ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ଏପରି ମାଧ୍ୟମରେ ଜଣାପଡିଲା, କଣ ପାଇଁ ବିବାହିତା ମହିଳା ମାନଙ୍କ ପ୍ରତି ପୁଅମାନେ ଅଧିକ ଆକର୍ଷିତ ହୋଇଥାଆନ୍ତି। ଜାଣନ୍ତୁ କଣ ରହିଛି କାରଣ।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।
ଦୁନିଆରେ ଏପରି ଅନେକ ପୁଅ ଏବଂ ଝିଅ ଅଛନ୍ତି ଯେଉଁମାନେ କି ଜଣଙ୍କୁ ଭଲ ପାଇଥାନ୍ତି କିନ୍ତୁ ସେହି ପିଲା କିମ୍ବା ଝିଅ ତାଙ୍କୁ ଭଲ ପାଇନଥାନ୍ତି। ସେମାନେ ସେହି ପୁଅ କି ଝିଅ କୁ ଏତେ ଭଲ ପାଇଥାନ୍ତି ଯେ ସେମାନେ ତାଙ୍କୁ ପାଇବା ପାଇଁ ସବୁକିଛି କରିବାକୁ ପ୍ରସ୍ତୁତ ଥାଆନ୍ତି, ଏପରି କି ଜୀବନ ମଧ୍ୟ ଦେବାକୁ ପଛାନ୍ତି ନାହିଁ। ଆମେ ତ ପ୍ରାୟ ଖବର ଦେଖୁଥିବା କି ଅନେକ ପିଲା ମାନେ ପ୍ରେମ ରେ ବିଫଳ ହୋଇ ନିଜର ଜୀ-ବ-ନ ହା-ରି ଦେଉଛନ୍ତି,କିନ୍ତୁ ଅନେକ ପିଲା ଅଛନ୍ତି ଯେଉଁମାନେ ଭାବନ୍ତି କି ଏପରି କିଛି କରନ୍ତି ଯେପରି କି ସେହି ପିଲା ଟି ମୋର ହୋଇଯିବ,ସେମାନେ ସେଥିପାଇଁ ଅନେକ ତରିକା ଆପଣେଇ ଥାଆନ୍ତି।
ଆଜିକାଲି ସମାଜରେ ଦେଖିବାକୁ ମିଳୁଛି କି କମ୍ ବୟସର ପୁଅ ମାନେ ସେମାନଙ୍କ ଠାରୁ ଅଧିକ ବୟସ ଝିଅ ମାନଙ୍କୁ ଅଧିକ ପସନ୍ଦ କରୁଛନ୍ତି ଏବଂ ସେମାନଙ୍କ ପ୍ରେମରେ ପଡୁଛନ୍ତି। ଆଉ ଏବେ ତ ଏପରି ବି ଦେଖିବାକୁ ମିଳିଲାଣି କି ପୁଅମାନେ ସେମାନଙ୍କ ଠାରୁ ଅଧିକ ବୟସର ଝିଅ ବା ବୋହୂ ମାନଙ୍କୁ ବିବାହ ମଧ୍ୟ କରିଦେଉଛନ୍ତି। ତେବେ ଏହାପଛରେ କଣ କାରଣ ରହିଛି ହୁଏତ ଆପଣମାନେ ଜାଣିନଥିବେ, ଆପଣମାନେ କଣ ଆମେମାନେ ମଧ୍ୟ ଜାଣିନାହୁଁ। ହେଲେ ଏହାକୁ ନେଇ ଜଣେ ମହିଳା ନିଜର ମତ ରଖିଛନ୍ତି ଏବଂ ଏହା ପଛରେ କାରଣକୁ ସେ କହିଛନ୍ତି। ତେବେ ଆସନ୍ତୁ ଜାଣିବା ସେ କଣ କହିଛନ୍ତି।
ସେ କହିଛନ୍ତି, ଯଦି କୌଣସି ପୁଅ କୌଣସି ଝିଅ ପାଖକୁ ଆକର୍ଷିତ ହୋଇଯାଏ ଏହା କୌଣସି ବଡ଼ କଥା ମନେ ନୁହେଁ ଏହା ହେଉଛି ଏକ ସାଧାରଣ କଥା । କିନ୍ତୁ ସର୍ଭେରୁ ଜଣାପଡିଛି ଯେ ଅବିବାହିତ ପୁରୁଷ ମାନେ ବିବାହିତ ମହିଳା ମାନଙ୍କୁ ଅଧିକ ପସନ୍ଦ କରିଥାନ୍ତି ଏବଂ ତାଙ୍କ ଆଡ଼େ ଅଧିକ ଆକର୍ଷିତ ହୋଇଥାନ୍ତି।ଏହା କାହିଁକି ହୁଏ ମୁଁ ତ ଜାଣିନାହିଁ କିନ୍ତୁ ସର୍ଭେରୁ ଏହାର କାରଣ ଜଣାପଡ଼ିଛି ଯାହା ମୁଁ ଆପଣଙ୍କୁ କହୁଛି ।
ବାହାଘର ପରେ ମହିଳା ମାନଙ୍କ ଉପରେ ପୁରୁଷର ଦାୟିତ୍ବ ଆସିଯାଇଥାଏ, ତା ମୁଣ୍ଡରେ ଅନେକ ଦାୟିତ୍ବ ଆସିଯାଇଥାଏ ପରିବାରକୁ ସମ୍ଭାଳିବାର ଦାୟିତ୍ବ, ଘର ସମ୍ଭାଳିବାର ଦାୟିତ୍ବ, ସମସ୍ତଙ୍କର ଦେଖାଶୁଣା କରିବାର ଦାୟିତ୍ବ ଏହି ସବୁ ଦାୟିତ୍ବ ଗ୍ରହଣ ପରେ ବିବାହିତ ମହିଳାମାନେ ଅବିବାହିତ ବା କୁଆଁରୀ ଝିଅମାନଙ୍କ ଅପେକ୍ଷା ଅଧିକ ମଜବୁତ ହୋଇଥାନ୍ତି ।ଆଉ ମାନସିକ ସ୍ତରରେ ମଧ୍ୟ ମଜବୁତ ହୋଇଯାନ୍ତି । ତାଙ୍କର ନିଜ ଉପରେ ବିଶ୍ବାସ ଆସିଯାଇଥାଏ । ଏବଂ ଯେ କୌଣସି ପରିସ୍ଥିତିକୁ ସାମ୍ନା କରିବା ପାଇଁ ତାଙ୍କମାନଙ୍କୁ କାହାର ସାହାଯ୍ୟ ଆବଶ୍ୟକ ପଡେ ନାହିଁ ।
ବିବାହିତ ମହିଳାମାନେ ସବୁ କାମ କରିବା ପାଇଁ ସକ୍ଷମ ହୋଇଯାଆନ୍ତି । ତାଙ୍କର ସବୁ ନିଷ୍ପତି ସେ ନିଜେ ନେଇଥାନ୍ତି । ଏହାଛଡା ଅଧିକ ବୟସର ଝିଅଙ୍କୁ ମଧ୍ୟ ପୁଅମାନେ ପସନ୍ଦ କରନ୍ତି । ଅଧିକ ବୟସର ଝିଅମାନଙ୍କର ବିଚାର ଶକ୍ତି ମଧ୍ୟ ସୁଦୃଢ଼ ଥିବ । ପୁଅମାନେ ଝିଅମାନଙ୍କ ପସନ୍ଦ ଭଲମନ୍ଦ ହଠାତ୍ ଜାଣିପାରନ୍ତି ନାହିଁ ।କିନ୍ତୁ ଝିଅମାନେ ପୁଅମାନଙ୍କର କଣ ପସନ୍ଦ କଣ ନାପସନ୍ଦ ଭଲମନ୍ଦ ସବୁ ହଠାତ୍ ଜାଣିପାରିଥାନ୍ତି । ଝିଅମାନେ ହଠାତ୍ ପୁଅମାନଙ୍କ ବିଷୟରେ ସବୁ କିଛି ଜାଣିପାରନ୍ତି । ଏହିସବୁ କାରଣ ପାଇଁ ପୁଅମାନେ ବିବାହିତ ମହିଳାମାନଙ୍କୁ ଅଧିକ ପସନ୍ଦ କରନ୍ତି । ଏହା ପଛରେ ଏହି ସବୁ କାରଣ ଅଛି ବୋଲି ଆପଣମାନେ କଣ ଜାଣିଥିଲେ ।
ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।