ସୌମ୍ୟଙ୍କ ଆସିଲା ତଦନ୍ତ ରିପୋର୍ଟ । ବିଦ୍ୟାଭାରତୀ,DFO ଓ ରୋଷେୟା ଙ୍କୁ…. ଏହି ଦଣ୍ଡ…

 

ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ , ସୌମ୍ୟ ଙ୍କ ମୃ-ତ୍ୟୁ ଘଟଣା ପଛରେ କାହାର ହାତ ଅଛି ଆଉ କାହାର ନାହିଁ ।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

ବନ୍ଧୁଗଣ ତଦନ୍ତ ରୁ ଏହା ଜଣା ଯାଇଛି କି ବିଦ୍ୟା ଭାରତୀ ଙ୍କ ର ସୌମ୍ୟ ସହ ବୈବାହିକ ସମ୍ବନ୍ଧ ଏତେ ଭଲ ନଥିଲା । ବିଦ୍ୟା ଙ୍କ ର କେତେକ ବୟାନ ପଲି ଗ୍ରାଫିକ୍ସ ପ୍ଲେଟ ରେ ଭୁଲ ବୋଲି ମଧ୍ୟ ଆସିଥିଲା । ସୌମ୍ୟ ଙ୍କ ମୃ- ତ୍ୟୁ ଘଟଣା କୁ କ୍ରା-ଇ-ମ୍ ବ୍ରାଞ୍ଚ ତଦନ୍ତ କରୁ ଥିଲା । ଏଥି ମଧ୍ୟରେ କ୍ରାଇମ୍ ବ୍ରାଞ୍ଚ ର ତଦନ୍ତ କାରି ଦଳ ଏହି କେସ କୁ ଶେଷ ରେ ପହଞ୍ଚାଇଁ ପାରିଛନ୍ତି ।

ଗଜପତି ଜିଲ୍ଲା ଆରକ୍ଷୀ ମାନଙ୍କ ଦ୍ଵାରା ସ୍ପଷ୍ଟ ରୁ ମିଳି ଥିବା ତଥ୍ୟ , ପୋଷ୍ଟ -ମଟମ୍ ରିପୋର୍ଟ ସମସ୍ତ ରିପୋର୍ଟ ଏବେ କ୍ରାଇମ୍ ବ୍ରାଞ୍ଚ ଟିମ୍ ହାତ ରେ ରହିଛି । ଏତଦ୍ ଦ୍ଵାରା ଯେଉଁ ୩ ଜଣ ମୁଖ୍ୟ ଥିଲେ ଏହି ଘଟଣା ରେ, ଯେ କି ସଂଗ୍ରାମ କେଶରୀ ବେହେରା , ମନ୍ମଥ ଏବଂ ବିଦ୍ୟା ଭାରତୀ । ଏହି ତିନି ଜଣ ଙ୍କ ର ପଲି ଗ୍ରାଫିକ୍ସ ଟେଷ୍ଟ କରା ଯାଇଥିଲା ସେହି ରିପୋର୍ଟ ଏବଂ ଏହା ସହିତ ସୌମ୍ୟ ଓ ବିଦ୍ୟା ଭାରତୀ ଙ୍କ ଡାଇରୀ ର ହାତ ଲେଖା ବିଶେଷଜ୍ଞ ନିକଟ କୁ ପଠା ଯାଇଥିଲା ଏବେ ତାର , ରିପୋର୍ଟ ମଧ୍ୟ ଆସି ସାରିଛି ।

ସୌମ୍ୟ ଙ୍କ ଡାଇରୀ କୁ ମଧ୍ୟ ଏକ ମନସ୍ତତ୍ତ୍ୱ ବିତ୍ ଙ୍କ ନିକଟ କୁ ପଠା ଯାଇଥିଲା ।ସାକ୍ଷୀ ଗୁଡ଼ିକ ର ଏକତ୍ରିକରଣ , ଗବେଷକ ମାନଙ୍କ ତଥ୍ୟ ଗୁଡ଼ିକ ରୁ ଏହା ସ୍ପଷ୍ଟ କର ଯାଇଛି ଯେ ସୌମ୍ୟ ଙ୍କ ଏହି ଘଟଣା ଟି ତାଙ୍କର ବାସ ଭବନ ରେ ହିଁ ଘଟିଛି ।

