ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ, ସରକାର ଙ୍କ ତରଫ ରୁ ଘୋଷଣା ହୋଇଥିବା ଯୋଜନା “ରକ୍ଷକ ” ରେ କେଉଁ ମାନେ ଏବଂ କିପରି ପାଇବେ 2000 ଟଙ୍କା। ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।
ବନ୍ଧୁଗଣ ଜୀବନ ର ପ୍ରତି ଟି ମୁହୂର୍ତ୍ତ ହେଉଛି ବହୁତ୍ ମହତ୍ତ୍ବପୂର୍ଣ୍ଣ କାହିଁକି ନା ମଣିଷ ଜୀବନ ଉପରେ ବିଶ୍ୱାସ ନାହିଁ କାହିଁକି ନା ଜୀବନ ର ପ୍ରତି ଟି ମୁହୂର୍ତ୍ତ ରେ କେବେ କେତେବେଳେ କେଉଁ ଦୁ-ର୍ଘ-ଟ-ଣା ଆସିଯିବ ତାହା କାହାକୁ ମଧ୍ୟ ଜଣା ନାହିଁ । ଜୀବନ ରେ କେବେ କୌଣସି ପ୍ରକାରର ଦୁ-ର୍ଘ-ଟ-ଣା ଆସିବ ବୋଲି କେହି ଆଶା କରି ନଥାନ୍ତି ।ସେଥିପାଇଁ ଏହା ମଧ୍ୟ ଆପଣ ମାନେ ଶୁଣିଥିବେ ଯେ ମୃ-ତ୍ୟୁ କେବେ କାହାକୁ ପଚାରି ଆସେ ନାହିଁ । ଯଦି ବି-ପ-ଦ ଆସିବାର ଥାଏ ତାହା ଘରେ ବସି ରହିଲେ ମଧ୍ୟ କୌଣସି ମତେ ଆସି ଯାଇଥାଏ ।
ସେଥିପାଇଁ ଜୀବନ ରେ ସମସ୍ତ କାର୍ଯ୍ୟ କରିବା ସମୟ ରେ ସ-ତ-ର୍କ-ତା ଅବଲମ୍ବନ କରିବା ଉଚିତ୍ । କାହିଁକି ନା ଜୀବନ ର ପାଦେ ପାଦେ ବି-ପ-ଦ ର ସମ୍ଭାବନା ରହିଥାଏ। ଆଜିକାଲି ତ ଯାନବାହାନ ଜନିତ ଦୁ-ର୍ଘ-ଟ-ଣା ର ମାତ୍ରା ଅଧିକ ହୋଇଗଲାଣି ଏବଂ ସେହି ଦୁ-ର୍ଘ-ଟ-ଣା ପରେ କିଛି ଜଣଙ୍କର ବଞ୍ଚିବାର ବହୁତ୍ ବେଶୀ ଚା-ନ୍ସ ରହିଥାଏ ଆଉ କିଛି ଲୋକ ନଙ୍କ ର ମେଡିକାଲ କୁ ଯିବା ବାଟ ରେ କିମ୍ବା ମେଡିକାଲ ରେ ମୃ-ତ୍ୟୁ ହୋଇ ଯାଇଥାଏ। ଆଉ ଯଦି ଯଦି ଠିକ୍ ସମୟରେ ଡାକ୍ତର ଙ୍କୁ ଦେଖା ହେଉଛି ତାହେଲେ ଉତ୍ତମ ଚିକିତ୍ସା ପାଇ ଲୋକ ଟିର ବଞ୍ଚି ଯିବାର ଖୁବ୍ ଅଧିକ ସମ୍ଭାବନା ରହିଛି ।
କିନ୍ତୁ ଆଜିକାଲି ସମାଜ ର ଲୋକ ମାନେ ଏମିତି ହୋଇଗଲେଣି ଯେ ସେମାନେ କେବଳ ନିଜର ଖୁସି କୁ ହିଁ ଦେଖିଥାନ୍ତି । ଯଦି ଅନ୍ୟ ପାଇଁ କେବେ କିଛି ଉତ୍ତମ ପ୍ର-ଦ-କ୍ଷେ-ପ ନିଅନ୍ତେ ତାହେଲେ କେତେ ଲୋକ ଙ୍କ ଜୀବନ ବଞ୍ଚି ପାରନ୍ତା । ଏହା ସହିତ ମଧ୍ୟ ଆଉ କିଛି ଲୋକ ଅଛନ୍ତି ଯେଉଁମାନେ କି ପୋ-ଲି-ସ କେସ ହୋଇଯିବା ଭ-ୟ ରେ ଦୁ-ର୍ଘ-ଟ-ଣା ଗ୍ରସ୍ତ ଅବସ୍ଥା ରେ ଥିବା ଲୋକ ମାନଙ୍କ ଡା-କ୍ତ-ର ଖାନା ନିଅନ୍ତି ନାହିଁ ।
ତେବେ ଏହି ସବୁ କୁ ଲକ୍ଷ୍ୟ କରି ସରକାର ଏକ ଯୋଜନା ନେଇ ଆସିଛନ୍ତି । ସେହି ଯୋଜନା ଟି ହେଉଛି ,”ଦୁ-ର୍ଘ-ଟ-ଣା ଗ୍ରସ୍ତ ଲୋକ ଙ୍କୁ ଯଦି କୌଣସି ଲୋକ ଡାକ୍ତରଖାନା ନେଇକି ଯାଏ ତାହେଲେ ମାନ୍ୟବର ମୁଖ୍ୟ ମନ୍ତ୍ରୀ ଙ୍କ ତରଫ ରୁ ତାଙ୍କୁ ୨୦୦୦ ଟଙ୍କା ପୁରସ୍କାର ଦିଆଯିବ । ଏହା ସହିତ ମଧ୍ୟ ବର୍ତ୍ତମାନ ସରକାରି ଆ-ମ୍ବୁ-ଲା-ନ୍ସ କର୍ମଚାରୀ ଙ୍କୁ ଉପଯୁକ୍ତ ଶିକ୍ଷା ଦିଆ ଯିବ କାହିଁକି ନା ଏହା ଦ୍ଵାରା କର୍ମଚାରୀ ମାନେ ସଠିକ୍ କାର୍ଯ୍ୟ କରିବା ସହିତ ଲୋକେ ଉପଯୁକ୍ତ ପ୍ରାଥମିକ ଚି-କି-ତ୍ସା ପାଇଁ ପାରିବେ । ଯାହା ଫଳରେ ବିନା କୌଣସି ଅ-ସୁ-ବି-ଧା ରେ ଲୋକ ଟି ଯାଇ ମେ-ଡି-କା-ଲ ରେ ଯଥା ଶୀଘ୍ର ପହଞ୍ଚି ପାରିବ । ତେବେ ଲୋକ ମାନେ ଭ-ୟ ନ କରି ଉପଯୁକ୍ତ ଭାବେ ପ୍ର-ଦ-କ୍ଷେ-ପ ନିଅନ୍ତୁ ବୋଲି ସରକାର ଏପରି ଯୋଜନା କରିଛନ୍ତି।