ଏବେ ଆସିଲା ବଡ଼ ଖବର । ଅନୁଭବ ଭୟଙ୍କର ରୋଗରେ ପୀଡିତ । ଫାନ୍ସମାନଙ୍କୁ ଙ୍କୁ ଲାଗିଲା ବଡ଼ ଝଟକା…୮

 

ଦର୍ଶକ ବନ୍ଧୁ ଓଲିଉଡ ର ଜଣେ ଜଣାଶୁଣା ଅଭିନେତା ତଥା କେନ୍ଦ୍ରାପଡା ସାଂ-ସ-ଦ ଅନୁଭବ ମହାନ୍ତି ଗତ ବର୍ଷ ଠାରୁ ଖୁବ ଚର୍ଚ୍ଚାରେ ରହି ଆସୁଛନ୍ତି । ଅନୁଭବ ଏବଂ ତାଙ୍କର ପତ୍ନୀ ବର୍ଷା ପ୍ରୟଦର୍ଶିନୀ ଙ୍କ ମଧ୍ୟରେ ହୋଇଥିବା ମ-ତା-ନ୍ତ-ର ତଥା ଜାଗୃତି ଶୁକ୍ଳାଙ୍କ ପ୍ରେମ ସଂ-ପ-ର୍କ କୁ ନେଇ ଅନେକ ସମୟ ରେ ଚର୍ଚା ରେ ରହିଥାନ୍ତୀ ଓଲିଉଡ଼ ର ଅଭିନେତା ଅନୁଭବ ମହାନ୍ତି । ନିଜର ସୋସିଆଲ ମି-ଡ଼ି-ଆ ରେ ମଧ୍ୟ ସବୁବେଳେ ଆକ୍ଟିଭ୍ ରହିଥାନ୍ତି ଅନୁଭବ ମହାନ୍ତି ।

ଏହା ସହିତ ମଧ୍ୟ ଅନୁଭବ ମହାନ୍ତି ନିଜର ସୋସିଆଲ ମିଡ଼ିଆ ଜରିଆରେ ନିଜର ପ୍ରଶଂସକ ମାନଙ୍କ ସହିତ କଥା ବାର୍ତ୍ତା ହେବା ସହିତ ନିଜର ସମସ୍ତ ଭାବନା କୁ ସେୟାର କରିଥାନ୍ତି । ତେବେ ଗତକାଲି ଅନୁଭବ ନିଜର ପ୍ରଶଂସକ ମାନଙ୍କ ସହିତ ଏପରି କିଛି କଥା ସେୟାର କରିଛନ୍ତି , ଯାହାକୁ ଶୁଣି ତାଙ୍କର ପ୍ରଶଂସକ ମାନେ ଦୁଃ-ଖ ପ୍ରକାଶ କରିବା ସହିତ ଅନୁଭବ ଙ୍କ ଆରୋଗ୍ୟ କାମନା କରୁଛନ୍ତି ।

ଦର୍ଶକ ବନ୍ଧୁ ନିଜର ଫିଟନେସକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି ଅନୁଭବ ମହାନ୍ତି। ସେଥିପାଇଁ ଆପଣ ମାନେ ଭାବୁଥିବେ ଯେ , ସବୁବେଳେ ଫିଟ୍ ରହୁଥିବା ଅଭିନେତା ଅନୁଭବ ଙ୍କ ର ଏମିତି ହଠାତ୍ କଣ ହେଲା ।ଅନୁଭବ ନିଜର ସୋସିଆଲ ମିଡ଼ିଆ ରେ ଅନେକ ସମୟ ରେ ନିଜର ଜିମ୍ ୱାର୍କଆଉଟ୍ ସମୟର ଫଟୋ ସେୟାର କରିଥାନ୍ତି ଏବଂ ତାଙ୍କର ଫିଟନେସ କୁ ମଧ୍ୟ ଦର୍ଶକ ମାନେ ବହୁତ୍ ପସନ୍ଦ କରିଥାନ୍ତି । ଗତ ରବିବାର ଦିନ ଏମିତି ଏକ କଥା କହିଛନ୍ତି ଅନୁଭବ ଯାହାକି ସମସ୍ତଙ୍କୁ ଚ-କି-ତ କରିଦେଇଛି ।

ଦର୍ଶକ ବନ୍ଧୁ ଆପଣ ମାନେ ତ ଏହା ଜାଣିଛନ୍ତି ଯେ, ନଭେମ୍ବର ୧୪ ତାରିଖକୁ ବିଶ୍ବ ମଧୁମେହ ଦିବସ ଭାବେ ପାଳନ କରାଯାଏ ।ତେବେ ସେହି ଦିନ ଅନୁଭବ ନିଜର ସୋସିଆଲ ମିଡିଆ ଆକାଉଣ୍ଟ ରେ  ତିନୋଟି ଫଟୋ ସେୟାର କରି ପ୍ରଫେସର ଡା-କ୍ତ-ର ସିଦ୍ଧାର୍ଥ ଦାସଙ୍କୁ ଭଗବାନ ଙ୍କ ସହ ତୁଳନା କରିଛନ୍ତି। ଶେଷ ରେ ସେ ଡା- କ୍ତ -ର ସିଦ୍ଧାର୍ଥ ଦାସ ଙ୍କ ମାର୍ଗଦର୍ଶନ, ପରାମର୍ଶ କୁ ଖୁବ ପ୍ର-ଶଂ-ସା କରିଛନ୍ତି ।

ଶେଷ ରେ ଅନୁଭବ ମହାନ୍ତି ଏହା କହିଛନ୍ତି ଯେ, ୨୧ ବର୍ଷ ହୋଇଯିବ ସେ ଇନସୁଲିନ ନେଉଛନ୍ତି । ସେ ବିଶ୍ବ ମଧୁମେହ ଦିବସ ରେ ନିଜ ସୁସ୍ଥତା ର ସମସ୍ତ ଶ୍ରେୟ ଡାକ୍ତର ସିଦ୍ଧାର୍ଥ ଦାସଙ୍କୁ ଦେଇଛନ୍ତି। ତେବେ ଅନୁଭବ ଙ୍କ ର ଏହି କଥା ଶୁଣି ତାଙ୍କର ପ୍ରଶଂସକ ମାନେ ଦୁଃ-ଖ ପ୍ରକାଶ କରିବା ସହିତ ତାଙ୍କ ଆ-ରୋ-ଗ୍ୟ କାମନା କରିଛନ୍ତି। 

 

Leave a Reply

Your email address will not be published. Required fields are marked *