ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ମଝି ରାସ୍ତାରେ ନିଜ ପୁରୁଷ ବନ୍ଧୁଙ୍କ ସହିତ ବାହା ହେଲେ ଯୁବତୀ । ତେବେ ପାଠକଗଣ ଚାଲନ୍ତୁ ଜାଣିବା କଣ ରହିଛି ସମ୍ପୂର୍ଣ ଘଟଣା ।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।
ତେବେ ବନ୍ଧୁଗଣ ଆମ ଆଖ ପାଖରେ ଏଭଳି ସବୁ ଘଟଣା ମାନ ଘଟିଯାଉଛି ଯେ ଯାହାକୁ ଆପଣ ମାନେ ବୋଧହୁଏ କୌଣସି ସିନେମା ରେ ହିଁ ଦେଖୁ ଥିବେ । ଆମ ସମାଜରେ ଚାରି ପାଖରେ ପ୍ରେମର ବହୁତ ଉଦାହରଣ ସବୁ ଦେଖିବାକୁ ମିଳିଥାଏ ମଧ୍ୟ । ତେବେ ଆମେ ଏଠାରେ କାହାଣୀଟି ଆରମ୍ଭ କରିବାକୁ ଚାହିଁବୁ ପ୍ରେମ ଶବ୍ଦରୁ । କଥାରେ ଅଛିକି ପ୍ରେମ ଅନ୍ଧ ହୋଇଥାଏ ବୋଲି । ପ୍ରେମ ଏକ ପବିତ୍ର ଶବ୍ଦ ବା ଏକ ପବିତ୍ର ସମ୍ପର୍କ ହେଲେ ଆଜି କାଲି ର ଯୁବକ ଯୁବତୀ ମାନେ ପ୍ରେମରେ ଅନ୍ଧ ହୋଇ ଭଲ ପାଇବା ନାଆଁ ରେ ଏମିକି କିଛି କାମ କରିଦିଅନ୍ତି ଯେଉଁଥି ପାଇଁ କି ତାଙ୍କୁ ଲୋକ ଲ-ଜ୍ୟାକୁ ସାମ୍ନା କରିବାକୁ ପଡ଼ିଥାଏ ।
ତାଛଲ୍ୟ ଓ କଟୁ ଅପଶବ୍ଦ ସହିବାକୁ ମଧ୍ୟ ପଡ଼ିଥାଏ ଜୀବନ ସାରା ପାଇଁ । ଆଜିର ଯୁବ ପିଢ଼ି ମାନେ ପ୍ରେମ ଭଳି ପବିତ୍ର ସମ୍ପର୍କକୁ କ-ଳ-ଙ୍କି-ତ କରି ସାରିଲେଣି । ତେବେ ବିବାହ ଏକ ପବିତ୍ର ବନ୍ଧନ ଯାହା ସମସ୍ତଙ୍କ ଭାଗ୍ୟରେ ନ ଥାଏ । ଆଉ ସମସ୍ତଙ୍କୁ ମଧ୍ୟ ତାଙ୍କ ପ୍ରେମ ମିଳି ନଥାଏ । ତେବେ କିଛି ଯୁବ ପିଢ଼ି ମାନଙ୍କ ପାଇଁ ଏହି ପବିତ୍ର ସମ୍ପର୍କ ଟି ବ-ଦ-ନା-ମ୍ ହେଇ ଯାଇଛି । ବିବାହ କୁ ଆଜି କାଲି ର ଯୁବ ପୀଢ଼ି ମାନେ ଏକ ସାଧାରଣ ସମ୍ପର୍କ ବୋଲି ମାନୁଛନ୍ତି । ଆଉ ନିଜ ଇଚ୍ଛା ଅନୁସାରେ ଏବଂ ପରିସ୍ଥିତି ହିସାବରେ ଏହି ସମ୍ପର୍କର ସଂଜ୍ଞାକୁ ବଦଳାଇ ଦେଉଛନ୍ତି ।
ଆଜି କାଲିର ପ୍ରେମିକ ପ୍ରମିକା ପ୍ରେମ କରିବା ନିଶାରେ ଭୁଲି ଯାଉଛନ୍ତି ତାଙ୍କ ଚତୁଃପାର୍ଶ୍ଵରେ କଣ ସବୁ ଘଟୁଛି ଆଉ ସେମାନେ କଣ ସବୁ କରୁଛନ୍ତି । ଜାଣିବା ଅବସ୍ଥାରେ ନରହି ନିଜର କାର୍ଯ୍ୟକଳାପ ଯୋଗୁଁ ବଡ଼ ଅସୁବିଧାରେ ପଡିଥାନ୍ତି ତା ସହିତ ବହୁ ସ-ମ-ସ୍ୟାର ସମ୍ମୁଖୀନ ମଧ୍ୟ ହୋଇଥାନ୍ତି । ତେବେ ଆପଣ ମାନେ ସମସ୍ତେ ତୋ ଆମ ସମାଜରେ ପ୍ରେମ ବିବାହର ବହୁତ ଗୁଡ଼ିଏ ଉଦାହରଣ ଦେଖିବାକୁ ପାଉଥିବେ । ସେ-ଠି ମଧ୍ୟରୁ କେହି ପ୍ରେମ କରି ଲୁଚିକରି ଘରୁ ପଳାଇ ଯାଇ ମନ୍ଦିର ରେ ବିବାହ କଲାଣି ତୋ ଆଉ କିଏ କୋର୍ଟ ବିବାହ କଲାଣି ।
ହେଲେ ଏଠାରେ ପ୍ରେମ ବିବାହକୁ ନେଇ ଏକ ଆଶ୍ଚର୍ୟ୍ଯ ଜନକ ଦୃଶ୍ୟ ଦେଖିବାକୁ ମିଳିଛି ସେ ନେଇ କହିବାକୁ ଯାଉଛୁ । ଘଟଣାଟି ହେଲା ଗୋଟେ ପ୍ରେମୀ ଯୁଗଳ ରାସ୍ତା ମଝିରେ ରେ ବିବାହ କଲେ ଝିଅଟି ଜି-ନ-ସ୍ ପ୍ୟାଣ୍ଟ୍ ସହିତ ହଳଦିଆ ଡ୍ରେସ୍ ପିନ୍ଧିଥିବା ବେଳେ ପୁଅଟି ପ୍ୟାଣ୍ଟ୍ ସାର୍ଟ ପିନ୍ଧିଥିଲା । ଏବଂ ରାସ୍ତାରେ ପୁଅଟି ଉକ୍ତ ଯୁବତୀ ଜଣକ ମୁଣ୍ଡରେ ସିନ୍ଦୂର ପିନ୍ଧାଉଛନ୍ତି । ଯାହାର ଏକ ଭିଡ଼ିଓ ସୋ-ସି-ଆ-ଲ ମି-ଡ଼ି-ଆରେ ଘୂରି ବୁଲୁଛି ଏବଂ ଲୋକ ମାନଙ୍କ ଦ୍ଵାରା ବେଶ୍ ଭା-ଇ-ରା-ଲ ହେବାରେ ଲାଗିଛି ଏବଂ ଲୋକମାନେ ବହୁତ ମାତ୍ରାରେ ପସନ୍ଦ ମଧ୍ୟ କରୁଛନ୍ତି।
ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।