Sourav Ganguli ଦେଲେ ସୂଚନା । ଭାରତ ପାକିସ୍ତାନ ଦ୍ୱିପାକ୍ଷିକ ସିରିଜ କୁ ନେଇ….

 

ଦର୍ଶକ ବନ୍ଧୁ ବର୍ତ୍ତମାନ ଦୁଇ ପାରମ୍ପରିକ ପ୍ର-ତି-ଦ୍ବ-ନ୍ଦୀ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଦୁଇ ପାକ୍ଷିକ ଶିରିଯ କୁ ନେଇ ଚାଲିଛି ଚର୍ଚ୍ଚା ।ତେବେ କ୍ରିକେଟର ଦୁଇ ପ୍ର-ତି-ଦ୍ବ-ନ୍ଦୀ ପ୍ରାୟ 10 ବର୍ଷ ହେଲା ଖେଳି ନାହାନ୍ତି ଦୁଇ ପାକ୍ଷିକ ସିରିଜ । ତେବେ ଦୁଇ ରାଷ୍ଟ୍ର ମଧ୍ୟରେ ଥିବା ତି-କ୍ତ ସ-ମ୍ପ-ର୍କ ପାଇଁ ଏହିପରି ହୋଇଛି । ସେଥିପାଇଁ ଏହି କାରଣ ରୁ ଭାରତ ଏବଂ ପାକିସ୍ତାନ ର ମ୍ୟାଚ୍ ଉପରେ ରହିଥାଏ ସାରା ବିଶ୍ଵ ର ନଜର । ତେବେ ଆଇସିସି ଟୁର୍ଣ୍ଣାମେଣ୍ଟ ଏବଂ ଏସିଆ କପ୍ କୁ ଛାଡ଼ି ଦେଲେ ଉଭୟ ରାଷ୍ଟ୍ର ପରସ୍ପର ସହିତ ଖେଳିବା ପାଇଁ ସୁଯୋଗ ପାଉ ନାହାନ୍ତି ।

 ଏବେ କିନ୍ତୁ ଉଭୟ ଦେଶ ମଧ୍ୟରେ କ୍ରିକେଟ ଶୀରିଜ୍ କୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା । ଏ ନେଇ ବିସିସିଆଇ ସଭାପତି ନିକଟରେ ନିଜର ମତାମତ ମଧ୍ୟ ଦେଇଛନ୍ତି ।ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ଙ୍କ କହିବା ଅନୁସାରେ ଦୁଇଟି ପଡୋଶୀ ରାଷ୍ଟ୍ର ମଧ୍ୟରେ ଦୁଇ ପାକ୍ଷିକ ଶୀରିଜ ସମ୍ଭବ। କିନ୍ତୁ ଏହି ନିଷ୍ପତି ନେବା ମଧ୍ୟ କ୍ରିକେଟ ବୋର୍ଡ ହାତ ରେ ନାହିଁ । ତେବେ ଏହି ନିଷ୍ପତି କେବଳ ଦୁଇଟି ଦେଶ ର ସରକାର ଙ୍କ ନିକଟ ରେ ରହିଛି ବୋଲି କହିଛନ୍ତି ଗାଙ୍ଗୁଲି ।

ଏଥିପାଇଁ ଉଭୟ ରାଷ୍ଟ୍ର ର ସରକାର ଙ୍କୁ ପ୍ର-ଦ-କ୍ଷେ-ପ ନେବାକୁ ପଡିବ । ତେବେ ଏହି ଦୁଇ ଦେଶ କେବଳ ଆଇସିସି ଟୁର୍ଣ୍ଣାମେଣ୍ଟ ଏବଂ ଏସିଆ କପ୍ ରେ ପରସ୍ପର କୁ ଭେଟୁ ଛନ୍ତି ।ତେବେ ଦୁଇ ପାକ୍ଷିକ କ୍ରିକେଟ ବର୍ଷ ବର୍ଷ ଧରି ବନ୍ଦ ହୋଇ ରହିଛି । ତେବେ ଏହି ବିଷୟରେ ସରକାରୀ ସ୍ତର ରେ ନିଷ୍ପତି ନେବାକୁ ପଡିବ ବୋଲି କହିଛନ୍ତି ଗାଙ୍ଗୁଲି ।

ତେବେ ସୂଚନା ଅନୁସାରେ 2012-13 ପର ଠାରୁ ଉଭୟ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ସୀରିଯ ହୋଇ ନାହିଁ । ତେବେ ଆଗକୁ ଏହା ହେବ ବୋଲି କୌଣସି ନିର୍ଦ୍ଧିଷ୍ଟ ସୂଚନା ମଧ୍ୟ ନାହିଁ । ତେବେ ଏହି ଦ୍ୱିପାକ୍ଷିକ ସୀରିଯ ହେଉ କି ନ ହେଉ ଆଗାମୀ ବର୍ଷ  ଅଷ୍ଟ୍ରେଲିଆ ରେ ହେବାକୁ ଥିବା ଟି -୨୦ ବିଶ୍ଵ କପ୍ ଏବଂ ଆଗାମୀ ଏସିଆ କପ୍ ରେ ଉଭୟ ଦେଶ ମଧ୍ୟରେ ମୁ-କା-ବି-ଲା ହେବା ନିଶ୍ଚିନ୍ତ ।

ତେବେ ବନ୍ଧୁଗଣ ଯଦି ଆମର ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ନେଇ ଆସିବୁ । ଧନ୍ୟବାଦ ।

Leave a Reply

Your email address will not be published. Required fields are marked *