ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ମୟୂରଭଞ୍ଜ ଜିଲ୍ଲାର ଏହି ସ୍ଥାନରେ ଦେଖିବାକୁ ମିଳିଲା ଏପରି ଏକ ବିରଳ କଇଁଚ, ହୁଏତ ଆଗରୁ ଏପରି କଇଁଚ ଆପଣାମାନେ ଦେଖିନଥିବେ।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।
ଯୁଗ ଏବେ ବଦଳିଲାଣି, କହିବାକୁ ଗଲା କେବଳ ଖାଲି ବଦଳିନି ବହୁତ ବଦଳିଲାଣି ଏବଂ ଅନେକ ଶିକ୍ଷିତ ମଧ୍ୟ ହେଲାଣି ଏହି ସମାଜ। ଏହି ସମାଜ, ଏହି ଯୁଗ ଏବେ ଆଉ ସେ ପୁରୁଣା ସମୟ ର ଯୁଗ ହୋଇ ନାହିଁ, କାରଣ ଆଜି କାଲି ଲୋକ ମାନେ ମଙ୍ଗଳ ଗ୍ରହ, ଚନ୍ଦ୍ର ଆଦି ଗ୍ରହ ମାନଙ୍କ ରେ ପହଁଞ୍ଚିସାରିଲେଣି, ଆଉ ନିକଟ ଭବିଷ୍ୟତରେ ସେହି ସବୁ ସ୍ଥାନ ରେ ମଣିଷ ର ଜୀବନ ଯାପନ କରିବା ସମ୍ଭବ ହେବ ବୋଲି, ସେମାନେ ସେହି ସବୁ ସ୍ଥାନ ମାନଙ୍କ ନିଜ ନିଜର ଜାଗା କିଣିବା ଆରମ୍ଭ ମଧ୍ୟ କରି ସାରିଲେଣି। ଆଜି କାଲି ଦୁନିଆରେ ଆଉ କିଛି ବି ଜିନିଷ ଅ-ସ-ମ୍ଭ-ବ ନାହିଁ, ନା ଆଜି କାଲି ଆଉ ଲୋକ ମାନଙ୍କୁ ଗୋଟେ ଜାଗା ରୁ ଅନ୍ୟ ଜାଗା କୁ ଯିବା ପାଇଁ ମାସ ମାସ ଅପେକ୍ଷା କରିବାକୁ ପଡୁଛି, ନା ଗୋଟେ ଚିଠି ଦେବା ପାଇଁ କି କାହା ସହ କଥା ହେବା ପାଇଁ ଆଉ ଅପେକ୍ଷା କରିବାକୁ ପଡୁଛି। ସବୁ କିଛି ଜିନିଷ ଆଜି କାଲି ଲୋକ ମାନଙ୍କ ର ଆଖି ପିଛୁଳାକେ ହେଇଯାଉଛି।
ଆପଣ ମାନେ ତ ଜାଣିଥିବେ ଆଜି ର ଏହି ଦୁନିଆରେ ଲୋକ ମାନଙ୍କ ପାଇଁ ଅନଲାଇନ୍ ର ଆବଶ୍ୟକତା କେତେ ମାତ୍ରା ରେ ରହିଛି, ଏବଂ ଏହି ଯୁଗ କୁ ଅନଲାଇନ ର ଯୁଗ ବୋଲି କହିଲେ ବି କିଛି ଭୁଲ୍ ହେବ ନାହିଁ। ଆଜି କାଲି ତ ଲୋକ ମାନେ ସମସ୍ତ କାର୍ଯ୍ୟ ଅନଲାଇନ ଦ୍ୱାରା କରୁଛନ୍ତି। ଏପରି କିଛି କାମ ନାହିଁ କି ଆପଣ ମାନେ କହିବେ ପାରିବେ ଯେ ଏହା ଅନ୍ଲାଇନ୍ ଦ୍ୱାରା ହେବା ସମ୍ଭବ ନୁହେଁ ବୋଲି। ଆଜିକାଲି ଛୋଟ ପିଲା ଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତି ଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ଅଛନ୍ତି। ତେବେ ସୋ-ସି-ଆ-ଲ୍ ମି-ଡି-ଆରେ ପ୍ରତ୍ୟେକ ଦିନ ହଜାର ହଜାର ଖବର, ଭିଡିଓ ଆଦି ଦେଖିବାକୁ ମିଳିଥାଏ, ଅନେକ କିଛି ଭିଡିଓ,ଖବର ଏପରି ଥାଏ କି ଯାହାକୁ ଦେଖିଲେ ଲୋକମାନେ ଆ-ଶ୍ଚ-ର୍ଯ୍ୟ ହୋଇ ରହି ଯାଆନ୍ତି।
ଆମେ ମଧ୍ୟ ଆଜି ଆପଣମାନଙ୍କୁ ସେହିପରି ଏକ ଜୀବ ସମ୍ପର୍କରେ କହିବୁ, ଯାହାକି ଆମ ରାଜ୍ୟରେ ହିଁ ଦେଖିବାକୁ ମିଳିଛି। ତେବେ ସୋ-ସି-ଆ-ଲ ମି-ଡ଼ି-ଆରେ ଅନେକ ସମୟରେ ଆମେ ମାନେ ଅନେକ ଏପରି ଜୀବ ମାନଙ୍କୁ ଦେଖିବାକୁ ପାଇଥାଉ, ଯାହାକି ଆମକୁ ବହୁତ ଅଜବ ଲାଗିଥାଏ। ତେବେ ଗତ ୧୪ ତାରିଖ ଦିନ ମୟୂରଭଞ୍ଜ ଜିଲ୍ଲା ରାଙ୍ଗାମାଟିଆ ଗ୍ରାମର କିଛି ଗ୍ରାମବାସୀ ଖଡଖାଇ ନଦୀରୁ ଏକ ବିରଳ କଇଁଚକୁ ଉଦ୍ଦାର କରିଥିଲେ। ଏହି କଇଁଚଟି ଦେଖିବା ପାଇଁ ସାଧାରଣ କଇଁଚ ପରି ନଥିଲା ବହୁତ ଅଲଗା ଥିଲା। ତେବେ ଏହାପରେ ସେମାନେ ବନବିଭାଗକୁ ଖବର ଦେଇଥିଲେ, ସେମାନେ ଆସି ତାହାକୁ ନେଇଥିଲେ ଏବଂ ପରେ ସରପଞ୍ଚଙ୍କ ଉପସ୍ଥିତିରେ ସେହି କଇଁଚକୁ ପୁଣିଥରେ ଗଭୀର ନଦୀରେ ଛାଡି ଦିଆଯାଇଛି।
ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।