ଭୟଙ୍କର ଶସ୍ତା ହେଲା ସୁନା । ଆଗରୁ ଏତେ ଶସ୍ତା କେବେ ହେଇନି । ଦେଖେନ୍ତୁ ନୂଆ ଦର…

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ସୁନାର ମୂଲ୍ୟ ଆଜି ହ୍ରାସ ପାଇଛି,ଆସନ୍ତୁ ଜାଣିବା  ଓଡ଼ିଶାରେ ସୁନାର କେତେ ମୂଲ୍ୟ ହ୍ରାସ ପାଇଛି।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

”  ସୁନା ”  ଯାହାକୁ ଆମେ ପିନ୍ଧିବା ଦ୍ବାରା ଆମର ସୋନ୍ଦର୍ଯ୍ୟ ଦୁଇ ଗୁଣା ବଢ଼ି ଯାଇଥାଏ। ସୁନା ର ଦର ବୃଦ୍ଧି ଯୋଗୁଁ  ଲୋକ ମାନେ ପିନ୍ଧିବାକୁ ଚାହିଁଲେ ବି ନିଜ ଚାହିଦା ଅନୁସାରେ ପିନ୍ଧି ପାରୁନାହାନ୍ତି।କିନ୍ତୁ ଆଜି ଏହି ମାସର ସବୁଠୁ ଶସ୍ତା ହୋଇଛି ସୁନା। ତାହେଲେ ଆସନ୍ତୁ ଜାଣିବା ଓଡ଼ିଶାରେ ଏହାର ଦର କେତେ ହ୍ରାସ ପାଇଛି।

 

ଶୁଣିବାକୁ ମିଳିଛି ଯେ ମାସର ଏହି ସପ୍ତାହରେ ଉଭୟ ସୁନା ଓ ରୁପା ର ଦର ହ୍ରାସ ପାଇଛି। ସୁଚନା ଅନୁଯାଇ ଡଲାର୍ ତୁଳନା ରେ ଟଙ୍କାର ବୃଦ୍ଧି ହେତୁ ଅନ୍ତର୍ଯ୍ୟାତୀୟ ବଜାରରେ ମନ୍ଥର ଗତି ଘଟିଛି।ଏଥି ଯୋଗୁ ଦିଲ୍ଲୀ ର ସର୍ଫା ବଜାରରେ ସୁନାର ଦର ୪୫୧ ଟଙ୍କା କୁ ହ୍ରାସ ପାଇଛି।ଯାହା ଫଳରେ ସୁନା ର ମୂଲ୍ୟ ୧୦ ଗ୍ରାମ ପ୍ରତି ୪୬,୮୪୪ ଟଙ୍କା କୁ ବୃଦ୍ଧି ପାଇଛି।

    

ଓଡିଶା ର ରାଜଧାନୀ ଭୁବନେଶ୍ୱର ରେ ୨୨କ୍ୟାରେଟ ଓ ୨୪ କ୍ୟାରେଟ୍ ୧୦ ଗ୍ରାମ ପ୍ରତି ୪୫, ୦୨୦ ଟଙ୍କା ଓ ୪୯,୨୦୦ ଟଙ୍କା କୁ ଛୁଇଁଛି।ସୂଚନା ଅନୁଯାଇ ଏହା ହେଉଛି ଏହି ମାସର ସବୁଠୁ କମ୍ ରେଟ୍ ବୋଲି ବିଶେଷଜ୍ଞ ମାନେ କହିଛନ୍ତି।ଏହା ଦ୍ବାରା ଜଣା ପଡ଼ିଛି ଯେ ଏହା ହେଉଛି ଏହି ମାସର ଶେଷ ହ୍ରାସ ଏହାପରେ ସୁନା ଦର ୫୦,୦୦୦ ଟଙ୍କା ରୁ ଅଧିକ ବଢିବା ର ସମ୍ଭାବନା ରହିଛି।

 

ଦେଶର ଅନ୍ୟ ସହରରେ ମଧ୍ୟ ସୁନା ଦର ହ୍ରାସ ର ପରିବର୍ତ୍ତନ ଦେଖିବାକୁ ମିଳିଛି। ମୁମ୍ବାଇ ରେ ୨୨ କ୍ୟାରେଟ୍ ଓ ୨୪ କ୍ୟାରେଟ ର ଦର ୪୬, ୨୨୦ଟଙ୍କା ଓ ୪୭,୨୨୦ ଟଙ୍କା ଥିବା ବେଳେ ଦିଲ୍ଲୀ ରେ ୨୨କ୍ୟାରେଟ୍ ଓ ୨୪ କ୍ୟାରେଟ ର ଦର  ୪୭,୨୬୦ ଟଙ୍କା ଓ ୫୧,୫୬୦ ଟଙ୍କା ରହିଛି। ସେହି ଭଳି ଦକ୍ଷିଣ ଭାରତ ର ଚେନ୍ନାଇ ସହରରେ ୨୨କ୍ୟାରେଟ୍ ଓ ୨୪ କ୍ୟାରେଟ୍ ର ଦର ୪୫,୪୯୪ ଟଙ୍କା ଓ ୪୯,୬୩୦ ଟଙ୍କା ରହିଛି।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *