ଦର୍ଶକ ବନ୍ଧୁ ଅଭିନେତା ସୁଶାନ୍ତସିଂ ଙ୍କ ମୃ- ତ୍ୟୁ ର ଖବର ତ ଆପଣ ମାନେ ଆଗରୁ ନିଶ୍ଚିନ୍ତ ଭାବରେ ଜାଣିଥିବେ । ତେବେ ବର୍ତମାନ ସମୟ ରେ ଏହି ବଡ ଖବର ଟି ଆସୁଛି ଯେ ସୁଶାନ୍ତସିଂ ଙ୍କ ପରିବାର କୁ ଆସିଛି ଆଉ ଏକ ଦୁଃଖଦ ଖବର….
ତେବେ ସେହି ମୃ- ତ-କ ବ୍ୟକ୍ତି ଙ୍କ ଭିତରେ ଥିଲେ ସୁଶାନ୍ତସିଂ ରାଜପୁତଙ୍କ ଭିଣୋଇ ତଥା ହରିଆଣା କ୍ୟାଡରର ଆଇପିଏସ ଓମ୍ ପ୍ରକାଶ ସିଂଙ୍କ ପରିବାର ଲୋକ ହୋଇଥିବା ସୂଚନା ମିଳିଛି ।ସୂଚନା ରୁ ଏହା ଜଣା ପଡ଼ିଛି ଯେ ,ଓମପ୍ରକାଶ ସିଂ ନିଜ ଭଉଣୀ ର ଅନ୍ତିମ ସଂ-ସ୍କା-ର କରି ଏକ ସୁମୋ ଗାଡି ରେ ମୋଟ ୧୦ ଜଣ ଲୋକ ଫେରୁଥିଲେ ସେହି ସମୟ ରେ ଲଖିସରାଇ ଠାରେ ତାଙ୍କର ଗାଡ଼ି ର ଦୁ-ର୍ଘ-ଟ-ଣା ହୋଇଥିଲା ।
ତେବେ ସେହି ସ୍ଥାନ ରେ ହିଁ 6 ଜଣଙ୍କର ମୃ- ତ୍ୟୁ ହୋଇ ଯାଇଛି ଏବଂ ସେଥି ମଧ୍ୟରେ 5 ଜଣ ଲୋକ ହେଉଛନ୍ତି ସୁଶାନ୍ତସିଂ ଙ୍କ ସଂପର୍କୀୟ ଲୋକ ଏବଂ ସେମାନଙ୍କ ମଧ୍ୟରେ ଆଉ ଜଣେ ହେଉଛନ୍ତି ସେହି ଗାଡ଼ି ର ଡ୍ରାଇଭର। ସେହି ଗାଡ଼ି ରେ ରହିଥିବା ଅନ୍ୟ 4 ଜଣ ଲୋକ ଗୁରୁତର ହୋଇ ମେଡିକାଲ ରେ ଚି-କି-ତ୍ସି-ତ ହେଉଛନ୍ତି।
ତେବେ ସୂଚନା ରୁ ଏହା ଜଣା ପଡ଼ିଛି ଯେ , ସେମାନେ ଫେରୁଥିବା ବେଳେ ଲଖିସରାଇ ଜିଲ୍ଲାର ହଲସୀ ଥାନା ଅନ୍ତର୍ଗତ ଶେଖପୁରା ରୋଡର ପିପରା ଠାରେ ଏକ ଟ୍ରକ ସହ ଧ- କ୍କା ହୋଇଥିଲା । ତେବେ ସେହି ଦୁ-ର୍ଘ-ଟ-ଣା ରେ ମୃ- ତ୍ୟୁ ବରଣ କରିଥିବା ୫ ଜଣ ଲୋକ ହେଉଛନ୍ତି ସୁଶାନ୍ତ ସିଂ ଙ୍କ ସଂପର୍କୀୟ ଲୋକ ଆଉ ଅନ୍ୟ ଜଣେ ହେଉଛନ୍ତି ସେହି ଗାଡ଼ି ର ଡ୍ରାଇଭର।
ତେବେ ଦର୍ଶକ ବନ୍ଧୁ ଏହା କହି ରଖୁଛି କି ଗତ ବର୍ଷ ସନ୍ଦେହ ଜନକ ଭାବରେ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ର ମୃ- ତ୍ୟୁ ହୋଇଥିଲା । ସୁଶାନ୍ତ ଙ୍କ ମୃ- ତ ଦେହ ମୁମ୍ବାଇସ୍ଥିତ ବାସଭବନରୁ ଉ-ଦ୍ଧା-ର କରାଯାଇଥିଲା । ତାଙ୍କର ମୃ- ତ୍ୟୁ ପରେ ସାରା ଦେଶ ରେ ସରଗରମ ହୋଇଥିଲା ।