ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ, ବିଦ୍ୟା ଭାରତୀ କ ଉପରେ ଲାଗିଲା ଦଫା ୩୦୪A। ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଘଟଣା।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।
ପାରଳାଖେମୁଣ୍ଡି ର ACF ସୌମ୍ୟରଂଜନ ଙ୍କ ଚାଲିଯିବା ଘଟଣା ଟି ପୁରା ଓଡିଶା ପାଇଁ ଏବେ ଏକ ବଡ ଖବର ହୋଇଯାଇଛି। ଆମେ ସମସ୍ତେ ଜନିଚେ କି ସୌମ୍ୟ ଏବଂ ବିଦ୍ୟାଭାରତୀ ଙ୍କ ର ନୂତନ କରି ବିବାହ ହୋଇଥିଲା ଏବଂ ବିବାହର କିଛି ଦିନ ପରେ ହିଁ ନି-ଆଁରେ ପୋ-ଡି ହୋଇ ସୌମ୍ୟ ଆର ପାରିକୁ ଚାଲି ଯାଇଥିଲେ । ନି-ଆଁ ରେ ସୌମ୍ୟ ଙ୍କର ଶରୀରର ପ୍ରାୟ ୯୫ ପ୍ରତିଶତ ଅଂଶ ପୋ-ଡି ଯାଇଥିଲା ଆଉ ଏହି କାରଣ ରୁ ହିଁ ତାଙ୍କର ପ-ର-ଲୋ-କ ହୋଇଥିଲା କିନ୍ତୁ ଏହି ଖବର ଟି ଏବେ ରହସ୍ୟ ଘେରରେ । ଆରକ୍ଷୀ ଅଧିକାରୀ ତଦନ୍ତ ପରେ ଘଟଣା ର କିଛି ତଥ୍ୟ ସାମ୍ନା କୁ ଆସି ଛି ।
ପ୍ରଥମେ ସ-ନ୍ଦେ-ହ ଘେର ରେ ପତ୍ନୀ ବିଦ୍ୟାଭାରତୀ ଥିବା ବେଳେ ୨ ୟ ରେ DFO ସଂଗ୍ରାମ କେଶରୀ ବେହେରା ରହିଛନ୍ତି । ସୌମ୍ୟ ଙ୍କ ବାପା ମା ଏବଂ ପରିବାର ବର୍ଗ ଙ୍କ କହିବା ଅନୁସାରେ ବିଦ୍ୟାଭାରତୀ ହିଁ ଯୋଜନାବଦ୍ଧ ଭାବେ ସୌମ୍ୟ ଙ୍କୁ ମା-ରି-ଛ-ନ୍ତି ଏବଂ ତାହା ପରେ ଏହି ଘଟଣା କୁ ଏକ ଅ-ଭା-ବ-ନି-ୟ ଘଟଣା ର ରୂପ ଦେଇ ଛନ୍ତି ।ଏହା ପରେ ବିଦ୍ୟା ଭାରତୀ ସମେତ DFO ଙ୍କ ର ମଧ୍ୟ ଅନେକ ପରୀକ୍ଷା କର ଯାଇଥିଲା । ଯାହାର ରିପୋର୍ଟ ଏବେ ଆରଖ୍ୟା ଅଧିକାରୀ କ ପାଖରେ ପହଞ୍ଚିଛି। ଗଜପତି ଜିଲ୍ଲା ଆରକ୍ଷ ଅଧିକାରୀ ଙ୍କ ଦ୍ଵାରା ସ୍ପଟ୍ ରୁ ମିଳିଥିବା ଫରେନ୍ସି ଅନାଲେଶିସ ରିପୋର୍ଟ ଆସିଛି।
ଏହା ସହିତ ପୋ-ଷ୍ଟ ମୋ-ଟ-ମ ରିପୋର୍ଟ ମଧ୍ୟ ଆସିଛି। ବିଦ୍ୟା ଭାରତୀ ଓ ସୌମ୍ୟ କ ସମେତ DFO ଙ୍କ ଫୋନ ର ସିବିଆର ଅନାଲେଶିଷ ରିପୋର୍ଟ ମଧ୍ୟ ଆସିଚି। ମାଜେଷ୍ଟ୍ରି ଏବଂ ଡାକ୍ତର ଦ୍ବାରା ଦାଇଁନ ଡିକ୍ଳରେସନ ମଧ୍ୟ ଜ-ବ-ତ କରାଯାଇଛି। ଏହା ବ୍ୟତୀତ ଦାଇଁନ ଡିକ୍ଳରେସନ ବେଳ ର ଭିଡିଓ ମଧ୍ୟ ଯବତ୍ କରାଯାଇଛି। ଏହି ଘଟଣା ରେ ମୁଖ୍ୟତଃ ସାମ୍ନା କୁ ଆସିଥିବା ସଂଗ୍ରାମ କେଶରୀ ବେହେରା ଓ ବିଦ୍ୟା ଭାରତୀ ପଣ୍ଡା ଏବଂ ମନ୍ମଥ କୁମ୍ଭ ଙ୍କ ପଲିଗ୍ରାଫି ରିପୋର୍ଟ ମଧ୍ୟ ସାମ୍ନା କୁ ଆସିଚି । ସୌମ୍ୟ ଙ୍କ ଡାଏରୀ ରୁ ସାଇକୋଲଜି ଅନାଲେଶିସ୍ ର ରିପୋର୍ଟ ମଧ୍ୟ ପହଞ୍ଚିଛି ।
ପରିବାର ଲୋକେ କ ଅନୁରୋଧ କ୍ରମେ ଏହା କୁ ଅଭାବନୀୟ ଘଟଣା ମାମଲା ହିସାବ ରେ ଆରକ୍ଷୀ ଅଧିକାରୀ ତ-ଦ-ନ୍ତ ଆରମ୍ଭ କରିଥିଲା ।ହେଲେ ସବୁ ସାକ୍ଷୀ ପ୍ରମାଣ ରୁ ଏହା ପ୍ରମାଣ କରାଇବାକୁ ଚେଷ୍ଟା କରାଇଛନ୍ତି । ଆଉ ବିଦ୍ୟା ଭାରତୀ କି ଉପରେ ଧାରା ୨୮୫ ଏବଂ ୩୦୪A ଏହି ଦଫା ଅନୁସାରେ ବିଦ୍ୟା ଭାରତୀ କୁ ହେଇପାରେ ୨ ବର୍ଷ ଜେଲ । ସୌମ୍ୟ ଙ୍କ ଦେହ ରେ ଲାଗିଥିବା ନି-ଆଁ କୁ ନିଜେ ଲିଭାଇ ନଥିଲେ କି କାହା କରି ଲିଭାଇବାକୁ ଡାକି ନଥିଲେ । ଦୋଫ ୨୮୫ ଅନୁସାରେ ୬ ବର୍ଷ ଜେ-ଲ ବା ୧୦୦୦ ତାଙ୍କ ର ଫ୍ୟାନ ହେଇପାରେ ।ହେଲେ ଏହି ସବୁ କଥା କୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ସୌମ୍ୟଙ୍କ ପରିବାର ଲୋକେ ।ଆଉ କହିଛନ୍ତି ତାଙ୍କୁ ନ୍ୟା-ୟ ଦେବା ବାହାନାରେ ଆରକ୍ଷୀ ଅଧିକାରୀ ଦେଖାଇ ହେଉଛି।
ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।