ଲଘୁଚାପ ନେଲା ଅବପାତ ର ରୂପ ! କାଲି ଠାରୁ ପଡିବ ପ୍ରଭାବ। ଓଡିଶା ର କେଉଁ ଜିଲ୍ଲା ରେ କଣ ରହିବ ପ୍ରଭାବ ଜାଣି ରଖନ୍ତୁ….

 

ଦର୍ଶକ ବନ୍ଧୁ ବର୍ତ୍ତମାନ ସାରା ରାଜ୍ୟ ରେ ଲାଗି ରହିଛି କୋହଲା ପାଗ । ଅବପାତ ର ରୂପ ନେଇଛି ଲଘୁଚାପ । ତେବେ ରାଜ୍ୟ ରେ ଅନେକ ସ୍ଥାନ ରେ ଲାଭ ମେଘୁଆ ରହିଥିବା ବେଳେ ଆଉ କେତେକ ଅଞ୍ଚଳ ରେ ହାଲୁକା ରୁ ମାଧ୍ୟମ ଧରଣ ର ବର୍ଷା ହେଉଛି । ତେବେ ଆଣ୍ଡାମାନ ରେ ସୃଷ୍ଟି ହୋଇଥିବା ଲଘୁଚାପ ଟି ଆଜି ଅବପାତ ରେ ପରିଣତ ହେବ ।

ତେବେ ଏହା ଦକ୍ଷିଣ ଆନ୍ଧ୍ର ପ୍ରଦେଶ ଏବଂ ଉତ୍ତର ତାମିଲନାଡୁ ଦେଇ ସ୍ଥଳଭାଗ ଆସନ୍ତା ୧୮ ତାରିଖ ବେଳକୁ କୁ ଅତିକ୍ରମ କରିବା ନେଇ ସମ୍ଭାବନା ରହିଛି । ତେବେ ଏହାର ପ୍ରଭାବ କଣ ଓଡିଶା ଉପରେ ପଡିବ ଆସନ୍ତୁ ଜାଣିବା । ତେବେ ବର୍ତ୍ତମାନ ସମୟ ରେ ପାଣିପାଗ ବିଭାଗ ମଧ୍ୟ ଏହା ପୂର୍ବାନୁମାନ କରି କହିଛି  । ତେବେ ଦକ୍ଷିଣ ଓଡ଼ିଶା ର କେତେକ ଜିଲ୍ଲା ଗୁଡ଼ିକ ପାଇଁ ଯେଉଁ ୟୋଲୋ ୱା- ର୍ଣିଂ ଜାରି କରା ଯାଇଥିଲା ତାହାକୁ ଏବେ ପ୍ରତ୍ୟାହାର କରି ଦିଆଯାଇଛି ।

ବିଶେଷ କରି ପବନ ର ବେଗ ୫୦ ରୁ ୬୦ କିମି ରହିବ ବୋଲି  ପାଣିପାଗ ବିଭାଗ ଏହା ସୂଚନା ଦେଇଛି । ସେଥିପାଇଁ ଆସନ୍ତା ୧୮ ତାରିଖ ପର୍ଯ୍ୟନ୍ତ ମ- ତ୍ସ୍ୟ ଯିବି ମାନଙ୍କୁ ସମୁଦ୍ର ନିକଟକୁ ଯିବା ପାଇଁ ବା-ର-ଣ କରାଯାଇଛି । ଅନ୍ୟ ପଟ ରେ ରାଜ୍ୟ ରେ ରାତ୍ରି ତାପମାତ୍ରା ବୃଦ୍ଧି ପାଇଛି । ତେବେ ଆସନ୍ତା ୧୮ ତାରିଖ ପର୍ଯ୍ୟନ୍ତ ଶୀତ ପଡ଼ିବ ନାହିଁ ବୋଲି ସୂଚନା ରହିଛି । ତେବେ ଦକ୍ଷିଣ ଓଡ଼ିଶା ର କୋରାପୁଟ , କନ୍ଧମାଳ , ରାୟଗଡ଼ା  ଆଦି ଜିଲ୍ଲା ମାନଙ୍କ ରେ ଆସନ୍ତା ୨୪ ଘଣ୍ଟା ରେ ହାଲୁକା ପରିମାଣ ରେ ବର୍ଷା ହେବାର ସମ୍ଭାବନା ରହିଛି । ଓଡିଶା ର ଉପକୂଳ ବର୍ତ୍ତି ଜିଲ୍ଲାରେ ବର୍ଷା ଜୋର ସମ୍ଭାବନା ରହିଛି।

ତେବେ ପୂର୍ବ ୨୪ ଘଣ୍ଟା ମଧ୍ୟରେ ଦକ୍ଷିଣ ଓଡ଼ିଶା ର କେତେକାଂଶ ଅଞ୍ଚଳ ରେ ବର୍ଷା ହୋଇଛି । ତେବେ କିଛି କିଛି ସ୍ଥାନ ମାନଙ୍କ ରେ ପ୍ର-ବ-ଳ ମାତ୍ରା ରେ ବର୍ଷା ହୋଇଛି । ଗଞ୍ଜାମ ଜିଲ୍ଲାର ଭଞ୍ଜ ନଗର ରେ ସର୍ବାଧିକ 142 ମିମି , ଅନୁଗୁଳ ରେ 83.4 ମୀମି , ନୟାଗଡ଼ ଜିଲ୍ଲାର ରାନପୂର୍ ରେ 68 ମିମୀ ବର୍ଷା ରେ-କ-ର୍ଡ କରାଯାଇଛି।

ତେବେ ପୂର୍ବ ୨୪ ଘଣ୍ଟା ମଧ୍ୟରେ ଦକ୍ଷିଣ ଓଡ଼ିଶା ର କେତେକାଂଶ ଅଞ୍ଚଳ ରେ ବର୍ଷା ହୋଇଛି । ତେବେ କିଛି କିଛି ସ୍ଥାନ ମାନଙ୍କ ରେ ପ୍ର-ବ-ଳ ମାତ୍ରା ରେ ବର୍ଷା ହୋଇଛି । ଗଞ୍ଜାମ ଜିଲ୍ଲାର ଭଞ୍ଜ ନଗର ରେ ସର୍ବାଧିକ 142 ମିମି , ଅନୁଗୁଳ ରେ 83.4 ମୀମି , ନୟାଗଡ଼ ଜିଲ୍ଲାର ରାନପୂର୍ ରେ 68 ମିମୀ ବର୍ଷା ରେ-କ-ର୍ଡ କରାଯାଇଛି। 

 

ତେବେ ବନ୍ଧୁଗଣ ଯଦି ଆମର ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ନେଇ ଆସିବୁ । ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *