଅଂଶ ପୋ-ଡ଼ି ଯାଇଥିଲା । ଯାହା କିରୋସିନ ଢାଳି ହୋଇଥିଲା ବୋଲି ସେ ନିଜେ ବୟାନ ଦେଇଥିଲେ ହେଲେ ଏବେ ସବୁ କିଛି ତଦନ୍ତ ପରେ ଯାହା ଜଣା ପଡ଼ୁଛି ସୌମ୍ୟ ଙ୍କ ରହସ୍ୟ ପଛରେ କିଛି ନା କିଛି ରହସ୍ୟ ରହିଛି । କାରଣ  ସୌମ୍ୟ ଙ୍କ ଶରୀର ସମ୍ପୂର୍ଣ ରୂପେ ପୋ-ଡ଼ି ଯାଇଥିବା ବେଳେ ତାଙ୍କ ଶରୀର କେବଳ ଦୁଇଟି ଅଂଶ ରେ କୌଣସି ଦାଗ ନ ଥିଲା।  

 

ଆହୁରି ମଧ୍ୟ ସୂଚନା ଅନୁସାରେ ସେ କିରୋସିନ ଥିଲା ଏକ ଛୋଟ ବୋତଲ ରେ ସେଥିରୁ ମଧ୍ୟ ଅଳ୍ପ କିରୋସିନ ଦେହ ରେ  ଢ଼ଳା ହେବ ପରେ ୨୦ ଲିଟର ତେଲ ବୋତଲ ରେ ରହିଯାଇଥିଲା । ଏବେ ଯାହା ତ-ଦ-ନ୍ତ କରା ହେଉଛି କି ଏମିତି ଏହି ଘଟଣା ପଛରେ ବହୁତ୍ ର-ହ-ସ୍ୟ ଲୁଚି ରହିଛି ଓ ତାଙ୍କୁ ଗୋଟିଏ ସ୍ଥାନ ରୁ ଜଳେଇ ଦେଇ ଆଣି ଘର ଭିତରେ ପକେଇ ଦିଅ ହୋଇଚି । ଏବେ ଏବେ ସୌମ୍ୟ ଙ୍କ ଚାଲିଯିବା ପଛରେ  ବିଦ୍ୟା ଭାରତୀ ର ସମ୍ପୂର୍ଣ ରୂପେ ହାତ ରହିଛି ବୋଲି ଯାହା ଅନୁମାନ କରା ହୋଇଛି ଏହି ସବୁ ତ-ଦ-ନ୍ତ ରୁ କିଛି ପରିମାଣ ରେ ବର୍ତ୍ତି  ଯାଇଛନ୍ତି ବିଡ଼ିଓ ଓ ରୋଷେଇଆ । ଏବେ ଆରକ୍ଷୀ ଅଧିକାରୀ ଚର୍ଚ୍ଚା ର ଘେ-ରା-ଉ ଭିତରେ ରହିଛନ୍ତି ବିଦ୍ୟା ଭାରତୀ ।

 

କହିବା କଥା ଅନୁସାରେ ଶରୀର ର ଯେତିକି ପରିମାଣ ରେ କିରୋସିନ ଢ଼ଳା ହୋଇଥିଲା ତାହା ନିଶ୍ଚିତ ଭାବେ ତାଙ୍କ ହାତ ପାପୁଲି କୁ ଆସି  ମୁଦି ପାଖରେ ଅଟକି କି ରହିଥାନ୍ତି ଓ ନି-ଆଁ ଖୁବ୍ ଜୋର୍ ରେ ଧରି ଥାଆନ୍ତା ହେଲେ ତାହା ହୋଇନାହିଁ । ଏହି ସବୁ ଘଟଣା ସମ୍ବନ୍ଧ ରେ ଯାହା ତଥ୍ୟ ମିଳିଛି କି ଆରକ୍ଷୀ ଅଧିକାରୀ ୩ ଘଣ୍ଟା ଧରି ତାଙ୍କୁ ଜେରା କରିବା ପରେ ବହୁତ୍ କିଛି ତଥ୍ୟ ପାଇଛି ଏଥି ସହିତ ଆହୁରି ଗୁମର ଆସ୍ତେ ଆସ୍ତେ ଫିଟିବା ପାଇଁ ଯାଉଛି । ବନ୍ୟବିଭାଗୀୟ ମୁଖ୍ୟ ଅଫିସର୍ ଙ୍କ ପାଇଁ ଡି. ଏଫ୍ . ଓ ଙ୍କ ସହିତ ବିଦ୍ୟା ଙ୍କ ର ହୋଇଥିବା ଚାର୍ଟ ଏବେ ଆରକ୍ଷୀ ଅଧିକାରୀ ତଦନ୍ତ କରୁଛି । 

 

ଆରକ୍ଷୀ ଅଧିକାରୀ ଏହି ସବୁ ମେସେଜ ବିଷୟରେ ଅବଶ୍ୟ ମି-ଡ଼ି-ଆ ଆଗରେ କିଛି ଜଣାଇ ନାହାନ୍ତି । ଏହି ଭିଡ଼ିଓ ରେ ଦେଖିବାକୁ ମିଳିଛି  ଓଆଇସି ମମତା ପଣ୍ଡା ଓ ପାରଳାଖେମୁଣ୍ଡି ଆଇଆଇସି ବିବେକାନନ୍ଦ ସ୍ୱାଇଁ ସେଦିନ ସୌମ୍ୟ ଙ୍କୁ ନ ବଞ୍ଚାଇ ସେଠାରୁ କିଛି ପ୍ରମାଣ ସଂଗ୍ରହ କରିବାରେ ବ୍ୟସ୍ତ ରହିଥିଲେ । ମମତା ରାଣୀ ଙ୍କ ହାତ ରେ ସୌମ୍ୟ ରଞ୍ଜନ ଙ୍କ ଚାଲିଯିବା ସମୟରେ ଏହି Video ଆଗରୁ କେବେ ଦେଖିନଥିବେ । ଆହୁରି ମଧ୍ୟ ସୌମ୍ୟ ଙ୍କ ବାପା ଏବେ କଥା ଉଠାଇଛନ୍ତି କି ସେଇ ବ୍ୟାଗ୍ ରେ ତାଙ୍କ ଘର ର ଚାବି କାଠି ଥିଲା । ଦେଖ Video ସବା ତଳେ ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *