ପ୍ରକୃତି ମିଶ୍ର ଙ୍କ Hot Dance ଭାଇରଲ Tip Tip Barsha Pani ଗୀତରେ । Watch Video…

 

ଦର୍ଶକ ବନ୍ଧୁ ଓଲିଉଡ ର ଏକ ଜଣାଶୁଣା ଅଭିନେତ୍ରୀ ପ୍ରକୃତି ମିଶ୍ର ଙ୍କୁ ତ ଆପଣ ମାନେ ବେଶ୍ ଭଲ ଭାବରେ ଜାଣିଥିବେ । ସେହି ଅଭିନେତ୍ରୀ ଜଣକ ମଧ୍ୟ ଓଲିଉଡ ରେ ଅନେକ ସିନେମା କରିବା ପରେ ବଲିଉଡ୍ ରେ ମଧ୍ୟ ପାଦ ରଖିଛନ୍ତି । ସେ ମଧ୍ୟ ସୋସିଆଲ୍ ମିଡିଆରେ ବେଶ୍ ସକ୍ରିୟ ରହିଥାନ୍ତି । ନିଜର ସୋସିଆଲ ମିଡ଼ିଆ ଆକାଉଣ୍ଟ ରେ ପ୍ରାୟ ସମୟ ରେ ନିଜର ଫଟୋ ତଥା ଭିଡିଓ କୁ ସେୟାର କରିଥାନ୍ତି ।

 

 ତେବେ ନିକଟରେ ଏହି ଅଭିନେତ୍ରୀ ଙ୍କ ଏକ ଭିଡିଓ ରେ ସୋସିଆଲ ମିଡ଼ିଆ ବହୁତ୍ ମାତ୍ରା ରେ ଭାଇରାଲ ହୋଇ ବର୍ତ୍ତମାନ ତାହା ସୋସିଆଲ ମିଡ଼ିଆ ରେ ଚହଳ ସୃଷ୍ଟି କରିଦେଇଛି  । ତେବେ ଏହା ଦେଖିବାକୁ ମିଳିଛି କି,ନିକଟରେ ବେଶ୍ ଟ୍ରେଣ୍ଡ ରେ ରହିଥିବା ଲୋକପ୍ରିୟ ଗୀତ ଟିପ୍ ଟିପ୍ ବର୍ଷା ପାଣିରେ ଅତି ସୁନ୍ଦର ଡ୍ୟାନ୍ସ ପ୍ରଦର୍ଶନ କରି ତାହାକୁ ନିଜର ସୋସିଆଲ ମିଡ଼ିଆ ଆକାଉଣ୍ଟ ରେ ସେୟାର କରିଛନ୍ତି ।

 

 ନିଜର ସୋସିଆଲ ମିଡିଆରେ ସେହି ଭିଡିଓ ଟି ସେୟାର କରିବା ସହିତ ଏହା ମଧ୍ୟ ଲେଖିଛନ୍ତି ଯେ ,“ଏହି ଶୀତକୁ ଅଧିକ ଉପଯୋଗ କରିବା। ମୋର ଏବଂ ଆମର ନିଜସ୍ୱ ଏକ ଚମତ୍କାର ପ୍ରଦର୍ଶନ।” ସେୟାର କରାଯାଇଥିବା ସେହି ଭିଡିଓ ଟି ରେ ପ୍ରକୃତି ଙ୍କ ସହ ନଜର ଆସିଛନ୍ତି କୋରିଓଗ୍ରାଫର୍ ଅରୁନ୍ଧତି । ତେବେ ସେହି ଭିଡିଓ ଟି ରେ ପ୍ରକୃତି ମିଶ୍ର ଶାଢ଼ୀ ପିଢ଼ି ଡ୍ୟାନ୍ସ କରୁଥିବା ନଜର ଆସିଛନ୍ତି ଏବଂ ସେ ବହୁତ ହ ଟ୍ ଏବଂ ସୁନ୍ଦର ଦେଖାଯାଉଛନ୍ତି।

 

ତେବେ ସେହି ଭିଡିଓ ଟି ଅରୁନ୍ଧତୀ ଗଡନାୟକ ଙ୍କ ଦ୍ୱାରା କୋରିଓଗ୍ରାଫ୍ କରାଯାଇଛି । ସେହି ଭିଡିଓ ରେ ପ୍ରକୃତି ଯେଉଁ ଶାଢ଼ୀ ପିନ୍ଧି ଛନ୍ତି ତାହା ଫ୍ୟାଣ୍ଟାସୀ ଫ୍ୟାଶନ୍ ଦ୍ୱାରା ଡିଜାଇନ୍ ହୋଇଛି। ତେବେ ଭିଡିଓ ଟି ବହୁତ୍ କମ୍ ସମୟ ରେ ଅଧିକ ମାତ୍ରା ରେ ଭାଇରାଲ ହୋଇଯାଇଛି ଏବଂ ସେହି ଭିଡିଓ ଟି କୁ ୬୦,୦୦୦ ରୁ ଅଧିକ ଲୋକ ମାନେ ଖୁବ୍ ପସନ୍ଦ କରୁଛନ୍ତି ।

ତେବେ ବନ୍ଧୁଗଣ ଯଦି ଆମର ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ନେଇ ଆସିବୁ । ଧନ୍ୟବାଦ 

Leave a Reply

Your email address will not be published. Required fields are marked *