ସୋସିଆଲ ମିଡିଆରେ LIVE ଆସି ଝିଅ ଟି କହିଲା ଏପରି । କେବେଳ ପୁଅ ମାନେ ଦେଖନ୍ତୁ VIDEO…

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ସୋସିଆଲ ମିଡିଆରେ ଭାଇରାଲ ହେଲା ଏହି ଝିଅ ର ଭିଡ଼ିଓ। ପୁଅ ମାନେ ନିଶ୍ଚିତ ଏହି Video ଦେଖିବାକୁ ଅନୁରୋଧ ।

 

ଆଜି କାଲି ଲୋକ ମାନେ ସୋ-ସି-ଆ-ଲ ମି-ଡି-ଆ ଆଡକୁ ବହୁତ ଆକର୍ସିତ୍ ହେଉଛନ୍ତି। ଛୋଟ ପିଲା ଠୁ ବୁଢା ଯାଏ ପ୍ରାୟ ସମସ୍ତେ ସୋ-ସି-ଆ-ଲ ମି-ଡି-ଆ ବ୍ୟବହାର କରୁଛନ୍ତି। ତେବେ ଦେଖିବା କୁ ଗଲେ ସୋ-ସି-ଆ-ଲ ମି-ଡି-ଆ ଆମ ପାଇଁ ବହୁତ ଦରକାରୀ କିନ୍ତୁ କିଛି ଲୋକ ଏହାର ଦୁ-ର୍ବ୍ୟ-ବ-ହା-ର କୋରୁଛନ୍ତୁ । ଯାହା ପାଇଁ ଅନେକ ଘଟଣା ସବୁ ଦେଖିବା କୁ ମିଳୁଛି। ତେବେ ଆଜିର ଯୁଗ ରେ ଲୋକ ମାନେ ବହୁତ ଆଗକୁ ଗଲେଣି ।

 

ବର୍ତମାନ ର ସବୁ ଠୁ ବଡ଼ ସ-ମ-ସ୍ୟା ବିବାହ କୁ ନେଇ । ପ୍ରେମ ବିବାହ ହୋଇଥାଇ ବା ଦେଖି ଚାହିଁ ବିବାହ ହୋଇଥାଇ , ବିବାହ ପରେ ନାନା ପ୍ରକାର ସମସ୍ୟା ଦେଖା ଦେଇଥାଏ ସ୍ବାମୀ ସ୍ତ୍ରୀ ଙ୍କ ସଂସାର ରେ । କିନ୍ତୁ ସମାଜ ଆଜି ଯାଏ କୌଣସି ପୁଅ ର ଭୁଲ କୁ ଦେଖିନାହିଁ । ଯେତେବେଳେ ବି ସମାଜ ଆଖି ଉଠାଇ ଭୁଲ ତ୍ରୁଟି ଦେଖେ , ସବୁ ବେଳେ ସମାଜ ସ୍ତ୍ରୀ କୁ ଦୋଷୀ ବୋଲି ସ୍ବୀକାର କରିଥାଏ । ତେଣୁ ଏହି ଘଟଣା କୁ ନେଇ ଏକ ଭିଡିଓ ସୋ-ସି-ଆ-ଲ ମି-ଡି-ଆ ରେ ଭା-ଇ-ର-ଲ୍ ହେଉଛି । 

 

ଜଣେ ଯୁବତୀ ଜଣକ ସେଥିରେ କହୁଛନ୍ତି ଯେ ଯଦି ଏକ ଯୁବତୀ ପ୍ରେମ ବିବାହ କରୁଛି , ଘର ଲୋକ ସମର୍ଥନ କରୁନାହାନ୍ତି । ଏହା ପରେ ଯଦି ସେମାନଙ୍କ ବୈବାହିକ ଜୀବନ ରେ ଅ-ସ-ନ୍ତୋ-ଷ ଦେଖା ଯାଇଛି ସେତେବେଳେ ସବୁବେଳେ ସେହି ଝିଅ କୁ ହିଁ ଦୋ-ଷା-ରୋ-ପ କରା ଯାଇଥାଏ । ତାକୁ ଏହା କୁହାଯାଇଥାଏ ଯେ ଏଥିରେ ସମ୍ପୂର୍ଣ୍ଣ ଭାବେ ଝିଅ ଟି ର ଭୁଲ । କାରଣ ସେ ଯେଉଁ ପୁଅ ଟି କୁ ନିଜ ଜୀବନ ସାଙ୍ଗ ହିସାବ ରେ ବାଚିଛି ସେ ନିଜେ ବଚିଛି । ତେଣୁ ତାକୁ ଭଲ ପୁଅ ବାଛିବାର ଥିଲା ।

 

କିନ୍ତୁ ଅପର ପକ୍ଷେ ଯଦି ଝିଅ ଟି ର ବିବାହ ଘର ଲୋକେ ଦେଖି ଚାହିଁ ଦେଇଥାନ୍ତି ଓ ପରେ କୌଣସି ଅ-ସୁ-ବି-ଧା ହୁଏ , ସେତେବେଳେ ସମାଜ କହୁଥାଏ ଯେ ଝିଅ ଟି ଭାଗ୍ୟ ରେ ହିଁ ସେଇୟା ଥିଲା । ସେଥିରେ କାହାରି ଭୁ-ଲ ନାହିଁ । ଝିଅ ଟି ର ଭାଗ୍ୟ ରେ ବିବାହ , ସଂସାର ସୁଖ ନାହିଁ । ତେବେ ଏପରି କାହିଁକି ହୋଇଥାଏ । ଦୁଇ ବିବାହ ପରେ ଅ-ସୁ-ବି-ଧା ହେଲେ ସେହି ଝିଅ ଟି କାହିଁକି ଦୁଃ-ଖ ପାଇଥାଏ ବୋଲି ଯୁବତୀ ଜଣକ କହିଛନ୍ତି ।

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *