କରନା ହେବା ପରେ କରୋନା କୁ ନେଇ ଏମିତି କହିଲେ ସୁର ରାଉତରାୟ…

ମହତାବ ଙ୍କ ଜୟନ୍ତୀ କୁ ନେଇ ସୁର ରାଉତରାୟ କହିଲେ ଏହି ବଡ କଥା – ଜାଣନ୍ତୁ ।

ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ , ସୁର ରାଉତରାୟ କରୋନା ରୁ ଭଲ ହେବା ପରେ ଏମିତି କହୁଛନ୍ତି । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ଦର୍ଶକ ବନ୍ଧୁ ଗତ କିଛି ଦିନ ତଳେ ଜଟଣୀ ବିଧାୟକ ସୁର ରାଉତରାୟ ଙ୍କ ସ୍ବାସ୍ଥ୍ୟ ଭଲ ନଥିଲା ଏବଂ ଏହା ପରେ ସେ ମେଡିକାଲ ଯାଇ ଟେଷ୍ଟ କରିବାରୁ ତାଙ୍କୁ କରୋନା ହୋଇଥିବାର ଜଣା ପଡିଥିଲା । ତାଙ୍କ ସହିତ ମଧ୍ୟ ତାଙ୍କ ସ୍ତ୍ରୀ ଙ୍କୁ ମଧ୍ୟ କରୋନା ପଜିଟିବ ହୋଇଥିବାର ସୂଚନା ମିଳି ଥିଲା ।

 

ତେବେ ବର୍ତ୍ତମାନ ସୁର ରାଉତରାୟ ଙ୍କ ସ୍ବାସ୍ଥ୍ୟ ଭଲ  ହୋଇ ଯାଇଛି । ସେ ପୁଣି ମିଡ଼ିଆ ସାମ୍ନା ରେ ଦେଖିବାକୁ ମିଳିଛନ୍ତି ଏବଂ କିଛି କଥା ମଧ୍ୟ କହିଛନ୍ତି । ତେବେ ଦର୍ଶକ ବନ୍ଧୁ କରୋନା ରୁ ସୁସ୍ଥ ହେବା ପରେ କେଉଁ କଥା କହୁଛନ୍ତି ସୁର ରାଉତରାୟ , ଆସନ୍ତୁ ଜାଣି ନେବା ।

ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ସାମ୍ନା କୁ ଆସୁଥିବା ଏକ ଭିଡିଓ ରେ ଏହା ଦେଖା ଯାଇଛି ଯେ , କରୋନା ରୁ ସୁସ୍ଥ ହେବା ପରେ ବର୍ତ୍ତମାନ ସୁର ରାଉତରାୟ ମୁଣ୍ଡ ରେ ଏକ ଧଳା ଗାମୁଛା କୁ ଗୁଡ଼ାଇ ଛନ୍ତି ଏବଂ ଏହା କହୁଛନ୍ତି ଯେ ମହତାବ ଜୟନ୍ତୀ ନିଶ୍ଚିନ୍ତ ହେବ । କହିଛନ୍ତି ଯେ ହରେକୃଷ୍ଣ ମହତାବ ହେଉଛନ୍ତି ରାଜଧାନୀ ର ନିର୍ମାତା ।ତାଙ୍କର ଜୟନ୍ତୀ ହେଉଛି ଆଉ ହେବ । ମୁଁ 1 ଲକ୍ଷ୍ୟ 22 ହଜାର ଟଙ୍କିଆ ଇଞ୍ଜେକ୍ସନ ନେଇଛି ମୋର କିଛି ହେବନି।

ତେବେ ବନ୍ଧୁଗଣ ଯଦି ଆମର ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ନେଇ ଆସିବୁ । ଧନ୍ୟବାଦ ।

Leave a Reply

Your email address will not be published. Required fields are marked *