ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ରେ ଯୁଗ ବଦଳିବା ସହ ସମାଜ ମଧ୍ୟ ବହୁତ୍ ଶିକ୍ଷିତ ହୋଇଗଲାଣି ।ବର୍ତ୍ତମାନ ଦୁନିଆ ଏତେ ଉନ୍ନତି ଆଡ଼କୁ ଗତି କରି ସାରିଲାଣି ଯେ ଲୋକ ମାନେ ଚନ୍ଦ୍ର ,ମଙ୍ଗଳ ଆଦି ଗ୍ରହ ମାନଙ୍କ ରେ ପହଁଞ୍ଚି ସାରିଲେଣି। କେବଳ ଏତିକି ନୁହେଁ ଭବିଷ୍ୟତ ରେ ସେହି ସ୍ଥାନରେ ଜୀବନ ଯାପନ କରିବା ସମ୍ଭବ ହୋଇପାରେ ବି ସବୁ ସ୍ଥାନ ମାନଙ୍କ ରେ ନିଜର ଜାଗା ମଧ୍ୟ କିଣି ସାରିଲେଣି ।
ବର୍ତ୍ତମାନ ସମୟ ରେ ଦୁନିଆ ରେ ଅସମ୍ଭବ ବୋଲି କିଛି ଆଉ ନାହିଁ ।ଗୋଟେ କ୍ଷଣ ମଧ୍ୟରେ ଅନେକ ଅ-ସା-ଧ୍ୟ କାର୍ଯ୍ୟ କୁ ମଧ୍ୟ କରିଦେଉଛି ମଣିଷ । ବର୍ତ୍ତମାନ ଅନଲାଇନ୍ ଯୁଗ ହୋଇଯାଇଛି ସବୁ କିଛି ହିଁ ଅନଲାଇନ୍ ରେ ହେଉଛି। ସୋ-ସି-ଆ-ଲ୍ ମି-ଡି-ଆରେ ପ୍ରତ୍ୟେକ ଦିନ ହଜାର ହଜାର ଖବର, ଭିଡିଓ ଆଦି ଦେଖିବାକୁ ମିଳିଥାଏ ।ଏମିତି ମଧ୍ୟ ଅନେକ କିଛି ଭିଡିଓ,ଖବର ଥାଏ ଯାହାକୁ ଦେଖିଲେ ଲୋକମାନେ ଆ-ଶ୍ଚ-ର୍ଯ୍ୟ ହୋଇ ରହି ଯାଆନ୍ତି।
ତେବେ ଦର୍ଶକ ବନ୍ଧୁ ସେହିପରି ଏକ ଖବର ସ-ମ୍ପ-ର୍କ ରେ ଆପଣ ମାନଙ୍କୁ କହିବୁ ଯାହାକୁ ଶୁଣିଲେ ଆପଣ ମାନେ ଆ-ଶ୍ଚ-ର୍ଯ୍ୟ ହୋଇ ରହିଯିବେ।ତେବେ ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ରେ ସୋସିଆଲ ମି-ଡି-ଆରେ ଭାଇରାଲ ହୋଇ ଘୁରୁ ବୁଲୁଥିବା ସେହି ଭି-ଡି-ଓ କୁ ଦେଖିଲେ ମଜା ଲାଗିବା ସହିତ ଆ-ଶ୍ଚ-ର୍ଯ୍ୟ ମଧ୍ୟ ଲାଗୁଛି । ତେବେ ସୋସିଆଲ ମି-ଡି-ଆ ରେ ଭାଇରାଲ ହେଉଥିବା ସେହି ଭି-ଡି-ଓ ରେ ଏହା ଦେଖିବାକୁ ମିଳୁଛି ଯେ,” କିଛି ଝିଅମାନେ ଡ୍ୟା-ନ୍ସ କରୁଛନ୍ତି ।
ସେମାନେ ଏପରି ଭାବରେ ଚୁଟି କୁ ଝାଡ଼ିକି ଡ୍ୟା-ନ୍ସ କରୁଛନ୍ତି କି ଏମିତିକି ହୋ-ସ ରେ ନଥିଲା ପରି ମଧ୍ୟ ଲାଗିଛନ୍ତି ।ସେମାନଙ୍କ ଡ୍ୟା-ନ୍ସ କୁ ଦେଖିବା ବେଳକୁ ଯେତିକି ଆ-ଶ୍ଚ-ର୍ଯ୍ୟ ଲାଗୁଛି ସେତିକି ମଧ୍ୟ ମଜା ଲାଗୁଛି । ସେହି ଝିଅ ମାନେ କୌଣସି କ୍ଲ-ବ୍ କିମ୍ବା ବା- ର୍ ରେ ଏଭଳି ଡ୍ୟା-ନ୍ସ କରୁନଥିଲେ, ବରଂ ରହୁଥିବା ହଷ୍ଟେଲରେ ଏପରି ଡ୍ୟା- ନ୍ସ କରୁଥିଲେ।
ତେବେ ବନ୍ଧୁଗଣ ଯଦି ଆମର ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ନେଇ ଆସିବୁ । ଧନ୍ୟବାଦ ।