ଦିନକୁ ଏହି ମହାଦେବ ଙ୍କ ଲିଙ୍ଗ ର ରଙ୍ଗ ବଦଳୁଛି 3 ପ୍ରକାର । ଦର୍ଶନ କଲେ ମିଳୁଛି ସୁଭଫଳ । ନିଶ୍ଚୟ Video ରେ ଦର୍ଶନ କରନ୍ତୁ…

 

ଦର୍ଶକ ବନ୍ଧୁ ଆପଣ ମାନେ ତ ଏହା ଜାଣିଛନ୍ତି ଯେ ଦେବା ଦେବୀ ମାନଙ୍କ ମନ୍ଦିରରେ ଅନେକ ର-ହ-ସ୍ୟ-ମ-ୟ ତଥା ଅ-ଲୌ-କି-କ କାହାଣୀ ରହିଥାଏ।ତେବେ ବର୍ତ୍ତମାନ ସମୟ ରେ ସାମ୍ନା ଆସିଛି ସେହିଭଳି ଏକ ର-ହ-ସ୍ୟ ମୟ ତଥା ଅ-ଲୌ-କି-କ କଥା ଯାହାକୁ ଜାଣିଲେ ମଧ୍ୟ ବିଶ୍ୱାସ କରି ହେଉନି ।ତେବେ ବନ୍ଧୁଗଣ ଆମେ ଆପଣ ମାନଙ୍କୁ ଜଣାଇବୁ ଯେ, ଯାହା ଜାଣିଲେ ଆପଣ ମାନେ ଆ-ଶ୍ଚ-ର୍ଯ୍ୟ ଚ-କି-ତ ହୋଇଯିବେ। ତେବେ ଅସାନ୍ତୁ ସମ୍ପୂର୍ଣ୍ଣ ବିଷୟରେ ଜାଣିବା । ଓ ଏହି ଔଲୋକୀକ ଭିଡ଼ିଓ ଶେଷରେ ଦେଖିବା ।

 

ତେବେ ଦର୍ଶକ ବନ୍ଧୁ ଘଟଣା ଟି ହେଉଛି ଏକ ଶିବ ମନ୍ଦିର ରେ ଲି- ଙ୍ଗ ର ରଙ୍ଗ ଦିନ କୁ ୩ ଥର ବଦଳୁଛି। ତେବେ ଦର୍ଶକ ବନ୍ଧୁ ଏହି ଦୃଶ୍ୟ ଟି ଦେଖିବାକୁ ମିଳିଛି ଅଚଳେଶ୍ବର ମନ୍ଦିର ରେ ଯାହାକି ରାଜସ୍ଥାନର ଧୋଲପୁରର ଚମ୍ବଲ ନଦୀ ନିକଟ ବିହୋର ନିକଟରେ ରହିଛି ।ତେବେ ସେହି ମନ୍ଦିର ଟି ସହର ଠାରୁ ପ୍ରାୟ ୩ କିମି ଦୂର ରେ ରହିଛି । ସୂଚନା ଅନୁସାରେ , ସେହି ମନ୍ଦିରରେ ପୂଜା କରୁଥିବା ଜଣେ ପୂଜାରୀ ଏହା କହିଛନ୍ତି ଯେ, ଶିବ ଲି- ଙ୍ଗ ସହିତ ତାଙ୍କ ଆଙ୍ଗୁଳି ମଧ୍ୟ ପୂଜା କରା ଯାଇଥାଏ।

 

ଏହା ପରେ ସେହି ପୂଜାରୀ ଜଣକ ଏହା କହିଛନ୍ତି ଯେ , ସେହି ଶିବ ମନ୍ଦିର ର ଲି- ଙ୍ଗ ଦିନକୁ ତିନି ଥର ରଙ୍ଗ ବଦଳି ଥାଏ । ତେବେ କହିଛନ୍ତି ଯେ ସକାଳ ସମୟରେ ସେହି ମନ୍ଦିର ର ଶିବ ଲି- ଙ୍ଗ ର ରଙ୍ଗ ଲାଲ ହୋଇଯାଏ , ଆଉ ଦିପ୍ରହର ସମୟରେ କେଶରୀଆ ରଙ୍ଗ ହୋଇଯାଇଥାଏ ଏବଂ ରାତ୍ରି ସମୟ ରେ ତାହା ଶ୍ୟାମଳରଙ୍ଗ ହୋଇଯାଇଥାଏ । ତେବେ ସେହି ମନ୍ଦିର ଟି ହେଉଛି ହଜାର ହଜାର ବର୍ଷ ର ଏକ ପ୍ରାଚୀନତମ ମନ୍ଦିର ।

 

ଏହା ମଧ୍ୟ କୁହାଯାଏ ଯେ , ସେହି ମନ୍ଦିର କୁ ଯାଇ ଯେଉଁ ଭକ୍ତ ମାନେ ନିଜର ମନ କଥା ଜଣାଇଥାନ୍ତି , ପ୍ରଭୁ ମହାଦେବ ତାଙ୍କର ସମସ୍ତ ମନସ୍କାମନା କୁ ପୂରଣ କରିଥାନ୍ତି । ଶିବ ଲି- ଙ୍ଗ ର ବିଶେଷତ୍ଵ ଏହା ଯେ ,ଏହା ମାଟି ର କେତେ ଗଭୀରତା ଯାଏଁ ରହିଛି ତାହା କାହାକୁ ବି ଜଣା ନାହିଁ ।ଏମିତିକି ପୂର୍ବରୁ ମଧ୍ୟ ଅନେକ ଗୁଡ଼ିଏ ଲୋକ ମାନେ ଏହି ଲି- ଙ୍ଗ ର ଉଚ୍ଚତା ଜାଣିବା ପାଇଁ ଚେଷ୍ଟା କରିଥିଲେ କିନ୍ତୁ ଏହି ରହସ୍ୟମୟ ଲି- ଙ୍ଗ ର ଉଚ୍ଚତା ଜାଣିବାରେ ସମସ୍ତେ ବିଫଳ ହୋଇଥିଲେ ।ତେବେ ସେହି ରହସ୍ୟମୟ ମନ୍ଦିର ର ଶିବ ଲି- ଙ୍ଗ କୁ ଦେଖିବା ପାଇଁ ସେଠାକୁ ଲକ୍ଷାଧିକ ଭକ୍ତ ଆସିଥାନ୍ତି । ତେବେ ବୈଜ୍ଞାନିକ ମାନେ ମଧ୍ୟ ସେହି ଶିବ ଲି- ଙ୍ଗ ର ର-ହ-ସ୍ୟ କୁ ଖୋଜିବାରେ ବିଫଳ ହୋଇଛନ୍ତି ।

ତେବେ ବନ୍ଧୁଗଣ ଯଦି ଆମର ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ନେଇ ଆସିବୁ । ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *