ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ ।ଦର୍ଶକ ବନ୍ଧୁ ବର୍ତ୍ତମାନ SBI ବ୍ୟାଙ୍କ୍ ନିଜର ଗ୍ରାହକ ମାନଙ୍କୁ ଦେଇଛି ଏକ ବଡ଼ ଝ-ଟ୍-କା ,ଯଦି ଆପଣଙ୍କ ବି SBI ବ୍ୟାଙ୍କ୍ ର ଜଣେ ଗ୍ରାହକ ତାହେଲେ ଏହାକୁ ଶେଷ ପର୍ଯ୍ୟନ୍ତ ନିଶ୍ଚିନ୍ତ ପଢନ୍ତୁ ଭଲ ଭାବରେ ବୁଝିପାରିବେ। ଏଣିକି SBI ର ବ୍ୟାଙ୍କ ସେବା ଆହୁରି ମହଙ୍ଗା ହେବାକୁ ଯାଉଛି । ତେବେ ଦର୍ଶକ ବନ୍ଧୁ ଆସନ୍ତୁ ଜାଣି ନେବା ସଂପୂର୍ଣ୍ଣ ଭାବେ ।
ତେବେ ବର୍ତ୍ତମାନ ସମୟ ରେ ମିଳୁଥିବା ଖବର ଏହା ସ୍ପଷ୍ଟ ହୋଇଛି ଯେ, ଆସନ୍ତା ଡିସେମ୍ବର ୧ ତାରିଖରୁ EMI ଉପରେ ଅଧିକ ପ୍ରସେସିଂ ଫି ପ୍ରଦାନ କରିବାକୁ ପଡିବ ,ଏମିତିକି SBI ର କ୍ରେଡିଟ୍ କାର୍ଡ ସେବା ମଧ୍ୟ ଅଧିକ ମ-ହ-ଙ୍ଗା ହେବାକୁ ଯାଉଛି ।SBI କାର୍ଡ ଜରିଆରେ EMI ଲେଣ୍ ଦେଣ୍ ଉପରେ 99 ଟଙ୍କା ଏବଂ ଟିକସ୍ ର ଅତିରିକ୍ତ ବୋଝ ଗ୍ରାହକ ମାନଙ୍କ ଉପରେ ପଡିବ ବୋଲି ବର୍ତ୍ତମାନ ସମୟ ରେ କାର୍ଡ ସିର୍ଭିସେସ୍ ପ୍ରାଇଭେଟ୍ ଲିମିଟେଡ ପକ୍ଷ୍ୟ ଏହା ସୂଚନା ଦେଇଛି ।
ତେବେ ଏହି ନିୟମ ଆସନ୍ତା ଡିସେମ୍ବର ୧ ତାରିଖ ରୁ ଲାଗୁ କରାଯିବ ବୋଲି ସୂଚନା ମିଳିଛି। ତେବେ ଆମାଜନ ଏବଂ ପ୍ଲିପ୍ କା-ର୍ଟ ପରି ଆପ୍ ରେ ହେଉଥିବା ପ୍ରତି ଲେଣ୍ ଦେଣ୍ ଉପରେ ଏହି ପ୍ରସେସିଂ ଫି ଲାଗୁ ହେବ ବୋଲି SBI ପ୍ରିସିଆଲ ପକ୍ଷ୍ୟ ରୁ ସୂଚନା ପ୍ରଦାନ କରା ଯାଇଛି।
କିନ୍ତୁ ଏହି ଅର୍ଥ ଟି EMI ରେ ନିଆଜାଉଥିବା ଶୁଳ୍କ ଠାରୁ ଅଲଗା ରହିବ । ତେବେ ବର୍ତ୍ତମାନ EMAIL ମାଧ୍ୟମରେ SBI ପ୍ରିସିଆଲ ପକ୍ଷ୍ୟ ରୁ ଗ୍ରାହକ ମାନଙ୍କୁ ସୂଚନା ପ୍ରଦାନ କରାଯାଇଛି । ତେବେ କୈଣସି ଲେଣ୍ ଦେଣ୍ ର କା-ନ୍ସ-ଲ କରାଗଲେ କଟିଥିବା ଅର୍ଥ ଟି ପୁନଃ ଗ୍ରାହକ ଙ୍କ ଖାତା କୁ ଆସିଯିବ ।
ତେବେ ବନ୍ଧୁଗଣ ଯଦି ଆମର ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ନେଇ ଆସିବୁ । ଧନ୍ୟବାଦ ।