ଜାଣନ୍ତୁ INDIAN IDOL ର ସୁପର ଯୋଡି ଜିତିବା ପରେ କେତେ ଟଙ୍କା ର ମାଲିକ ଏବେ..

 

ଦର୍ଶକ ବନ୍ଧୁ ଇଣ୍ଡିଆନ ଆଇଡଲ ରେ ବିଜେତା ହୋଇଥିବା ପବନଦୀପଙ୍କୁ ଆପଣ ମାନେ ତ ବେଶ୍ ଭଲ ଭାବରେ ଜାଣି ଥିବେ। ତେବେ ପବନଦୀପ ନିଜ ସଙ୍ଗୀତ ପାଇଁ ଅନେକ ସମୟରେ ଚର୍ଚ୍ଚା ରେ ରହିଥାନ୍ତି । ତେବେ କହି ରଖୁଛୁ ଯେ ଇଣ୍ଡିଆନ ଆଇଡଲ ର ସିଜନ ୧୨ର ବିଜେତା ହୋଇଥିଲେ ପବନଦୀପ । ତେବେ ଇଣ୍ଡିଆନ ଆଇଡଲ ରେ ବିଜେତା ହେବା ପରେ ତାଙ୍କ ଉପରେ ହେଉଛି ଟଙ୍କା ର ବର୍ଷା ଏବଂ ଏହା ସହିତ ମଧ୍ୟ ଅନେକ ସ୍ଥାନ ରୁ ଅନେକ ପ୍ରକାରର ଗିଫ୍ଟ ମଧ୍ୟ ମିଳୁଛି ।

 

ପବନଦୀପ  ୨୦୧୬ ମସିହା ରୁ ଉତ୍ତରାଖଣ୍ଡର ଯୁବ ବ୍ରାଣ୍ଡ ଆମ୍ବାସେଟର ରହିଥିଲେ ଏବଂ ପୂର୍ବରୁ ସେ ଯୋଗ ଦେଇଥିଲେ ଦ ଭୋଏସ ଅଫ ଇଣ୍ଡିଆରେ । ତେବେ ସେ ଶୋ ର ବିଜେତା ହେବା ପରେ ତାଙ୍କୁ ଅନେକ ସ୍ଥାନ ରୁ ଅନେକ କାମ କରିବା ର ସୁଯୋଗ ଦିଆ ଯାଇଥିଲା ଏବଂ ଏହା ସହିତ ମଧ୍ୟ ତାଙ୍କୁ ଭଲ ପରିମାଣ ର ଟଙ୍କା ମଧ୍ୟ ମିଳୁଥିଲା । ତେବେ ସେ ଇଣ୍ଡିଆ ଆଇଡଲ ସିଜନ ୧୨ର ବିଜେତା ହେବା ପରେ ତାଙ୍କୁ ଏକ ସୁଇଫ୍ଟ କାର ସହ ୨୫ ଲକ୍ଷ ଟଙ୍କା ମିଳିଛି ।

 

ତେବେ ବର୍ତ୍ତମାନ ସୂଚନା ରୁ ଏହା ଜଣା ପଡ଼ିଛି ଯେ, ତାଙ୍କର ବର୍ତ୍ତମାନ ଦରମା ୧୦ ରୁ ୨୦ ଲକ୍ଷ ଟଙ୍କା । ତେବେ ଗତ କିଛି ଦିନ ହେବ ସେ ଏକ ଏକ୍ସୟୁବି ୫୦୦ କାର୍ ମଧ୍ୟ କିଣିଛନ୍ତି । ମିଡିଆ ରିପୋର୍ଟସ ମାନଂକ ରିପର ଅନୁଯାୟୀ , ପବନଦୀପ ଙ୍କ ମୋଟ ସମ୍ପତ୍ତି ହେଉଛି  ୧ ରୁ ୨ ମିଲିୟନ ଡଲାର ।  ପବନଦୀପ ଇଣ୍ଡିଆନ ଆଇଡଲ ଜିତିବା ପରେ ତାଙ୍କର ଏକ ଭଲ ସାଙ୍ଗ ଅରୁଣିତା ତାଙ୍କୁ ଏକ ଅଡି q7 କାର ଗିଫ୍ଟ କରିଛନ୍ତୀ ଏବଂ ଯାହାର ଦାମ ହେଉଛି ୭୦ ହଜାରରୁ ଅଧିକ ।

 

ତେବେ ଗତ କିଛି ଦିନ ତଳେ ପବନଦୀପ ଏକ ଘର କିଣିଛନ୍ତି କିନ୍ତୁ ଖାସ୍ କଥା ଟି ଏହା ଯେ ଏହି ଘର ଟି ତାଙ୍କ ସାଙ୍ଗ ଅରୁଣିତା ର ବିଲଡିଙ୍ଗରେ ରହିଛି । ତେବେ ଏହି ବିଷୟରେ ପବନଦୀପ ଙ୍କୁ ପଚରା ଯିବାରୁ ସେ ଏହା କହିଥିଲେ ଯେ ,ଆମେ ହେଉଛୁ ବହୁତ ଭଲ ସାଙ୍ଗ ଆମର ବନ୍ଧୁତା ଜୀବନ ସାରା ରହିବ ଆଉ ଆମେ ପରିବାର ଭଳି ସବୁ ମିସିକି ରହିବା। ଏହା ସହିତ ମଧ୍ୟ ଅରୁଣିତା ଓ ପବନଦୀପ ଙ୍କ ସମ୍ପର୍କ କୁ ନେଇ ମଧ୍ୟ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର ଧରିଛି । ଅନେକ ଲୋକ ମାନେ ତ ଏହା କହିଛନ୍ତି ଯେ ଏ ଦୁଇ ଜଣ ଲଭ ରିଲେସନ ଅଛନ୍ତି । ହେଲେ ସେମାନେ ଏହା କହିଛନ୍ତି ଯେ ସେମାନେ ଦୁଇ ଜଣ ହେଉଛନ୍ତି ଭଲ ସାଙ୍ଗ ।

 

ତେବେ ବନ୍ଧୁଗଣ ଯଦି ଆମର ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ନେଇ ଆସିବୁ । ଧନ୍ୟବାଦ ।

Leave a Reply

Your email address will not be published. Required fields are marked *