ଟେଲିଫୋନ ରେକର୍ଡ ,ସୌମ୍ୟ ଙ୍କ ଡାଇରୀ ଏବଂ ଡିଏଫୋ ଙ୍କ ପଲି ଗ୍ରାଫିକ୍ସ ଟେଷ୍ଟ ର ରିପୋର୍ଟ ଏହି ସବୁ କୁ ଅନୁଧ୍ୟାନ କରିବା ପରେ ଦିଏଫୋ ଙ୍କ ସହ ବିଦ୍ୟା ଭାରତୀ ଙ୍କ ସମ୍ପର୍କ ର କୌଣସି ପ୍ରମାଣ ମିଳି ନାହିଁ । ଏହା ସହିତ ସୌମ୍ୟ ଙ୍କ ପୋଡ଼ି ହେବା ଘଟଣା ରେ ତାଙ୍କର କୌଣସି ରୋଲ୍ ଥିବାର କୌଣସି ବି ପ୍ରମାଣ ମିଳି ନାହିଁ ।

ସାକ୍ଷୀ ମାନଙ୍କ ର ବୟାନ , ପଲି ଗ୍ରାଫିକ୍ସ ଟେଷ୍ଟ ରୁ ମନ୍ମଥ ଙ୍କ ର ଏହି ଘଟଣା ରେ କୌଣସି ହାତ ଅଛି ବୋଲି ମଧ୍ୟ କୌଣସି ପ୍ରମାଣ ମିଳି ନାହିଁ ।

ମିଳିଥିବା ପ୍ରମାଣ କୁ ଆଧାର କରି ଏହି ଘଟଣା ରେ ହତ୍ୟା ଉପରେ ସେମିତି କୌଣସି ପ୍ରମାଣ ମିଳି ନାହିଁ ଏବଂ ଏଥି ସହିତ ଏହି ଘଟଣା ରେ ଆତ୍ମ ହତ୍ୟା ପରି କୌଣସି ପ୍ରମାଣ ମିଳି ନାହିଁ । ମିଳିଥିବା ପ୍ରମାଣ ଅନୁଯାୟୀ ଏହି ଘଟଣା କୁ ଏକ ଦୁ-ର୍ଘ-ଟଣା ଜନିତ ମୃତ୍ୟୁ ଭାବରେ ଗ୍ରହଣ କରା ଯାଇ ପାରିବ ।

ତଦନ୍ତ ଅନୁସାରେ ବିଦ୍ୟା ଭାରତୀ ଙ୍କ ସୌମ୍ୟ ସହିତ ବୈବାହିକ ସମ୍ପର୍କ ଏତେ ଖାସ ନଥିଲା । ସେ ସୌମ୍ୟ ଙ୍କ ନିଆଁ ଲିଭାଇବା ପାଇଁ ଯଥା ପୂର୍ବକ ଚେଷ୍ଟା କରି ନଥିଲେ ।ବିଦ୍ୟା ଭାରତୀ ମଧ୍ୟ ସାହାଯ୍ୟ ପାଇଁ ସଙ୍ଗେ ସଙ୍ଗେ ଅନ୍ୟ ମାନଙ୍କୁ ଡାକି ନଥିଲେ । ଏହି ସବୁ ଆଧାର କରି ବିଦ୍ୟା ଙ୍କ ଉପରେ ଆଇନ ର ୨୮୫ ଏବଂ ୩୦୪ ଏ ଦଫା ଚାର୍ଜ ହୋଇଛି । ଏହିପରି ଭାବରେ ଶେଷ ହୋଇଛି ଏହି ଘଟଣା ।

ତେବେ ବନ୍ଧୁଗଣ ଯଦି ଆମର ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ନେଇ ଆସିବୁ । ଧନ୍ୟବାଦ ।

Leave a Reply

Your email address will not be published. Required fields are marked *