ଠାକୁର ଙ୍କୁ ଭୁଲ ମାଗି ଚୋର କଲା ଚୋରି । ଆସନ୍ତୁ ଦେଖିବା ସେହି ସମୟର CCTV VIDEO…

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ଠାକୁର ଦର୍ଶନ କରି ମନ୍ଦିର ରେ ଥିବା ଦାନ ବାକ୍ସ କୁ ଟେକିନେଲା ଚୋର।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ଭକ୍ତି ଯାହା ହୃଦୟର ସହିତ ଭକ୍ତଟିଏ ଭଗବାନ ଆଗରେ ପ୍ରକାଶ କରିଥାଏ।ଆମେ ପ୍ରାୟତଃ ମଣିଷ ପାଖରେ ଭକ୍ତି ଭାବ ଦେଖିଥାଉ । ଶ୍ରଦ୍ଧାଳୁ ମାନେ ମନ୍ଦିର କୁ ନିଜ ଦୁଃଖ ଦୂର କରିବା ପାଇଁ ଭଗବାନ ଙ୍କ ନିକଟ ରେ ଗୁହାରି କରିବା ପାଇଁ ଆସିଥାନ୍ତି।ମାତ୍ର ଆମ ସମାଜ ରେ ଏମିତି ପାପ କର୍ମ କରୁଛନ୍ତି ଯାହା ଦ୍ଵାରା ଧର୍ମ ଲୋପ ପାଇବାକୁ ବସିଛି। ମନ୍ଦିର ରୁ ଭଗବାନ ଙ୍କ ଜିନିଷ ଚୋରି କରିଥିବା ର ଘଟଣା ବର୍ତ୍ତମାନ ଶୁଣିବାକୁ ମିଳିଛି। ଶ୍ରଦ୍ଧାଳୁ ମାନେ ଦାନ ବାକ୍ସ ରେ ଦାନ ଦେଇ ଥାନ୍ତି। ଏହା ମନ୍ଦିର ର ଉନ୍ନତି ରେ ଲାଗି ଥାଏ। ମାତ୍ର ଜଣେ ଚୋର ଏହାକୁ ଚୋରି କରୁଥିବା ର ଦୃଶ୍ୟ ଦେଖିବାକୁ ମିଳୁଛି। 

 

ଆଜି ଆମେ ଆପଣଙ୍କୁ ଏହି ବିଷୟରେ ଏପରି କିଛି ତଥ୍ୟ ଦେବୁ ଯାହା ଶୁଣିବା ଦ୍ଵାରା ଆପଣ ଆଶ୍ଚର୍ଯ୍ୟ ହୋଇ ଯିବେ । ତେବେ ଆସନ୍ତୁ ଜାଣିବା ପୁରା ଘଟଣା ବିଷୟରେ। ତେବେ ଘଟଣା ଟି ଘଟିଛି ମହାରାଷ୍ଟ୍ର ର ଥାନେ ଅଞ୍ଚଳ ର। ଏଠାରେ ଏକ ମନ୍ଦିର ରେ ଚୋର ଚୋରୀ କରି ନେଇଛି ମନ୍ଦିର ର ଦାନ ବାକ୍ସ।ତେବେ ଏହି ଘଟଣା ସେଠାରେ ଥିବା ସିଶି ଟିଭି କ୍ୟାମେରା ରେ କାଏଦ ହୋଇଥଲା।ଏହି ଘଟଣା ର ପୁରା ଦୃଶ୍ୟ ଏବେ ସୋ-ସି-ଆ-ଲ ମି-ଡି-ଆରେ ରେ ଘୁରି ବୁଲୁଛି।ଏହି ଭିଡ଼ିଓ କୁ ଦେଖିଲେ ଜାଣି ପାରିବେ ଯେ ଜଣେ ଯୁବକ ପ୍ରଥମେ ମନ୍ଦିର ଭିତରକୁ ଆସୁଛି ଆଉ ଭଗବାନ୍ ଙ୍କୁ ହାତ ଯୋଡ଼ି ନମସ୍କାର ହେଉଛି। 

 

ପକେଟ୍ ରୁ ମୋବାଇଲ୍ କାଢି ଫଟୋ ମଧ୍ୟ ଉଠାଉଚି। ଏହାପରେ ଭଗବାନ୍ ଙ୍କ ଚରଣ ସ୍ପର୍ଶ କରି ସେଠାରେ ଥିବା ଦାନ ବାକ୍ସ କୁ ଉଠାଇ ନେଇ ଯାଉଛି। ଏହି ଚୋରି ମୁମ୍ବାଇ ଥାନେ ର ଏକ ହନୁମାନ ମନ୍ଦିର ରେ ହୋଇଚି।ପୂଜାରୀ ଯେତେବେଳେ ମନ୍ଦିର ବାହାରକୁ ଯାଇ ଥିଲେ ସେତେବେଳେ ଯୁବକ ଜଣକ ଦାନ ବାକ୍ସ ଧରି ସେଠାରୁ ଦୌଡ଼ି ପଳାଇ ଯାଇଥିଲେ।ତେବେ କୁହାଯାଉଛି ଯେ ଏହି ଦାନ ବାକ୍ସ ରେ ପ୍ରାୟ ୧୦୦୦ରୁ ଅଧିକ ଟଙ୍କା ଥିଲା।

 

ଆଉ ଆରକ୍ଷୀ ଅଧିକାରୀ ସିଶୀ ଟିଭି ଫୁଟେଜ କୁ ଆଧାର କରି ଟଙ୍କା ଓ ଚୋର କୁ ଧରିଛି।ତେଣୁ ଭବନ୍ତୁନି ଆପଣ ଯାହା କରୁଛନ୍ତୀ ତାକୁ କେହି ଦେଖୁ ନାହାନ୍ତି, ଶିଶି ଟିଭି ଫୁଟେଜ ରୁ ସବୁକିଛି ଧରା ପଡ଼ିଗଲା।ଆପଣ ଯାହା କରିବେ ତାହା ଆପଣକୁ ଏଇଠି ଭୋଗ କରିବାକୁ ପଡ଼ିବ। ଯିଏ ଦେଖୁ ନଦେଖୁ ଭଗବାନ୍ ସବୁ ଦେଖୁଛନ୍ତି, ଆଉ ଦୋଷୀ କୁ ତାର ଦ-ଣ୍ଡ ନିଶ୍ଚୟ ଦେବେ।ତେବେ ଏପରି କିଛି କାମ କରନ୍ତୁନି ଯାହା ପାଇଁ ଆପଣ ସାରା ଜୀବନ ପଶ୍ଚତାପ କରିବେ।

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *