Prakuti Mishra ହଟ ଡ୍ୟାନ୍ସ କଲେ ଷ୍ଟେଜ ଉପରେ Tip Tip Barsha Pani । ଆସନ୍ତୁ ଦେଖିବା ସେହି Video…

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ପ୍ରକୃତି ମିଶ୍ରଙ୍କ ହ-ଟ୍ ଡ୍ୟାନ୍ସ ହେଲା ଭା-ଇ-ରା-ଲ୍ । ଶାଢୀ ପିନ୍ଧି ଟିପ୍ ଟିପ୍ ବର୍ଷା ପାଣି ଗୀତରେ ନାଚି ଦେଖାଇଲେ ନିଜର ଜଲ୍ଓ୍ୱା ।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ଆମ ଓଲିଉଡ଼ ର ଜଣେ ସଫଳ  ନାୟିକା ଜଣକ ହେଉଛନ୍ତି ପ୍ରକୃତି ମିଶ୍ର । ସେ ଛୋଟ ବେଳୁ ଅଭିନୟ କରି ଆସୁଛନ୍ତି ଓ ଏବେ ବଡ଼ ହେଲା ପରେ ମଧ୍ୟ ଏହାକୁ ଜାରି ରଖିଛନ୍ତି । କେବଳ  ଓଲିଉଡ ନୁହଁ ବଲିଉଡ଼ ରେ ମଧ୍ୟ ନିଜ ଅଭିନୟ ର ଯାଦୁ ଦେଖାଇ ସାରିଛନ୍ତି । ସେପାଇଁ ସେ ସବୁଆଡ଼େ ଚର୍ଚ୍ଚିତ । ତେବେ ସେ ଏକାଧାରରେ ଜଣେ ସଫଳ କଳାକାର ସହିତ ଜଣେ ଭଲ କଣ୍ଠଶିଳ୍ପୀ ମଧ୍ୟ । ତେବେ ବର୍ତମାନ ସମୟରେ ତାଙ୍କର ଏମିତି ଗୋଟେ ଭିଡିଓ ଏବେ ସୋ-ସି-ଆ-ଲ ମି-ଡି-ଆ-ରେ ଭା-ଇ-ରା-ଲ ହେବାରେ ଲାଗିଛି । 

 

ମୁମ୍ବାଇ ଯାଇ ଓଲିଉଡରୁ ବଲିଉଡ୍ ଯାତ୍ରା କରିଥିବା ଅଭିନେତ୍ରୀ ପ୍ରକୃତି ମିଶ୍ର ସୋ-ସି-ଆ-ଲ୍ ମି-ଡି-ଆରେ ବେଶ୍ ସକ୍ରିୟ । ସେ ପ୍ରାୟତଃ ନିଜର ଫଟୋ ଏବଂ ଭିଡିଓ ସୋ-ସି-ଆ-ଲ୍ ମି-ଡି-ଆରେ ସେୟାର କରନ୍ତି । ନିକଟରେ ଅଭିନେତ୍ରୀଙ୍କ ଏକ ଭିଡିଓ ଭା-ଇ-ରା-ଲ ହେବାରେ ଲାଗିଛି । ଯାହା ଇଣ୍ଟରନେଟରେ ନି-ଆଁ ଲଗାଇଛି । ପ୍ରକୃତି ଇନଷ୍ଟାଗ୍ରାମ ରେ ତାଙ୍କର ଏକ ଭିଡିଓ ସେୟାର କରିଛନ୍ତି । ଯେଉଁଥିରେ ସେ ଲୋକପ୍ରିୟ ଗୀତ ଟିପ୍ ଟିପ୍ ବର୍ଷା ପାଣିରେ ହ-ଟ୍ ଆଣ୍ଡ ସି-ଜ୍ଲି-ଙ୍ଗ୍ ଡ୍ୟାନ୍ସ ପ୍ରଦର୍ଶନ କରୁଥିବା ଦେଖାଯାଇଛି । ତାଙ୍କସହ କୋରିଓଗ୍ରାଫର୍ ଅରୁନ୍ଧତି ମଧ୍ୟ ନଜର ଆସିଛନ୍ତି । ଭିଡିଓ ସେୟାର କରି ଅଭିନେତ୍ରୀ ଲେଖିଛନ୍ତି, “ଏହି ଶୀତକୁ ଅଧିକ ଉପଯୋଗ କରିବା । ମୋର ଏବଂ ଆମର ନିଜସ୍ୱ ଏକ ଚମତ୍କାର ପ୍ରଦର୍ଶନ ।”

 

ଏହି ଭିଡିଓରେ ପ୍ରକୃତି ବହୁତ ହ-ଟ୍ ଆଣ୍ଡ ଗ୍ଲାମରସ୍ ଦେଖାଯାଉଛନ୍ତି । ଏଥିରେ ଅଭିନେତ୍ରୀ ସାଢୀ ପିନ୍ଧି ଡ୍ୟାନ୍ସ କରୁଥିବା ନଜର ଆସିଛନ୍ତି । ଏହି ସାଢୀ ଫ୍ୟାଣ୍ଟାସୀ ଫ୍ୟାଶନ୍ ଦ୍ୱାରା ଡିଜାଇନ୍ ହୋଇଥିବାବେଳେ ଭିଡିଓଟି ଅରୁନ୍ଧତୀ ଗଡନାୟକଙ୍କ ଦ୍ୱାରା କୋରିଓଗ୍ରାଫ୍ କରାଯାଇଛି । ଅଭିନେତ୍ରୀଙ୍କ ଏହି ଭିଡିଓ ସେୟାର ହେବା ମାତ୍ରେ ଏହା କିଛି ସମୟ ମଧ୍ୟରେ ଭା-ଇ-ରା-ଲ ହେବାରେ ଲାଗିଛି । ୬୦,୦୦୦ ରୁ ପ୍ରାୟ ଅଧିକ ନେଟିଜେନ ଅଭିନେତ୍ରୀ ଙ୍କ ଏହି ବୋଲ୍ଡ ଅନ୍ଦାଜକୁ ଖୁବ୍ ପସନ୍ଦ କରୁଛନ୍ତି । ଓଡିଆ ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କ ଏଇଟା ଆଉ ଏକ ଡ୍ୟାନ୍ସ ଭିଡିଓ ଯେଉଁଟା ବେଶ ଭା-ଇ-ରା-ଲ ହୋଇଛି । 

 

ସର୍ବଦା ବୋଲ୍ଡ ଅନ୍ଦାଜରେ ଫଟୋ ପାଇଁ ଚର୍ଚ୍ଚାରେ ରହୁଥିବା ପ୍ରକୃତି ଏବେ ଟିପ୍ ଟିପ୍ ବର୍ଷା ପାନି ଗୀତରେ ନାଚିବା ସହିତ ସୋ-ସି-ଆ-ଲ ମି-ଡି-ଆରେ ନି-ଆଁ ଲଗାଇ ଦେଇଛନ୍ତି । ତେବେ କୋରିଓଗ୍ରାଫର ଅରୁନ୍ଧତୀ ଗଡନାୟକ ଙ୍କ ସହିତ ଏହି ଭିଡିଓ ରେ ନାଚିଛନ୍ତି ପ୍ରକୃତି । ଶୀତର ଥଣ୍ଡାକୁ ନିଜର ହଟନେସ୍ ଜରିଆରେ ଉଭେଇ ଦେଇଛନ୍ତି ପ୍ରକୃତି ଓ ଅରୁନ୍ଧତୀ । ଫାଣ୍ଟାସୀ ଫ୍ୟାସନ ଡିଜାଇନରେ ଶାଢୀ ରହିଥିବା ବେଳେ ଅରୁନ୍ଧତୀ ନିଜେ ଏହାକୁ କୋରିଓଗ୍ରାଫ୍ କରିଛନ୍ତି । ବର୍ତ୍ତମାନ ସୁଦ୍ଧା ଏହି ଭିଡିଓକୁ ୭୦୮୦୦ ବ୍ୟବହାରକାରୀ ଦେଖିଥିବା ବେଳେ ୧୮୫୮ ଲାଇକ ମିଳିଛି । ଆପଣ ମାନେ ମଧ୍ୟ ଏହି ଭିଡ଼ିଓ ଟିକୁ ଦେଖିଲେ ଖୁସିରେ ଝୁମି ଉଠିବେ ନିଶ୍ଚୟ ।

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

https://www.instagram.com/reel/CWU5MZbDP4v/?utm_medium=copy_link

Leave a Reply

Your email address will not be published. Required fields are marked *