ଏହି ଝିଅର ଗୀତ ଶୁଣି ଭୋ ଭୋ କାନ୍ଦି ପକେଇଲେ ନମିତା ଅଗ୍ରୱାଲ ସିଙ୍ଗିଙ୍ଗ ସୋ ରେ । ଆପଣ ବି ଶୁଣିଲେ କାନ୍ଦିବେ । Watch Song…

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ଗୀତ ଶୁଣି ଭୋ ଭୋ ହୋଇ କାହିଁକି କାନ୍ଦିଲେ ନମିତା ଅଗ୍ରୱାଲ । ଆସନ୍ତୁ ଦେଖିବା ଭିଡ଼ିଓ ଓ ଜାଣିବା କିଛି ।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

ଦର୍ଶକ ବନ୍ଧୁ ଓଡ଼ିଶା ର ପ୍ରାୟ ସମସ୍ତ ଲୋକ ମାନେ ତ ନମିତା ଅଗ୍ରୱାଲ ଙ୍କୁ ବେଶ୍ ଭଲ ଭାବରେ ଜାଣିଛନ୍ତି । ତେବେ ବର୍ତ୍ତମାନ ତାଙ୍କ ନାମ ରେ ଏକ ଶୋ ଚାଲୁଅଛି ଯାହାର ନାମ ହେଉଛି “ମୁଁ ବି ନମିତା ଅଗ୍ରୱାଲ ହେବି ” ଯାହାକି ସାର୍ଥକ ଚ୍ୟାନେଲ ରେ ପ୍ରସାରିତ ହେଉଛି ଏବଂ ଏହି ଶୋ ଟି ମଧ୍ୟ ବହୁତ୍ କମ୍ ଦିନ ମଧ୍ୟରେ ଘରେ ଘରେ ପରିଚିତ ହୋଇ ପାରିଛି । ତେବେ ଦର୍ଶକ ବନ୍ଧୁ ଏହି  ଶୋ ଟି ବହୁତ୍ ଲୋକ ପ୍ରିୟତା ମଧ୍ୟ ହାସଲ କରିବା ସହିତ ଏକ ପ୍ରକାରର ନୂଆ ଆକର୍ଷଣ ସୃଷ୍ଟି କରିଛି ।

ତେବେ ଏହି ଶୋ ରେ ପ୍ରଥମେ ହୋଇଥିଲା ଅଡିସନ୍ ଏବଂ ଏହା ପରେ ହୋଇଥିଲା ମେଗା ଅଡିସନ୍ ଓ ତା ପରେ ସୁପର୍ ମେଗା ଆଡିସନ୍ ଏବଂ ଏହା ପରେ ଆରମ୍ଭ ହୋଇ ଯାଇଥିଲା ଷ୍ଟୁଡିଓ ରାଉଣ୍ଡ ଯେଉଁଥିରେ  24 ଜଣ ପ୍ରତିଯୋଗୀ ଙ୍କୁ ନେଇ ଏହି ରାଉଣ୍ଡ ଆରମ୍ଭ ହେଇଥିଲା , ଆଉ ବର୍ତ୍ତମାନ ସେମାନଙ୍କ ଭିତରେ ଚାଲିଛି ପ୍ରତିଯୋଗିତା ।

ତେବେ ସେହି ଶୋ ରେ ନିଜେ ନମିତା ଅଗ୍ରୱାଲ ମଧ୍ୟ ଉପସ୍ଥିତ ରହୁଛନ୍ତି ଯାହା ଦ୍ଵାରା କି ସେ ପିଲା ମାନଙ୍କ ଆଗ୍ରହ ବଢ଼ାଇବା ସହ ସେମାନଙ୍କୁ ସାହସ ମଧ୍ୟ ଦେଇ ପାରୁଛନ୍ତି। ତେବେ ଅନେକ ଦୂର ରୁ ଅନେକ ପିଲା ଆସି ନିଜର ସଙ୍ଗୀତ ପ୍ରତି ଥିବା ଭକ୍ତି ଓ ଭଲ ପାଇବା କୁ ଏହି ଶୋ ରେ ଦେଖାଉଛନ୍ତି ।ଏହି ଶୋ ନମିତା ଅଗ୍ରୱାଲ ଙ୍କ ସହିତ ମଧ୍ୟ ବିଚାରକ ଭାବରେ ରହୁଛନ୍ତି ମନ୍ମଥ ମିଶ୍ର , ଗୀତା ଦାସ ଏବଂ ଶ୍ରୀକାନ୍ତ ଗୌତମ ।

ଦୂର ଦୁରାନ୍ତ ରୁ ପିଲା ମାନେ ଆସି ଏହି ଶୋ ମାଧ୍ୟମ ରେ ନିଜ ଭିତରେ ଥିବା ପ୍ରତିଭା କୁ ସାରା ଓଡ଼ିଶା ସମ୍ମୁଖ ରେ ଦେଖାଇ ପାରୁଛନ୍ତି । ତେବେ ସେହି ଶୋ ରେ ଆସିଥିବା ଏକ ଝିଅ ନିଜର ମଧୁର କଣ୍ଠ ରେ ସାରା ଓଡ଼ିଶା ବାସୀ ମୁ- ଗ୍ଧ କରି ପାରିଛନ୍ତି । ସେ ନିଜର ସ୍ୱର ତଥା ନିଜର ମଧୁର ସଙ୍ଗୀତ ରେ ସେହି ଶୋ ରେ ଉପସ୍ଥିତ ଥିବା ବିଚାରପତୀ ମାନଙ୍କୁ ମଧ୍ୟ ଭାବବିହ୍ୱଳ କରାଇ ଦିଅନ୍ତି ।ଏମିତିକି ତାଙ୍କ ସଙ୍ଗୀତ ରେ ଥିବା ନିଷ୍ଠା ଓ ଦରଦ ରେ ନମିତା ଅଗ୍ରୱାଲ ଙ୍କ ଆଖି ରୁ ମଧ୍ୟ ଲୁହ ଝରି ପଡିଥିଲା ।

ତେବେ ବନ୍ଧୁଗଣ ଯଦି ଆମର ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ନେଇ ଆସିବୁ । ଧନ୍ୟବାଦ ।

Leave a Reply

Your email address will not be published. Required fields are marked *