ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,କରୋନା ସମୟରେ ଲୋକଙ୍କୁ ଏତେ ସାହାଯ୍ୟ କରି ମଧ୍ୟ କଣ ପାଇଁ ସୋନୁ ଙ୍କୁ ମିଳିଲାନି ପଦ୍ମଶ୍ରୀ, ଦେଖନ୍ତୁ କଣ ରହିଛି ଏହା ପଛରେ କାରଣ।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।
‘ କରୋନା ’ ଏହି ଶବ୍ଦଟିକୁ ଶୁଣିଲା ବେଳକୁ ଲୋକ ମାନଙ୍କ ର ମନରେ ଅନେକ ବହୁତ ବଡ ବଡ ଦୁଃ-ଖ-ଦ ତଥା ଅ-ସ-ହା-ୟ ଚିତ୍ର ଆଖି ସାମ୍ନା କୁ ଆସିଯାଉଥିବ। ଏହି କରୋନା ଦେଢ ବର୍ଷ ହେବ ସାରା ବିଶ୍ୱ କୁ ପୁରା ହଲଚଲ୍ କରି ରଖି ଦେଇଛି। ଏହି କରୋନା ସମୟରେ ଲୋକମାନେ ମ-ରି-ଥି-ଲେ, ଏହା ସହ ଅନେକ ଲୋକ ନିଜର ଆର୍ଥିକ ଅବସ୍ଥାରେ ବହୁତ ତଳକୁ ଖସି ଯାଇଥିଲେ। ଏହି ସମୟରେ ଲୋକମାନଙ୍କ ପଇସା ମଧ୍ୟ ନଥିଲା ଖାଇବା ପାଇଁ। ଅନେକ ଲୋକ ଦିନ ଦିନ ନ ଖାଇ ନ ପିଇ ଉପାସ ମଧ୍ୟ ରହିଛନ୍ତି। ଏହି ସମୟରେ ବହୁତ ବଡ ବଡ ଷ୍ଟାର, ଧନୀ ଶ୍ରେଣୀର ବ୍ୟକ୍ତି ମାନେ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ଆଗେଇ ଆସିଥିଲେ।
ଏହି କରୋନା ସମୟରେ ଲକ୍ଡାଉନ୍ ଯୋଗୁଁ ଅନେକ ଲୋକ ନିଜର ଚାକିରି ହରାଇ ଘରେ ବସିଥିଲେ, ଆଉ ସେମାନଙ୍କ ପରିବାର ଖାଇବା ପାଇଁ ମଧ୍ୟ ପାଉ ନଥିଲେ। ଏହି ସମୟରେ ଅନେକ ସହୃଦୟ ବ୍ୟକ୍ତି ଲୋକଙ୍କୁ ସାହାଯ୍ୟ କରିବା ପାଇଁ ଆଗେଇ ଆସିଥିଲେ ଏବଂ ଖାଇବା ପାଇଁ ମଧ୍ୟ ଦେଉଥିଲେ। ସେହି ସମୟରେ ବହୁତ ଚର୍ଚ୍ଚାରେ ଥିଲେ ବଲିଉଡ୍ ଷ୍କାର ସୋନୁ ସୁଦ। ସେ ବହୁତ ଲୋକଙ୍କୁ ଅନେକ ସାହାଯ୍ୟ କରିଛନ୍ତି ଏହି ଲକ୍ଡାଉନ୍ ସମୟରେ। ତେବେ ତାଙ୍କୁ ନେଇ ଏବେ ଏକ କଥା ଚର୍ଚ୍ଚାକୁ ଆସିଛି, ତେବେ ଆସନ୍ତୁ ଜାଣିବା ସେହି ସମ୍ପର୍କରେ।
ସୋନୁଙ୍କୁ କାହିଁକି ମିଳିଲାନି ‘ପଦ୍ମଶ୍ରୀ’ ? ସାମ୍ବାଦିକଙ୍କ ଏଭଳି ପ୍ରଶ୍ନର ନିଆରା ଢଙ୍ଗରେ ଉତ୍ତର ଦେଇଛନ୍ତି ଅ-ସ-ହା-ୟର ଭଗବାନ ତଥା ବଲିଉଡ ଅଭିନେତେ ସୋନୁ ସୁଦ୍। ଦେଶର ସମ୍ମାନଜନକ ‘ପଦ୍ମଶ୍ରୀ’ ପୁରସ୍କାର ତାଙ୍କୁ ନମିଳିବା ନେଇ ଚର୍ଚ୍ଚା ଚାଲିଥିବା ବେଳେ ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ରଖିଛନ୍ତି ସୋନୁ ସୁଦ୍।ସେ କହିଛନନ୍ତି ଯେ, ସତ କହିବାକୁ ଗଲେ, ମୁଁ ଆଦୌ ‘ପଦ୍ମଶ୍ରୀ’ ପୁରସ୍କାର ପାଇବି ବୋଲି ଆଶା କରିନଥିଲି। ଏବେ ଯାହା ସବୁ ମୋ ସହ ଘଟୁଛି, ତାପରେ ତ ଜମା ବି ନୁହେଁ।
ଘରେ ହୋଇଥିବା ଆୟକର ବିଭାଗର ଚଢ଼ାଉକୁ ନେଇ ସେ ଏଭଳି କହିବା ସହ ପ୍ରତିକ୍ରିୟା ରଖିଥିଲେ ଯେ, ମୋ ପାଇଁ ସବୁଠାରୁ ବଡ ପୁରସ୍କାର ହେଉଛି ଲୋକଙ୍କ ଭଲପାଇବା। ଏବେ ବି ଲୋକେ ମୋତେ ଭଲ ପାଉଛନ୍ତି। ସାହାଯ୍ୟ ପାଇଁ ମୋ ଘର ତଳେ ଲୋକେ ଏବେ ବି ଅପେକ୍ଷା କରୁଛନ୍ତି। ପୁରସ୍କାରର କୌଣସି ଆଶା ନକରି ଅଭାବୀ ଲୋକଙ୍କୁ ମୁଁ ସାହାଯ୍ୟ କରିବା ଜାରି ରଖିବି। ଯେପର୍ଯ୍ୟନ୍ତ ଲୋକମାନେ ସାହାଯ୍ୟ ପାଇଁ ମୋ ପାଖକୁ ଆସିବେ, ମୁଁ ସେମାନଙ୍କୁ ସାହାଯ୍ୟ କରିବି। ମୋର ପ୍ରୟାସକୁ ସ୍ୱୀକୃତି ଦିଆଯାଉଛି କି ନାହିଁ ତାହା ଜରୁରୀ ନୁହେଁ। ସ୍ୱୀକୃତି ପାଇଁ ମୁଁ ଏହା କରୁନାହିଁ।
ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।