ଗୋପୀ ବୋହୁ ଦେଖେଇଲେ ନିଜର ଅସଲ ରୂପ । ଏମିତି Hot ଡ୍ୟାନ୍ସ କଲେ ଫାନ୍ସ ହେଲେ ବାୟା । Watch Video…

 

ଦର୍ଶକ ବନ୍ଧୁ ହିନ୍ଦି ଧାରାବାହିକ ଜଗତର ଜଣେ ଜଣାଶୁଣା ଅଭିନେତ୍ରୀ ହେଉଛନ୍ତି ଦେବୋଲିନା ଭଟ୍ଟାଚାର୍ଯ୍ୟ ଯେ କି ନିଜର ଦମଦାର ଅଭିନୟ ଏବଂ ନିଜର ଟାଲେଣ୍ଟ ପାଇଁ ଅଭିନୟ ଜଗତରେ ନିଜର ଏକ ସ୍ବ-ତ-ନ୍ତ୍ର ପରିଚୟ ସୃଷ୍ଟି କରି ପାରିଛନ୍ତି। ତେବେ ସେହି ଅଭିନେତ୍ରୀ ଜଣକ ଅନେକ ସମୟରେ ନିଜର ସୋସିଆଲ ମିଡିଆରେ ଆକ୍ଟିଭ୍ ରହିଥାନ୍ତି । ନିଜର ସୋସିଆଲ ମିଡ଼ିଆ ଆକାଉଣ୍ଟ ରେ ମଧ୍ୟ ସେ ନିଜର ଫଟୋ ଏବଂ ଭି-ଡି-ଓ ସେ-ୟା-ର କରିଥାନ୍ତି ।

 

 

ତେବେ ହିନ୍ଦି ର ଏକ ଲୋକପ୍ରିୟ ଧାରାବାହିକ ଡଲ” ସାଥ ନିଭାନା ସାଥ୍‌ୟା ” ରେ ସେ ଗୋପୀ ବୋହୂ ଚରିତ୍ରରେ ନିଜର ସୁନ୍ଦର ଅଭିନୟ ଦ୍ଵାରା ଦର୍ଶକ ମାନଂକ ହୃଦୟକୁ ଛୁଇଁ ପାରିଛନ୍ତି। ତେବେ ସେହି ଅଭିନେତ୍ରୀ ଜଣଙ୍କ ଅନେକ ସମୟରେ ନିଜର ସୋସିଆଲ ମି-ଡ଼ି-ଆ ଆକାଉଣ୍ଟ ରେ ମଧ୍ୟ ସେ ନିଜର ଫଟୋ ଏବଂ ଭି-ଡି-ଓ ସେ-ୟା-ର କରିଥାନ୍ତି ,ଯାହାକୁ କି ତାଙ୍କର ପ୍ରସଂଶକ ମାନେ ବେଶ୍ ପସନ୍ଦ କରିଥାନ୍ତି । ତେବେ ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ରେ ସେ ଏପରି ଏକ ଫଟୋ ପୋଷ୍ଟ କରିଛନ୍ତି ଯାହା ଦ୍ଵାରା ସେ ଏବେ ବେଶ୍ ଚର୍ଚ୍ଚା ରେ ରହିଛନ୍ତି ।

 

ଗତ କିଛି ଦିନ ତଳେ ସେହି ଅଭିନେତ୍ରୀ ଜଣକ ନିଜର ଜନ୍ମଦିନ ରେ କିଛି ଫଟୋ ଏବଂ ଭି-ଡି-ଓ ସେ&ୟା-ର କରିଥିଲେ। ତେବେ ସେୟାର କରିଥିବା ସେହି ଫଟୋ ରେ ବି-କି-ନି ରେ ନଜର ଆସିଥିଲେ ଅଭିନେତ୍ରୀ ଦେବୋଲିନା । ସେ ବି-କି-ନୀ ପିନ୍ଧିବା ସହିତ ଛୋଟ ଛୋଟ ଡ୍ରେସ୍ ରେ ଡା- ନ୍ସ କରୁଥିବା ନଜର ଆସିଛନ୍ତି ଏବଂ ନିଜର ପ୍ରସଂଶକ ମାନଙ୍କୁ ବେଲି ସେ ଡା -ନ୍ସ ଦେଖାଉଛନ୍ତି । ସେପରି ଗେଟ୍ ଅପ୍ ରେ ମଧ୍ୟ ସେହି ଅଭିନେତ୍ରୀ ବହୁତ୍ ଆକର୍ଷଣୀୟ ଲାଗୁଛନ୍ତି ।

 

 ତାଙ୍କର ଏହି ଭଳି ରୂପ କୁ ଦେଖି କିଛି ଲୋକ ମାନେ ତାଙ୍କର ପ୍ର-ସଂ-ଶା କରିଥିବା ବେଳେ ଆଉ ଅନେକ ଲୋକ ମାନେ ତାଙ୍କୁ ଟ୍ରୋ- ଲ କରୁଛନ୍ତି।  ଜଣେ ୟୁଜର ଏହା କ-ମେ-ଣ୍ଟ୍ କରି କହିଛନ୍ତି ଯେ ,ଆରେ ଗୋପୀ ବୋହୂ ଏସବୁ କଣ ଦେଖାଉଛନ୍ତି, କଣ କରିବାକୁ ଚାହୁଁଛନ୍ତି ” ଏବଂ ଆଉ ଜଣେ ୟୁଜର ନିଜର ପ୍ରତିକ୍ରିୟା ରେ ଏହା ଲେଖିଛନ୍ତି ଯେ ଏମିତି କର ନାହିଁ, ରହିବାକୁ ଦିଅ ସେମିତି। ତେବେ ଅନେକ ଲୋକ ମାନେ ଦେବୋଲିନା ଙ୍କ ଭି-ଡି-ଓ ରେ ଏହିଭଳି ଭାବରେ ଅନେକ ପ୍ରତିକ୍ରିୟା ରଖି ତାଙ୍କୁ ଟ୍ରୋ- ଲ୍ କରାଯାଉଛି  

https://www.instagram.com/p/CS4pNsjKEAt/?utm_medium=share_sheet

ତେବେ ବନ୍ଧୁଗଣ ଯଦି ଆମର ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ନେଇ ଆସିବୁ । ଧନ୍ୟବାଦ ।

 

 

Leave a Reply

Your email address will not be published. Required fields are marked *