ପ୍ରଥମ ଥର ନଜର ଆସିଲେ ବାବୁଶାନ ଙ୍କ ସ୍ତ୍ରୀ ତୃପ୍ତି ପୁଅ ସହ ଏମିତି କରୁଛନ୍ତି ପୁଅ ସହ ମସ୍ତି…

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ପ୍ରଥମ ଥର ପାଇଁ ସୋ-ସି-ଆ-ଲ୍ ମି-ଡି-ଆରେ ଦେଖିବାକୁ ମିଳିଲା ବାବୁଶାନ୍ ଙ୍କ ସ୍ତ୍ରୀ ଙ୍କୁ। ଦେଖନ୍ତୁ ସେ କଣ କରୁଥିଲେ।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ।

 

ଯୁଗ ଏବେ ବଦଳିଲାଣି, କହିବାକୁ ଗଲା କେବଳ ଖାଲି ବଦଳିନି ବହୁତ ବଦଳିଲାଣି ଏବଂ ଅନେକ ଶିକ୍ଷିତ ମଧ୍ୟ ହେଲାଣି ଏହି ସମାଜ। ଆଜି କାଲି ଦୁନିଆରେ ଆଉ କିଛି ବି ଜିନିଷ ଅ-ସ-ମ୍ଭ-ବ ନାହିଁ, ନା ଆଜି କାଲି ଆଉ ଲୋକ ମାନଙ୍କୁ ଗୋଟେ ଜାଗା ରୁ ଅନ୍ୟ ଜାଗା କୁ ଯିବା ପାଇଁ ମାସ ମାସ ଅପେକ୍ଷା କରିବାକୁ ପଡୁଛି, ନା ଗୋଟେ ଚିଠି ଦେବା ପାଇଁ କି କାହା ସହ କଥା ହେବା ପାଇଁ ଆଉ ଅପେକ୍ଷା କରିବାକୁ ପଡୁଛି। ସବୁ କିଛି ଜିନିଷ ଆଜି କାଲି ଲୋକ ମାନଙ୍କ ର ଆଖି ପିଛୁଳାକେ ହେଇଯାଉଛି। 

 

ଆପଣ ମାନେ ତ ଜାଣିଥିବେ ଆଜି ର ଏହି ଦୁନିଆରେ ଲୋକ ମାନଙ୍କ ପାଇଁ ଅନଲାଇନ୍ ର ଆବଶ୍ୟକତା କେତେ ମାତ୍ରା ରେ ରହିଛି, ଏବଂ ଏହି ଯୁଗ କୁ ଅନଲାଇନ ର ଯୁଗ ବୋଲି କହିଲେ ବି କିଛି ଭୁ-ଲ୍ ହେବ ନାହିଁ। ଆଜି କାଲି ତ ଲୋକ ମାନେ ସମସ୍ତ କାର୍ଯ୍ୟ ଅନଲାଇନ ଦ୍ୱାରା କରୁଛନ୍ତି। ଏପରି କିଛି କାମ ନାହିଁ କି ଆପଣ ମାନେ କହିବେ ପାରିବେ ଯେ ଏହା ଅନ୍ଲାଇନ୍ ଦ୍ୱାରା ହେବା ସମ୍ଭବ ନୁହେଁ ବୋଲି। ତେବେ ଲୋକ ମାନେ ଘରେ ବସି ଫୋନ୍ ଦ୍ୱାରା ଅନ୍ଲାଇନ୍ ମାଧ୍ୟମରେ ଅନେକ ସବୁ କାମ କରି ପାରୁଛନ୍ତି।

 

ଆଜିକାଲି ଛୋଟ ପିଲା ଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତି ଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ଅଛନ୍ତି। ତେବେ ସୋ-ସି-ଆ-ଲ୍ ମି-ଡି-ଆରେ ପ୍ରତ୍ୟେକ ଦିନ ହଜାର ହଜାର ଖବର, ଭିଡିଓ ଆଦି ଦେଖିବାକୁ ମିଳିଥାଏ। ସୋ-ସି-ଆ-ଲ ମି-ଡ଼ି-ଆରେ ପ୍ରତ୍ୟେକ ଦିନ ସିନେ ଷ୍ଟାର ମାନଙ୍କୁ ନେଇ ମଧ୍ୟ ଅନେକ ନୂଆ ନୂଆ ଖବର ସବୁ ଦେଖିବାକୁ ମିଳିଥାଏ। ସେହି ସବୁ ଖବର ସିନେ ଷ୍ଟାର ମାନଙ୍କର ରିଏଲ୍ ଲାଇଫ୍ କୁ ନେଇ ହୋଇଥାଏ, ଆଉ କିଛି ସେମାନଙ୍କର ସିନେ ଲାଇଫ୍ କୁ ନେଇ ହୋଇଥାଏ। ଏବେ କିନ୍ତୁ ସୋ-ସି-ଆ-ଲ୍ ମି-ଡି-ଆ ରେ ପ୍ରଥମ ଥର ପାଇଁ ଜଣେ ସିନେ ଷ୍ଟାରଙ୍କ ପରିବାର ଲୋକଙ୍କୁ ଦେଖିବାକୁ ମିଳିଛି। ତେବେ ଆସନ୍ତୁ ସେହି ସମ୍ପର୍କରେ। 

 

ତେବେ ସୋ-ସି-ଆ-ଲ ମି-ଡ଼ି-ଆରେ ପ୍ରଥମଥର ପାଇଁ ଓଲିଉଡ୍ ହିରୋ ବାବୁଶାନ୍ ଙ୍କ ସ୍ତ୍ରୀ ଏବଂ ତାଙ୍କ ପୁଅକୁ ଦେଖିବାକୁ ମିଳିଛି। ଏହି ଭିଡିଓରେ ତାଙ୍କ ସ୍ତ୍ରୀ ତାଙ୍କ ପୁଅ ସହିତ ଖେଳୁଥିବାର ଦେଖିବାକୁ ମିଳିଛି। ପୁଅ ସହିତ ସେ ଖେଳୁଥିବା ସମୟରେ ପିଲାଟି ବହୁତ ଜୋରରେ ହସୁଥିବାର ଦେଖିବାକୁ ମିଳିଛି। ଆଗରୁ ବାବୁଶାନ୍ ଙ୍କ ପୁଅକୁ ବାବୁଶାନ ଙ୍କ ସହ ଦେଖିବାକୁ ମିଳିଛି, ଏବଂ ସେ ବହୁତ ଥର ଅନେକ ଫଟୋ ଓ ଭିଡିଓ ନିଜ ପୁଅ ସହ ସେ ସେୟାର୍ କରିଛନ୍ତି। ହେଲେ ପ୍ରଥମ ଥର ତାଙ୍କ ସ୍ତ୍ରୀଙ୍କୁ ଦେଖିବାକୁ ମିଳିଛି।

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *