Trail ରୁମ ରେ ଲାଗିଥିଲା ହିଡେନ କ୍ୟାମେରା । ଆସନ୍ତୁ ଦେଖିବା ସେହି ସମୟରେ ଦୃଶ୍ୟ…

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ଟ୍ରାଏଲ  ରୁମ୍ ରେ ଲୁଗା ପରିବର୍ତ୍ତନ କରୁଥିଲେ ହୋଇ ଯାଆନ୍ତୁ ।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ।

 

 ଆଜି କାଲି ଦୁନିଆ କେତେ ପରିମାଣ ରେ ଜାଲ ହୋଇ ଗଲାଣି ତାହା ଜାଣିବା ଖୁବ୍ କଷ୍ଟ କର । ଆଜି କାଲି ଦୁନିଆରେ ସବୁ କିଛି ଦ-ଲା-ଲ କାମ ଚାଲିଛି । ଏଠି ଭଦ୍ର ମୁଖ ତଳେ ବହୁତ୍ ବେଶୀ ଅ-ଭ-ଦ୍ର ଭି ବୁଲୁଛନ୍ତି ଯାହାଙ୍କୁ ଆପଣ ବୁଝି ପାରିବା ଖୁବ୍ କ-ଷ୍ଟ କର । ଆମେ ସମସ୍ତେ କିଛି ନା କିଛି ଅର୍ଥ ଉପାର୍ଜନ କରୁଛୁ ଆଉ ଆମ ଅର୍ଥ ଉପାର୍ଜନ କରିବା ପାଇଁ ବହୁତ୍ ଗୁଡ଼ିଏ ଭଲ କାର୍ଯ୍ୟ ମଧ୍ୟ ରହିଛି । ହେଲେ ଆହୁରି କିଛି ଲୋକ ମଧ୍ୟ ଅଛନ୍ତି ଯେଉଁମାନେ କି ରାତା ରାତି ର ଧନୀ ହେବା ପାଇଁ ବହୁତ୍ କିଛି କରି ଦେଉଛନ୍ତି । 

 

ଏମିତି କିଛି ସମୟ ହେଉ ଅଥବା ଏମିତି କିଛି ଘଟଣା କୁ ଲୋକେ ନିଜର ଗୋଟିଏ ଫାଇଦା ହିସାବ ରେ ନେଇ ନଉଛନ୍ତି । ଆଜି କାଲି ଦୁନିଆରେ ଖୁବ୍ ଅଧିକ ପରିମାଣ ରେ ଭ-ଣ୍ଡ ଲୋକ ଦେଖିବା ପାଇଁ ମିଳୁଛି । ସତରେ କୁହାଯାଏ କି ଭଦ୍ର ମୁଖା ତଳେ ଅ-ଭ-ଦ୍ର ମୁଖା ଲୁଚି ରହିଛି । ଆପଣ ଜାଣି ପାରିବେନି ସତରେ କିଏ ଭ-ଣ୍ଡ ଓ କିଏ ଖ-ରା-ପ । ସତରେ ଆଜି କଲି ରକ୍ଷକ ମାନେ ହିଁ ଭକ୍ଷକ ସାଜୁଛନ୍ତି । ଆଜି କାଲି କା ଦୁନିଆ ହିଁ ଧୋ-କା ହେଇଗଲାଣି । 

 

ହେଲେ ଆଜି ଆମେ ଆପଣ ମାନଙ୍କୁ ଯେଉଁ କଥାଟି କହିବୁ ତାହା ସତ କି ନାହିଁ ଆପଣ ହିଁ କହି ପାରିବେ । ସାଧାରଣତଃ ମହିଳା ମାନେ ପୋଷାକ  ପିନ୍ଧିବା ପାଇଁ ହେଉ କି କିଣିବା ପାଇଁ ବହୁତ୍ ଭଲ ପାଇଥାନ୍ତି । ହେଲେ ନିଜେ ହିଁ ଜାଣି ପାରି ନଥାନ୍ତି କୁ ତାଙ୍କୁ କେଉଁ ଡ୍ରେସ ମାନିବ । ଯାହା ପାଇଁ ମହିଳା ମାନେ ଟ୍ରାଏଲ୍ ରୁମ୍ କୁ ଯାଇ ଡ୍ରେସ ପିନ୍ଧି ମିରୋର ରେ ନିଜକୁ ଦେଖିଥାନ୍ତି । ହେଲେ ଆପଣ କେବେ ଭି ଭାବିଛନ୍ତି କି ସେହି ରୁମ୍ ଭିତରେ କିଛି କ୍ୟାମେରା ଲାଗିଛି  ଯାହା ଖୁବ୍ ଭଲ ଭାବରେ ଭିଡିଓ କରି ପାରିବ ଆପଣ ଙ୍କ ର ଯାହା ପାଇଁ ଭବିଷ୍ୟତ ରେ ଖୁବ୍ ଅଧିକ ଅ-ସୁ-ବି-ଧା ର ସାମ୍ନା କରି ପାରନ୍ତି ।

 

ତେବେ ସେହି ରୁମ୍ ରେ କୌଣସି କ୍ୟାମେରା ଲାଗିଥିଲେ କେମିତି ଜାଣିବେ ଚାଲନ୍ତୁ ଜାଣିବା । ଯଦି ଆପଣ ଙ୍କୁ ଲାଗୁଛି କି ସେହି ରୁମ୍ ରେ ଲାଇଟ୍ ଅଛି ତେବେ ଲାଇଟ୍ ବନ୍ଦ କରି ପୋଷାକ ଚେଞ୍ଜ କରିବେ । ଯାହା ଫଳ ରେ ଆପଣ ରେଡ୍ ଲାଇଟ୍ ଓ ଗ୍ରୀନ ଲାଇଟ୍ କୁ ଜାଣି ପାରିବେ । ନିଜ ମୋବାଇଲ କୁ ମଧ୍ୟ ଲକ୍ଷ କରିବ ଯେଉଁଥିରେ ଆପଣଙ୍କ ଫୋନ୍ ରେ ନେଟୱର୍କ ଚାଲିଯିବା ଯାହା ଫଳ ରେ ଆପଣ ଜାଣି ପାରିବେ କୁ ସେହିଠାରେ ହିଡେନ୍ କ୍ୟାମେରା ଲାଗିଛି କି ନାହିଁ ।

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *