ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ଆସିଲା ଅ-ଦ୍ଭୁ-ତ ଭିଡିଓ ଯେଉଁଥିରେ ଲିପ୍ସା ମିଶ୍ର ପାଣି ରେ ବୁଡିଯାଇଥିବାର ନଜର କୁ ଆସିଛନ୍ତି ।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।
ଆମେ ସମସ୍ତେ ସିରିଏଲ୍ ଓ ଫିଲ୍ମ ଦେଖିବା ପାଇଁ ବହୁତ୍ ଭଲ ପାଉ । ହେଲେ କିଛି କିଛି ଜଣ ଓଡ଼ିଆ ଫିଲ୍ମ ହେଉ ତ ଆଉ କିଛି କିଛି ଜଣ ଓଡ଼ିଆ ଫିଲ୍ମ ଦେଖିବା ପାଇଁ ଭଲ ପାଆନ୍ତି । ଆହୁରି ମଧ୍ୟ ଅନ୍ୟ କିଛି କିଛି ଲୋକ ଆଉ ଅଲଗା କିଛି ଦେଖିବାକୁ ପସନ୍ଦ କରନ୍ତି । ସେହି ଭଳି ଭାବରେ ଓଡ଼ିଆ ଫିଲ୍ମ ଓ ସିରିଆଲ୍ ର ଚାହିଦା ଏବେ ମଧ୍ୟ ବହୁତ୍ ରହିଛି । ଶହେ ରୁ ଶତକଡା ଲୋକ ଓଡ଼ିଆ ଫିଲ୍ମ ଦେଖିବା କୁ ପସନ୍ଦ କରୁଛନ୍ତି । ଖାଲି ଏତିକି ନୁହେଁ ଲୋକେ ମଧ୍ୟ ଫିଲ୍ମ ଗୁଡ଼ିକୁ ଯେତିକି ଭଲ ପାଇବା ଦେଉଛନ୍ତି ତାଠୁ ଭି ଅଧିକ ସେହି ଫିଲ୍ମ ରେ କାମ କରୁଥିବା ହିରୋ ଆଉ ହିରୋଇନ୍ ମାନଙ୍କୁ ଭଲ ପାଉଛନ୍ତି।
ସମସ୍ତେ ମଧ୍ୟ ନଜର ରେ ରଖୁଛନ୍ତି କେତେବେଳେ କେଉଁ ହିରୋ ଅବା ହିରୋଇନ୍ କେମିତି ସଜ ହଉଛନ୍ତି କେମିତି ପୋଷାକ ପିନ୍ଧୁଛନ୍ତି । କେମିତି ଚାଲିଛନ୍ତି କେମିତି ଅଭିନୟ କରୁଛନ୍ତି କେମିତି ଖାଉଛନ୍ତି କେମିତି ବସୁଛନ୍ତି ଏମିତି ବହୁତ୍ କିଛି ।ବେଳେ ମଧ୍ୟ ଏମିତି କିଛି ସୁଟିଂ ସେଟ୍ ର କିଛି ଭିଡିଓ ଆସିଥାଏ ଯାହା ଦର୍ଶକ ମାନଙ୍କୁ ଟିକେ ଆଶ୍ଚର୍ଯ୍ୟ କରିଦେଇଥାଏ । ଆଉ କିଛି ସମୟରେ ମଧ୍ୟ ଆମେ ହିରୋଇନ୍ ଆଉ ହିରୋ ଙ୍କୁ ନେଇ ଏମିତି କିଛି ଫଟୋ ଅବା ଭିଡିଓ ଆସିଥାଏ ଯାହା ପାଇଁ ଦର୍ଶକ ମାନେ କିଛି ସମୟ ଯାଏଁ ଭାବିବାକୁ ରହି ଯାଇଥାନ୍ତି ।
ଆପଣ ମାନେ ଓଲିଉଡ ଜଗତର କ୍ୱିନ ଙ୍କ ବିଷୟରେ ଖୁବ୍ ଭଲ ଭାବରେ ଜାଣିଥିବେ । ଯାହା ଙ୍କ ଜବରଦସ୍ତ ଲୁକ୍ ଓ ଷ୍ଟାଇଲ ଲୋକ ଙ୍କୁ ମତୁଆଲା କରି ଦେଇଥାଏ । ସେ ଗ୍ଳାମର ଦୁନିଆର ଜଣେ ଆଗଧାଡିର ଅଭିନେତ୍ରୀ ଲିପ୍ସା ମିଶ୍ର । ଆପଣ ମାନେ ଲିପ୍ସା ମିଶ୍ର ଙ୍କୁ ଖୁବ୍ ଭଲ ଭାବରେ ଜାଣିଥିବେ ଯିଏ କି ବହୁତ୍ ସାରା ଫିଲ୍ମ ଓ ମେଗା ଧାରାବାହିକ ଓଡ଼ିଆ ସିରିଏଲ୍ ଆଦି କରିଥିବାର ଆପଣ ମାନେ ଦେଖିଥିବେ । ସେ ମଧ୍ୟ ସମସ୍ତଙ୍କ ପ୍ରିୟ ଭାଜକ ହୋଇ ପାରିଛନ୍ତି ଏଥି ପାଇଁ । ତାଙ୍କୁ ଲୋକେ ମଧ୍ୟ ଖୁବ୍ ଭଲ ପାଇବା ଦେବା ସହିତ ତାଙ୍କ ସମସ୍ତ ଫିଲ୍ମ କୁ ଦେଖି ଖୁବ୍ ଭଲ ପାଇବା ଦେଉଛନ୍ତି ।
ତାଙ୍କ ଅଭିନୟ ସହିତ ତାଙ୍କ ସଜବାଜ କୁ ଲୋକେ ଖୁବ୍ ଅଧିକ ଭଲ ପାଇବା ସହିତ ତାଙ୍କୁ ସମସ୍ତେ ସପୋର୍ଟ କରୁଛନ୍ତି । ଲିପ୍ସା ମିଶ୍ର ଏବେ ଘରେ ଘରେ ତୁଳସୀ ନାମ ରେ ପରିଚିତ । ଏବେ ସୋସିଆଲ ମିଡିଆ ରେ ତାଙ୍କ ର ଏକ ଭିଡିଓ ଖୁବ୍ ଅଧିକ ପରିମାଣ ରେ ଭାଇରାଲ୍ ହେବାରେ ଲାଗିଛି କି ଲିପ୍ସା ମିଶ୍ର ପାଣି ରେ ବୁଡି ଯାଊଛନ୍ତି । ଯାହା କୁ ଦେଖି ତାଙ୍କ ଫ୍ୟାନ ଫୋଲୋର୍ ମାନେ ଖୁବ୍ ଚିନ୍ତିତ । ହେଲେ ତାଙ୍କ ସହ ସେମିତି କିଛି ଖରାପ ଘଟଣା ଘଟିନାହିଁ । ସେ ଏହି ସବୁ ଫିଲ୍ମ ସୁଟିଂ ପାଇଁ କରିଛନ୍ତି ।
ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।