ଚାଲାଣ କଟିବାରୁ ବଞ୍ଚେଇବ ସ୍ମାର୍ଟଫୋନ । ନିଜେ ଜାଣନ୍ତୁ ଏହି ଉପାୟ ଓ ₹SHARE କରି ଅନ୍ୟମାନଙ୍କୁ ଜଣାନ୍ତୁ…

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ଚାଲାଣ କଟିବାରୁ ବଞ୍ଚାଇବ ସ୍ମାର୍ଟଫୋନ୍… ଏଣିକି ବିନା ଟେନସନରେ ଚଲାନ୍ତୁ ଗାଡିତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

ଆମେ ବାଇକ୍ କିମ୍ବା କାର୍ ରେ ଯେଉଁ ସ୍ଥାନକୁ ଯାଇଥାଉ ଆଇନ୍ ର ନିୟମ ଅନୁଯାୟୀ ସାଙ୍ଗରେ ଗାଡ଼ିର ସମସ୍ତ କାଗଜ ପତ୍ର ଧରିକି ଯାଇଥାଉ। ଯଦି ଗାଡ଼ିର ସମସ୍ତ କାଗଜ ପତ୍ର କୁ ଆମେ ନେଇକି ଯାଇନଥିବା ଆମ ମାନଙ୍କ ମନରେ ଚାଲାଣ କଟିବାର ଭୟ ରହିଥାଏ। ଏହି ସବୁ ସମସ୍ୟା ର ସମାଧାନ ଆପଣ ମାନଙ୍କ ଦ୍ଵାରା ବ୍ୟବହୃତ ହେଉଥିବା ସ୍ମାର୍ଟ ଫୋନ ଜରିଆରେ ହୋଇପାରିବ। ତାହେଲେ ସଂପୂର୍ଣ୍ଣ ଖବର ଟି ଆସନ୍ତୁ ଜାଣିବା।ଆଜିକାର ଆଧୁନିକ ଯୁଗରେ ସବୁ କିଛି ସମସ୍ୟାର ସମାଧାନ ହୋଇପାରୁଛି। 

ଆଜି କାଲି ହାତରେ କାଗଜ ପତ୍ର ଧରିକି ଯିବାକୁ ପଡୁନାହିଁ କି ଆଉ କିଛି ଜରୁରୀ ଓ ଆବଶ୍ୟକ କାଗଜ ପତ୍ର କୁ ହଜାଇବାର ଭୟ ରହୁନାହିଁ। କାରଣ ଏ ସବୁକୁ ଆମ ମାନଙ୍କ ସ୍ମାର୍ଟ ଫୋନ ସୁରକ୍ଷିତ ଭାବେ ଷ୍ଟୋର କରିକି ରଖୁଛି।ସେହିପରି ଆମେ ଯେ କୌଣସି ଜାଗାକୁ କାର କିମ୍ବା ବାଇକ୍ ରେ ଯାଇଥାଉ ଆମ ମାନଙ୍କ ମନରେ ଭୟ ଥାଏ କି ଯଦି  ଆମ ଗାଡ଼ିର କାଗଜ ପତ୍ର ନ ନେଇକି ଯାଇଥିଲେ ଚାଲାଣ କଟିବ ବୋଲି। ତେଣୁ ଆଉ ଚିନ୍ତାଶିଳ ରେ ରୁହନ୍ତୁ ନାହିଁ ଏସବୁର ସମାଧାନ ଏମ୍- ଟ୍ରାନସପୋର୍ଟ ଦ୍ବାରା ସମ୍ଭବ ହୋଇପାରୁଛି।ତାହେଲେ ଆସନ୍ତୁ ଜାଣିବା ଏହି ଏମ୍- ଟ୍ରାନସପୋର୍ଟ ଟି କଣ?  

ଏହା ହେଉଛି ସ୍ମାର୍ଟ ଫୋନ ର ଏକ ଆପ୍, ଯେଉଁଥିରେ କି ଆମ ଗାଡି କାଗଜ ପତ୍ର ର ସମସ୍ତ ତଥ୍ୟl ବଳି କୁ ଷ୍ଟୋର କରିକି ରଖିଥାଉ।ଏଥିରେ ଚାଳକ ତାର ଡ୍ରାଇଭିଙ୍ଗ୍ ଲାଇସେନ୍ସ , ଆ ର୍ ସି ଏବଂ ପିୟୁସି ଏସବୁ ରଖିପାରିବ। ଯାହା ଦ୍ଵାରା କି  ଚାଳକର ଆଉ ଭୟ ନଥିବ ଚାଲାଣ କାଟିବା ର। ଯେତେବେଳ ଆମେ କୌଣସି ଜାଗାକୁ ଜଲଦି ରେ ବାହାରିଥାଉ ଦେଇ ସମୟରେ ଆମେ ଗାଡ଼ିର ସମସ୍ତ ଜରୁରୀ କାଗଜ ପତ୍ର ନିଜ ସହିତ ନେବାକୁ ଭୁଲିଯାଇଥାଉ।ଯାହା ଦ୍ୱାରା କି ଆମେ ଚାଲାଣ କରିବାର ଆଶଙ୍କା ରହିଥାଏ।ତାହେଲେ ଦର୍ଶକ ବନ୍ଧୁ ଆଉ ଟେନ୍ ସନ୍ ଆଉ ନିଅନ୍ତୁ ନାହିଁ ।

ଯଦି ଆପଣ ମାନେ ଏ ପର୍ଯ୍ୟନ୍ତ ସେହି ଆପ୍ ଟିକୁ  ଡାଉନ୍ ଲୋଡ କରି ନାହାନ୍ତି ସଙ୍ଗେ ସଙ୍ଗେ ଗୁଗଲ ର ପ୍ଲେ ଷ୍ଟୋର କୁ ଯାଇକି  ଏମ୍- ଟ୍ରାନସ୍ ପୋର୍ଟ କୁ ଡାଉନ୍ ଲୋଡ୍ କରନ୍ତୁ ଓ ଆପ ଡାଉନ୍ ଲୋଡ୍ ହେବା ପରେ ସାଇନ୍ ଅପ୍ କରନ୍ତୁ ଏବଂ ଏଥିରେ ମୋବାଇଲ୍ ନମ୍ବର ଦେବାକୁ ପଡ଼ିବ । ଫୋନ୍ ନମ୍ୱର୍ ଟି ଲଗ୍ଇନ୍ ହେବା ପରେ ଆପଣଙ୍କ ଫୋନ୍ କୁ ଏକ ଓଟିପି ଯିବ।ତାପରେ ଆପ୍ ର ଇଣ୍ଟର ଫେସ୍ ଖୋଲିଯିବ ।ଏହା ପରେ ଆପଣ ନିଜ ଗାଡିର ସମସ୍ତ କାଗଜ ପତ୍ର କୁ ଷ୍ଟୋର କରିକି ରଖିପାରିବେ।ଆଉ ସାଙ୍ଗରେ ମେଞ୍ଚାଏ କାଗଜ ପତ୍ର ନେଇକି ଯିବାକୁ ପଡ଼ିବନି କି ଟ୍ରାଫିକ କୁ ଚାଲାଣ କାଟିବା କୁ ସୁଯୋଗ ଦେବାକୁ ପଡ଼ିବ ନାହିଁ।

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *