କଲିକତା ଷ୍ଟେଜ ଉପରେ ରଚନା ଗାଇଲେ ଓଡ଼ିଆ ଗୀତ । ଓଡିଶା ଛାଡିବା ପରେ କେମିତି ରଚନା ଗାଇଲେ ଓଡ଼ିଆ ଗୀତ….

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ରଚନା ବାନାର୍ଜୀ ଷ୍ଟେଜ ଉପରେ ଗାଇଲେ ଓଡ଼ିଆ ଗୀତ ଏବଂ ସେଠାରେ ଥିବା ଦର୍ଶକ ମାନେ କରିଲେ ପ୍ର-ଶଂ-ସା । ତେବେ କଣ ରହିଛି ଘଟଣା ଆସନ୍ତୁ ଜାଣିବା ।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ସାଧାରଣତଃ ଛୋଟ ଠାରୁ ଆରମ୍ଭ କରି ବଡ଼ ମାନଙ୍କ ପର୍ଯ୍ୟନ୍ତ ମନୋରଞ୍ଜନ କାର୍ଯ୍ୟକ୍ରମ ଦେଖିବା ପାଇଁ ସମସ୍ତଙ୍କ ମନ ରେ ଭରି ରହିଥାଏ ଇଚ୍ଛା ।ଏମିତିକି ମନୋରଞ୍ଜନ କାର୍ଯ୍ୟକ୍ରମ ର ନାମ ଶୁଣିଲେ ସମସ୍ତଙ୍କ ମନରେ ଖୁସି ର ଲହରୀ ଖେଳି ଯାଇଥାଏ। ସେହିପରି ଟିଭି ର ନାମ ଶୁଣିବା ମାତ୍ରେ କିଏ ନିଜ ପସନ୍ଦର କୌଣସି ଧାରାବାହିକ କଥା ଭାବେ ତ ଆଉ କିଏ ସିନେମା କଥା ତେବେ କିଏ ଯାତ୍ରା କଥା ଭାବିଥାଏ। ତେବେ ଆମର ମନୋରଞ୍ଜନ କରୁଥିବା ବିଭିନ୍ନ କଳାକାର ମାନେ ନିଜର ଅଭିନୟ ଦ୍ଵାରା ଦର୍ଶକ ମାନଙ୍କୁ ବାନ୍ଧି ରଖିଥାନ୍ତି ।

 

 ସେହି କଳାକାର ମାନେ ମଧ୍ୟ କଠିନ ରୁ କଠିନ ପରିଶ୍ରମ କରି ସଫଳତା ର ଶୀର୍ଷ ରେ ପହଞ୍ଚିବା ସହ ନିଜର ଅଧିକ ରୁ ଅଧିକ ପ୍ରଶଂସକ କରିଥାନ୍ତି ଏବଂ ଯାହା ଫଳରେ ମଧ୍ୟ ସେମାନେ ଘରେ ଘରେ ପରିଚିତ ହୋଇ ପାରିଥାନ୍ତି । ଓଲିଉଡ ସିନେମା ଜଗତ ରେ ଆଗରୁ ମଧ୍ୟ ଅନେକ ଭଲ ଭଲ ଅଭିନେତ୍ରୀ ଥିଲେ । ଓଲିଉଡ ସିନେମା ଜଗତରେ ଅନେକ ବଙ୍ଗୀୟ ନାୟିକା ମାନେ ମଧ୍ୟ ଅନେକ ଓଡ଼ିଆ ସିନେମା କରି ଓଲିଓଡ ଇଣ୍ଡଷ୍ଟ୍ରି କୁ ଅନେକ ଗୁଡ଼ିଏ ଭଲ ଭଲ ସିନେମା ଭେଟି ଦେଇଛନ୍ତି । ତେବେ ସେମାନଙ୍କ ମଧ୍ୟରୁ  ରଚନା ବାନାର୍ଜୀ ଙ୍କୁ ତ ଆପଣ ମାନେ ବେଶ୍ ଭାବରେ ଜାଣିଥିବେ ।

 

 

ରଚନା ବାନାର୍ଜୀ ସେତେବେଳ ସମୟ ରେ ଓଲିଉଡ ରେ ଅନେକ ଗୁଡ଼ିଏ ସୁପର ହିଟ୍ ଫିଲ୍ମ କରିଥିଲେ । ଏମିତିକି ସେ ମିହିର ଦାସ ଓ ସିଦ୍ଧାନ୍ତ ମହାପାତ୍ର ଙ୍କ ଭଳି ଅଭିନେତା ଙ୍କ ସହିତ ମଧ୍ୟ ଅନେକ ଚଳଚ୍ଚିତ୍ର କରିଛନ୍ତି । ସେ ସମୟ ରେ ସିଦ୍ଧାନ୍ତ ମହାପାତ୍ର ଓ ରଚନା ଉଭୟ ଅନେକ ସିନେମା ରେ ଏକାଠି ନଜର ଆସିଛନ୍ତି । ଏମିତିକି ଦର୍ଶକ ମାନେ ମଧ୍ୟ ତାଙ୍କ ଯୋଡ଼ି କୁ ବେଶ୍ ପସନ୍ଦ କରୁଥିଲେ ।ଲକ୍ଷ୍ମଣ ରେଖା , ରାକ୍ଷୀ ଭିଜିଗଲା ଆଖି ଲୁହ ରେ , କଳକୀ ଅବତାର ,ରକ୍ତ ସିନ୍ଦୁର , ସନ୍ତାନ , ଲକ୍ଷ୍ମୀ ପ୍ରତିମା , ଗଙ୍ଗା ଯମୁନା , ଧରମ ସହିଲେ ହେଲା ,  ସୁନା ହରିଣୀ ଆଦି ସିନେମା ଗୁଡ଼ିକ ରେ ଉଭୟ ସିଦ୍ଧାନ୍ତ ମହାପାତ୍ର ଓ ରଚନା ଏକାଠି କାମ କରିଛନ୍ତି ।

 

 

 

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ରେ ସୋସିଆଲ ମି-ଡ଼ି-ଆ ରେ ଭା-ଇ-ରା-ଲ ହେଉଥିବା ଏକ ଭି-ଡି-ଓ ରେ ଏହା ଦେଖିବାକୁ ମିଳିଛି ଯେ ,”ଏକ ଷ୍ଟେ-ଜ ରେ ଗୀତ ଗାଉଛନ୍ତି ରଚନା ବାନାର୍ଜୀ ।ତେବେ ସେହି ଷ୍ଟେ-ଜ ରେ ଗୀତ ଗାଈ ସରିବା ପରେ ଦର୍ଶକ ମାନଙ୍କ ଖୁସି ପାଇଁ ଓଡ଼ିଆ ରେ କଥା କହିଥିଲେ। ତେବେ ସେ ଏତେ ଦିନ ଠୁ ଓଲିଉଡ ଦୁନିଆ ରୁ ଦୂରେଇ ରହିବା ସତ୍ତ୍ବେ  ମଧ୍ୟ ଓଡ଼ିଆ କୁ ଭୁଲି ନ ଥିଲେ। ତେବେ ସେହି ସ୍ଥାନ ରେ ଦର୍ଶକ ମାନଙ୍କ ଅନୁରୋଧ କ୍ରମେ ସେ ଓଡ଼ିଆ ଗୀତ ମଧ୍ୟ ଗାଇ ଥିଲେ । ତେବେ ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ରେ ଏହି ଭିଡିଓ ସୋ-ସି-ଆ-ଲ ମି-ଡ଼ି-ଆ ରେ ନି- ଆଁ ଭଳି ଭା-ଇ-ରା-ଲ ହେବାରେ ଲାଗିଛି ଏବଂ ସେଥିରେ ରଚନା ଙ୍କ ଅନେକ ପ୍ରସସଙ୍କ ମାନେ  ସୁନ୍ଦର  ଭାବରେ ନିଜର ପ୍ରତିକ୍ରିୟା ରଖିଛନ୍ତି ।

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

 

Leave a Reply

Your email address will not be published. Required fields are marked *