ଆଜି ଏହି ଲୋକଙ୍କ ଖାତାକୁ ଆସିବ କାଳିଆ ଟଙ୍କା । ଦେଖନ୍ତୁ LIST କେଉଁମାନେ ପାଇବେ….

 

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ରେ ପୁଣି ହୋଇଛି ଏକ ବଡ ଘୋଷଣା , କାଳିଆ ଯୋଜନା ରେ ଏବେ ମିଳିବାକୁ ଯାଉଛି ଟଙ୍କା । ତେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡ଼ିଓ କୋନଫ୍ରେନସିଂ ଜରିଆରେ ଏହାର ଶୁଭାରମ୍ଭ କରିବେ ବୋଲି ସୂଚନା ରହିଛି । ତେବେ ମିଳିଥିବା ସୂଚନା ଅନୁସାରେ ବର୍ତ୍ତମାନ 37 ଲକ୍ଷ୍ୟ ରୁ ଅଧିକ ଚାଷୀ ମାନଙ୍କୁ 742 କୋଟି ଟଙ୍କା ମିଳିବାକୁ ଯାଉଛି ।ତେବେ ଦର୍ଶକ ବନ୍ଧୁ ଆସନ୍ତୁ ଜାଣି ନେବା ଏହି ବିଷୟ ରେ ସଂପୂର୍ଣ୍ଣ ତଥ୍ୟ ।

 

ରେ ଏ ଦର୍ଶକ ବନ୍ଧୁ ଏହି ଯୋଜନା ରେ ବର୍ତ୍ତମାନ ସମୟ ରେ ଲୋକ ମାନଙ୍କୁ କେତେ ଟଙ୍କା ମିଳିବ ତାହା ଆପଣ kalia.odisha.gov.in ଏହି ୱେବ୍ ସାଇଟ୍ ମାଧ୍ୟମ ରେ ଦେଖି ପାରିବେ । ତେବେ ପ୍ରଥମେ ଏହି ୱେବ୍ ସାଇଟ୍ ସର୍ଚ୍ଚ କରି ତା ଭିରକୁ ଯିବାକୁ ହେବ ଏବଂ ଏହା ପରେ ସେଠାରେ ଥିବା 3 ଟି ଡର୍ଟ ରେ କ୍ଲିକ୍ କରି ସେଠାରେ ହିତାଧିକାରୀ ଉପରେ କ୍ଲିକ୍ କରିବାକୁ ହେବ ।

 

ତେବେ ସୂଚନା ଯୋଗ୍ୟ କଥା ଏହା ଯେ ଏହିଥର ଉପଭୋକ୍ତା ମାନଙ୍କୁ ଏକା ଥରେ 5000 ଟଙ୍କା ମିଳିବ ନାହିଁ । ଏଥର ତାହା ଦୁଇ ଦୁଇ ହଜାର ଆକାରରେ ଉପଭୋକ୍ତା ମାନଙ୍କୁ ମିଳିବାକୁ ଯାଉଛି । ଯଦି ସେହି ଲିଷ୍ଟ ମଧ୍ୟରେ ଆପଣଙ୍କ ନାମ ରହିଥିବ ତାହେଲେ ଆପଣ ମଧ୍ୟ ଏହି 2000 ଟଙ୍କା ପାଇ ପାରିବେ ।

 

ତେବେ ଦର୍ଶକ ବନ୍ଧୁ ଆପଣ ପ୍ରଥମେ ନିଜର ଜିଲ୍ଲା,ଏହା ପରେ ନିଜର ବ୍ଲକ ଏବଂ ଶେଷ ରେ ନିଜର ଗ୍ରାମ ପଞ୍ଚାୟତ କୁ ଚୟନ କରନ୍ତୁ । ତେବେ ସେଠାରେ ଆପଣ ମାନଙ୍କୁ PDF ଦେଖିବାକୁ ମିଳିବ,ଯାହାକୁ କି ଆପଣ ଡାଇନଲୋର୍ଡ ଏହା ଜାଣି ପାରିବେ ଯେ ମିଳୁଥିବା 2 ହଜାର ଟଙ୍କା ରେ ଆପଣଙ୍କ ନାମ ରହିଛି କି ନାହିଁ ।

 

ତେବେ ବନ୍ଧୁଗଣ ଯଦି ଆମର ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ନେଇ ଆସିବୁ । ଧନ୍ୟବାଦ ।

 

 

Leave a Reply

Your email address will not be published. Required fields are marked *