ଏକା ସମୟ ରେ ଦୁଇ ଭାଇ କୂଅ ରେ ପଡ଼ି ଆର ପାରି କୁ ଚାଲିଗଲେ । ଦେଖ ସେହି ସମୟର Live Video…

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ଏକା ସମୟ ରେ ଦୁଇ ଭାଇ କୂଅ ରେ ପଡ଼ି ଆର ପାରି କୁ ଚାଲିଗଲେ ।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

 ବର୍ତମାନ ର ସମୟ ଭାରି ଜଟିଳତର । ପ୍ରତି ଟି ମୁହୂର୍ତ୍ତ ରେ ଦୁର୍ଘଟଣା ଆଖି ଖୋଲି ଚାହିଁ ରହିଛି । ଜୀବନ ରେ ବହୁତ୍ କିଛି ଅ-ଭା-ବ-ନୀ-ୟ ଘଟଣା ଘଟିଥାଏ ଯାହା କୁ କେବେ ଭି କଳନା କରାଯାଇ ପାରି ନାହିଁ । ଏହି କିଛି ଘଟଣା ଜୀବନ ରେ ଘଟିବା କୁ ଯାଉଚି ତାହା କେବେ ଭି ଆଶା କରାଯାଇ ନ ଥାଏ । ସତ କହିବା ପାଇଁ ଗଲେ ବିପଦ ଯେତେବେଳେ ଆସିଥାଏ ତାହା ନ କହି ଆସିଥାଏ । ଘରେ ଲୁଚି ବସିଲେ ଭି ବି-ପ-ଦ ଯଦି ପଡ଼ିବାର ଥାଏ ତେବେ ତାହା କୌଣସି ମୋତେ ଆସି ଯାଇଥାଏ ଯେତେ ସତର୍କତା ଅବଲମ୍ବନ କରିଲେ ଭି । 

 

ତେଣୁ ଆମେ ସଦା ସର୍ବଦା ବିଶ୍ୱାସ କରିଥାଉ କି ଜୀବନ କେତେବେଳେ କଣ ବି-ପ-ଦ ପଡ଼ିବ ତାହା ଜଣା ନାହିଁ । ତେଣୁ ଯେତେ ସତର୍କତା ଅବଲମ୍ବନ କରି ଯେ କୌଣସି କାର୍ଯ୍ୟ କରିବା ଉଚିତ୍ । ପ୍ରତି ଟି ପଦେ ପଦେ ବି-ପ-ଦ ରହିଛି , ଘଟଣା ଘଟୁଛି । ତେବେ ପ୍ରକୃତ ଘଟଣା ଟି ଜାଣିଲେ ଆପଣ ଆ-ଶ୍ଚ-ର୍ୟ୍ଯ ହୋଇ ଯିବେ ଏହି ଘଟଣା ଟି ଘଟିଛି ସମ୍ବଲପୁର ଜିଲ୍ଲା ର ଟାଉନ ଥା-ନା ଅନ୍ତର୍ଗତ ଲକ୍ଷ୍ମୀ ଟୋକେଜ୍ ଅଞ୍ଚଳ ରେ ଘଟିଛି ଏକ ଦୁଃ-ଖ-ଦ ଘଟଣା ଯାହା ଆପଣଙ୍କ ହୃଦୟ କୁ ଖୁବ୍ ସ୍ପର୍ଶ କରିବ ଖୁବ୍ ଦୁଃ-ଖ-ଦ ଦାୟକ ଘଟଣା ।

 

 ଏମିତି ଘଟଣା କେବେ ଘଟିବ ବୋଲି ଆପଣ ମାନେ କେବେ ବିଶ୍ୱାସ କରି ପାରି ପାରିବେ ନାହିଁ ତେବେ ଘଟଣା ଟି ଘଟିଛି ସେହି ଅଞ୍ଚଳ ର ଥିବା ସାହୁ କଲୋନୀ ର ଦୁଇ ପୁଅ  ସୁନିଲ୍ ତ୍ରିପାଠୀ ଓ ସୁଶିଲ ତ୍ରିପାଠୀ । ଉଭୟ ଙ୍କ ବୟସ ମାତ୍ର ୨୫ ବର୍ଷ ଓ ୩୦ ବର୍ଷ । ସତରେ ଭଗବାନ କଣ ଦୁଃଖୀ ଜୀବନ ରେ ସଦା ସର୍ବଦା ଦୁଃ-ଖ ଦେଇଥାନ୍ତି କି । ଏହି ଘଟଣା ଟି ଖୁବ୍ ବି-ଦା-ର ଦାୟକ ସତରେ । ତେବେ ଘଟଣା ଟି ହେଉଛି ଦୁଇ ଭାଇ କୂଅ ଚତୁର ପାର୍ଶ୍ଵ ରେ ଥିବା ଗୋଟିଏ ଚାନ୍ଦିନୀ ଉପରେ ବସି ଖୁବ୍ ହସି ଖେଳି କଥା ହେଉଥିଲେ ଆଉ ପାଖରେ ଛିଡା ହୋଇଥିଲେ ମାଆ। 

 

ଦୁଇ ଭାଇ କଣ ଜାଣିଥିଲେ କି ତାଙ୍କ ପଛରେ ମୃତ୍ୟୁ ଆସି ବସି ସାରିଲାଣି ବୋଲି । ହସି ଖେଳି କଥା ହଉଥିବା ସମୟରେ ଗୋଟିଏ ଭାଇ କୂଅ କୁ ଗଡି ଯିବା ସମୟ ରେ ଆଉ ଗୋଟିଏ ଭାଇ ଆସି ତାଙ୍କ ହାତ କୁ ଧରୁଥିବା ସମୟ ରେ ଅନ୍ୟ ଭାଇ ଟି ଭି ପଡ଼ି ଯାଇଥିଲେ । ହାତ ଧରା ଧରି ହୋଇ ଦୁଇ ଭାଇ ଆର ପୂର କୁ ଚାଲି ଗଲେ । ସତରେ ଏମିତି ଘଟଣା ତାଙ୍କ ପରିବାର କୁ ଆସିବ ବୋଲି କେହି ବିଶ୍ୱାସ ଭି କରି ନଥିଲେ । ଏହି ସବୁ ଘଟଣା ସି ସି ଟିଭି ରେ କଏଦ୍ ହୋଇଛି ।

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *