ସୌମ୍ୟଙ୍କ କେସରେ ଆସିଲା ରିପୋର୍ଟ । DFO ଓ ବିଦ୍ୟାଭାରତୀ, ରୋଷେୟା ଙ୍କୁ…

 

ଯଦି ଆପଣ ସୌମ୍ୟଙ୍କ  ନ୍ୟାୟ ଚାଂହୁ ଛନ୍ତି ପ୍ରଥମେ ଉପରେ ଥିବା FOLLOW ବଟନ ରେ କ୍ଲିକ କରନ୍ତୁ ।

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ, ସୌମ୍ୟ ଙ୍କ ଚାଲିଯିବା କୁ ନେଇ ସାମ୍ନା କୁ ଆସିଚି ବଡ଼ ଖବର ।ତେବେ ଆସନ୍ତୁ ଜାଣିବା କଣ ସେହି ଖବର ।

ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ପ୍ରାୟ ୨ ରୁ ୩ ମାସ ତଳେ ସୌମ୍ୟ ଙ୍କ ଖବର ସାରା ଖଇରା ଏବଂ ପାରଳାଖେମୁଣ୍ଡି କୁ ଦୋହଲାଇ ଦେଇଥିଲା। ପାରଳାଖେମୁଣ୍ଡି ର ACF ସୌମ୍ୟରଂଜନ ଙ୍କ ଚାଲିଯିବା ଘଟଣା ଟି ପୁରା ଓଡିଶା ପାଈ ଏବେ ଏକ ବଡ ଖବର ହୋଇଯାଇଛି।  ଆମେ ସମସ୍ତେ ଜାଣିଚେ କି ସୌମ୍ୟ ଏବଂ ବିଦ୍ୟାଭାରତୀ ଙ୍କ ର ନୂତନ କରି ବିବାହ ହୋଇଥିଲା ଏବଂ ବିବାହର କିଛି ଦିନ ପରେ ହିଁ ନି-ଆଁରେ ପୋଡି ହୋଇ ସୌମ୍ୟ ଙ୍କ ର ପୋ-ର-ଲୋ-କ ହୋଇଯାଇଥିଲା । ନିଆଁ ରେ ସୌମ୍ୟ ଙ୍କର ଶରୀରର ପ୍ରାୟ  ୯୫ ପ୍ରତିଶତ ଅଂଶ ପୋ-ଡି ଯାଇଥିଲା ଆଉ ଏହି କାରଣ ରୁ ହିଁ ତାଙ୍କର ଏପରି ହୋଇଥିଲା କିନ୍ତୁ ଏହି ଖବର ଟି ଏବେ ର-ହ-ସ୍ୟ ଘେରରେ । 

 

ଆରକ୍ଷୀ ଅଧିକାରୀ ର ତ-ଦ-ନ୍ତ ପରେ ଘଟଣା ର କିଛି ତଥ୍ୟ  ସାମ୍ନା କୁ ଆସି ଛି । ପ୍ରଥମେ ସ-ନ୍ଦେ-ହ ଭେର ରେ  ପତ୍ନୀ ବିଦ୍ୟାଭାରତୀ ଥିବା ବେଳେ ୨ ୟ ରେ DFO ସଂଗ୍ରାମ କେଶରୀ ବେହେରା ରହିଛନ୍ତି । ସୌମ୍ୟ ଙ୍କ ବାପା ମା ଏବଂ ପରିବାର ବର୍ଗ ଙ୍କ କହିବା ଅନୁସାରେ  ବିଦ୍ୟାଭାରତୀ ହିଁ ଯୋଜନାବଦ୍ଧ ଭାବେ ସୌମ୍ୟ ଙ୍କୁ ମା-ରି-ଛ-ନ୍ତି ଏବଂ ତାହା ପରେ ଏହି ଘଟଣା କୁ ଏକ ଅ-ଭା-ବ-ନୀ-ୟ ଘଟଣାର ରୂପ ଦେ ଇ ଛନ୍ତି । ତାହା ପରେ ବିଦ୍ୟାଭାରତୀ ଙ୍କ ର ସଂଗ୍ରାମ କେଶରୀ ବେହେରା ଙ୍କ ସହିତ ଖରାପ ସମ୍ପର୍କ ଥିବା କଥା ମଧ୍ୟ ସେମାନେ ଆରକ୍ଷ ଅଧିକାରୀ ଙ୍କ ନିକଟରେ ଅ-ଭି-ଯୋ-ଗ କରିଛନ୍ତି। 

           

ଏହା ପରେ ବିଦ୍ୟା ଭାରତୀ ସମେତ DFO ଙ୍କ ର ମଧ୍ୟ ଅନେକ ପରୀକ୍ଷା କର ଯାଇଥିଲା । ଯାହାର ରିପୋର୍ଟ ଏବେ ଆରଖ୍ୟା ଅଧିକାରୀ ପାଖରେ ପହଞ୍ଚିଛି। ଗଜପତି ଜିଲ୍ଲା ଆରକ୍ଷ ଅଧିକାରୀ ଙ୍କ ଦ୍ଵାରା ସ୍ପଟ୍ ରୁ ମିଳିଥିବା ଫରେନ୍ସି ଅନାଲେଶିସ ରିପୋର୍ଟ ଆସିଛି। ଏହା ସହିତ ପୋ-ଷ୍ଟ ମୋ-ଟ-ମ ରି-ପୋ-ର୍ଟ ମଧ୍ୟ ଆସିଛି। ବିଦ୍ୟା ଭାରତୀ ଓ ସୌମ୍ୟ କ ସମେତ DFO ଙ୍କ ଫୋନ ର ସି-ବି-ଆ-ର ଅନାଲେଶିଷ ରିପୋର୍ଟ ମଧ୍ୟ ଆସିଚି। ମାଜେଷ୍ଟ୍ରି ଏବଂ ଡାକ୍ତର ଦ୍ବାରା ଦାଇଁନ ଡିକ୍ଳରେସନ ମଧ୍ୟ ଜ-ବ-ତ କରାଯାଇଛି। 

 

ଏହା ବ୍ୟତୀତ ଦାଇଁନ ଡିକ୍ଳରେସନ ବେଳ ର ଭିଡିଓ ମଧ୍ୟ ଯବତ୍ କରାଯାଇଛି। ଏହି ଘଟଣା ରେ ମୁଖ୍ୟତଃ ସାମ୍ନା କୁ ଆସିଥିବା ସଂଗ୍ରାମ କେଶରୀ ବେହେରା ଓ ବିଦ୍ୟା ଭାରତୀ ପଣ୍ଡା ଏବଂ ମନ୍ମଥ କୁମ୍ଭ କ ପଲିଗ୍ରାଫ ରିପୋର୍ଟ ମଧ୍ୟ ସାମ୍ନା କୁ ଆସିଚି । ସୌମ୍ୟ ଙ୍କ ଡାଏରୀ ରୁ ସାଇକୋଲଜି ଆନାଲିଶିସ୍ ର ରି-ପୋ-ର୍ଟ ମଧ୍ୟ ପହଞ୍ଚିଛି । ପରିବାର ଲୋକେ କ ଅନୁରୋଧ କ୍ରମେ ଏହା କୁ ମା-ରି-ଥି-ବା ମାମଲା ହିସାବ ରେ ଆରକ୍ଷୀ ଅଧିକାରୀ ତ-ଦ-ନ୍ତ ଆରମ୍ଭ କରିଥିଲା ।ହେଲେ ସବୁ ସା-କ୍ଷୀ ପ୍ରମାଣ ରୁ ଏହା ଜଣା ପଢ଼ିଛି କି ଯେ ଏହା ଏକ ଅ-ଭା-ବ-ନୀ-ୟ ଘଟଣା ହୋଇପାରେ ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *