ତମ ଗୋଡ ଧରୁଛି ମତେ ଛାଡି ଦିଅ । କାହିଁକି ଯୁବତୀ କଲେ ଏପରି କରୁଣ ନିବେଦେନ । Watch Video…

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ବିବାହ କରିବାକୁ ବାଧ୍ୟ କଲେ ଗାଁ ଲୋକ ।ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଖବର ।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ସମାଜ ରେ ଅନେକ ଘଟଣା ଘଟୁଛି। ସମୟ ସହିତ ସମସ୍ତେ ଆଗକୁ ବଢ଼ି ଚାଲିଛନ୍ତି।  ଆଜି କାଲି ର ଦୁନିଆ ବହୁତ ଆଗକୁ ଯାଇ ସାରିଲାଣି। ଆଜି କାଲି ର ଲୋକ ମାନେ ମଧ୍ୟ ବହୁତ ଆଗକୁ ଗଲେଣି ଏବଂ ସମସ୍ତେ ଶିକ୍ଷିତ ହେଲେଣି। ଆଜି କାଲି ର ଯୁବପିଢି ମାନେ ବହୁତ ଫାଷ୍ଟ ହେଇଗଲେଣି, ଆଜି କାଲି ତ ପିଲା ମାନେ ୧୪, ୧୫ ବର୍ଷ ହେଲା ବେଳକୁ ପ୍ରେମ କରୁଛନ୍ତି। ଆଜି କାଲି ପ୍ରାୟତଃ ସବୁ ପିଲା ପ୍ରେମ କରୁଛନ୍ତି, ସେମାନେ ପ୍ରେମ ର ପ୍ରକୃତ ଅର୍ଥ କଣ ଜାଣନ୍ତୁ କିମ୍ବା ନ ଜାଣନ୍ତୁ ତଥାପି ବି ପ୍ରେମ କରୁଛନ୍ତି। 

 

ପିଲା ମାନଙ୍କ ପାଇଁ ପ୍ରେମ ର ମାନେ କହିବାକୁ କଥାବାର୍ତ୍ତା, ଦେଖାଚାହାଁ, ଚକଲେଟ୍ ଦିଆନିଆ ଆଉ ଶେଷ ରେ ଟିକେ ଅଧିକ ଦିନ ହୋଇଗଲେ ତାଙ୍କୁ ଛାଡି ଆଉ ଜଣଙ୍କୁ ଭଲପାଇବା। ଆଜି କାଲି ତ ଦୁନିଆରେ ଲଭ୍ ରେ ଏମିତି ଟ୍ରେଣ୍ଡ ଚାଲିଛି, ପିଲା ମାନେ ଏହି ଲଭ୍ ଚକ୍କର୍ ରେ ବହୁତ ଭୁଲ୍ କାମ ମଧ୍ୟ କରି ଦେଉଛନ୍ତି, ଯାହା ଦ୍ୱାରା କି ସେମାନଙ୍କୁ ପଛରେ ବହୁତ ଅ-ନୁ-ତା-ପ ମଧ୍ୟ କରିବାକୁ ପଡୁଛି। ଆମେ ମାନେ ସମସ୍ତେ ସୋ-ସି-ଆ-ଲ୍ ମି-ଡି-ଆରେ ନିଶ୍ଚିତ ଭାବେ ଯୋଡିତ ଥିବା।

      

ସୋ-ସି-ଆ-ଲ ମି-ଡ଼ି-ଆରେ ପ୍ରତିଦିନ ହଜାର ହଜାର ଭିଡିଓ ଏବଂ ଫଟୋ ସବୁ ଆସେ। ସେହି ସବୁ ମଧ୍ୟରୁ ଅଧିକାଂଶ ଫଟୋ ଏବଂ ଭିଡିଓ ଲଭର୍ସ ମାନଙ୍କ ର ହିଁ ଥାଏ। ସେମାନେ ଲୁଚି ଲୁଚି ପ୍ରେମ କରନ୍ତି, ଅନେକ ଲୋକ ଙ୍କ ଘରେ ଏହାକୁ ଗ୍ରହଣ ମଧ୍ୟ କରନ୍ତି ନାହିଁ। ସେଥିପାଇଁ ସେମାନେ ଲୁଚି ଲୁଚି ପରସ୍ପର କୁ ଦେଖା କରିବା, କଥା ହେବା ଆଦି କାମ କରିଥାଆନ୍ତି। ସେହି ପରି ଏକ ଘଟଣା ଘଟିଛି ଉମରକୋଟ ଠାରେ । 

 

ଜଣେ ଯୁବତୀ ପୂଜା ବୁଲିବା କୁ ତାଙ୍କ ଭଉଣୀ କି ଘର କୁ ଯାଇଥିଲେ ।ସେଠାରେ ସେ ଙ୍କ ଭଉଣୀ କ ଦିଅର ଯୁବତୀ କୁ ଏକ ପିଲା ସହିତ ଦେଖା କରାଇଥିଲେ  ଓ ତା ସହିତ କଥା ହେବ କୁ କହିଥିଲେ ।ଯୁବକ ଜଣ କ ଯୁବତୀ କୁ ବନ୍ଧୁତା ର ହାତ ବଢ଼ାଇ ଥିଲେ ହେଲେ ଜଣେ ବତି ମାନ କରିବା ରୁ ଯୁବକ ଜଣ କ ତାଙ୍କୁ ଏକ ବାଥ ରୁମରେ ରେ ପୁରାଇ ମାରିବା ସହିତ ଜୋ-ର ଜ-ବ-ର ଦ-ସ୍ତୀ ମଧ୍ୟ କରିଥିଲେ। ଏହା କୁ ସେଠାରେ ଉପସ୍ଥିତ ଥିବା ଗାଁ ଲୋକ ଦେଖିବା ପରେ ଦୁହେଁ କୁ ଗାଁ ର ଛକ ରେ ଛିଡ଼ା କରି ବାହା ହେବା କୁ ବାଧ୍ୟ କରିଥିଲେ। ସିନ୍ଦୂର ଶଙ୍ଖା ଆଣି ବିବାହ କରିବା କୁ ବାଧ୍ୟ କରିଥିଲେ।

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *