ଏବେ ଏବେ ସୁର ରାଉତ ଙ୍କୁ ନେଇ ମେଡିକାଲ ରୁ ଆସିଲା ବଡ ଖବର…

 

ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ , ବର୍ତ୍ତମାନ ସୁର ରାଉତ ଙ୍କୁ ନେଇ ଆସିଲା ବଡ ଖବର । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ରେ ସାମ୍ନା କୁ ଆସୁଛି ଏକ ଚାଂ-ଚ-ଲ୍ୟ କର ଖବର । ଖବର ଟି ରୁ ଏହା ଜଣା ପଡ଼ିଛି ଯେ ବରିଷ୍ଠ କଂଗ୍ରେସ ନେତା ତଥା ଜଟଣୀ ବିଧାୟକ ସୁର ରାଉତରାୟ ବର୍ତ୍ତମାନ କରୋନା ରେ ଆ-କ୍ରା-ନ୍ତ ହୋଇ ଛନ୍ତି । ଏହା ସହିତ ତାଙ୍କର ସ୍ତ୍ରୀ ମଧ୍ୟ କରୋନା ପାଜିଟିବ ହୋଇଥିବା ସୂଚନା ମିଳିଛି ।

ତେବେ ଉଭୟ ଏବେ ସଙ୍ଗରୁଦ୍ଧ ରେ ଅଛନ୍ତି ଏହି ଦୁହିଁ ଙ୍କର ସ୍ବାସ୍ଥ୍ୟ ଅ-ବ-ସ୍ଥା ଏବେ ଭଲ ରହିଛି । କିନ୍ତୁ ପୂର୍ବରୁ କରୋନା ର ଦୁଇଟି ଯାକ ଲହର ବେଳେ ସୁର ରାଉତରାୟ ନିଜର କଥା ପାଇଁ ବେଶ୍ ଚର୍ଚ୍ଚା କୁ ଆସିଥିଲେ । ସେ କେବେ ମାସ୍କ୍ ପିନ୍ଧିବେ ନାହିଁ ଏପରିକି ସେ କେବେ କରୋନା ରେ ସଂ-କ୍ର-ମି-ତ ହେବେ ନାହିଁ ବୋଲି କହି ଆସୁଥିଲେ ଏପରିକି କରୋନା ର ନିୟମ କୁ ନେଇ ବାରମ୍ବାର ପ୍ରଶ୍ନ ଉଠାଇଥିଲେ ।

ତେବେ ଗତ କାଲି ତାଙ୍କର ଟେଷ୍ଟ କରା ଯାଇଥିବା ବେଳେ ସେ କରୋନା ରେ ଆ-କ୍ରା-ନ୍ତ ଥିବାର ଜଣା ପଡ଼ିଛି। ତେବେ ତାଙ୍କ ସ-ମ୍ପ-ର୍କ ରେ ଆସୁଥିବା ଲୋକ ମାନଙ୍କୁ ଟେଷ୍ଟ କରିବା ଏବଂ ସ-ତ-ର୍କ-ତା ଅବଲମ୍ବନ କରିବା କୁ ସୁର ରାଉତରାୟ କହିଛନ୍ତି ।

ତେବେ ବନ୍ଧୁଗଣ ଯଦି ଆମର ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ନେଇ ଆସିବୁ । ଧନ୍ୟବାଦ ।

Leave a Reply

Your email address will not be published. Required fields are marked *