ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ସ୍ୱାଗତ କରୁଛୁ ।ଦର୍ଶକ ବନ୍ଧୁ ବର୍ତମାନ ସମୟ ରେ ସାମ୍ନା କୁ ଆସିଛି ଏକ ବଡ ଖୁସି ଖବର । ଏଣିକି ଗାଡ଼ି ଚାଳକ ମାନେ ଘରେ ବସି ପାଇ ପାରିବେ ଗାଡ଼ି ର କାଗଜ ପତ୍ର । ତେବେ ବର୍ତ୍ତମାନ ଏ ନେଇ ବିଜ୍ଞପ୍ତି ଜାରି କରିଛି ବାଣିଜ୍ୟ ପରିବହନ ବିଭାଗ । ତେବେ ବର୍ତ୍ତମାନ ଜାରି ହୋଇଥିବା ବିଜ୍ଞପ୍ତି ରୁ ଏହା ଜଣା ପଡ଼ିଛି ଯେ ବର୍ତ୍ତମାନ ଘରେ ବସି ମଧ୍ୟ ଗାଡ଼ି ର କାଗଜ ପତ୍ର କୁ ମୋବାଇଲ ମାଧ୍ୟମ ରେ ଡାଉନଲୋଡ କରିହେବ । ତେବେ ଶେଷ ପର୍ଯ୍ୟନ୍ତ ପଢନ୍ତୁ ଭଲ ଭାବରେ ଜାଣି ପାରିବେ।
ତେବେ ଦର୍ଶକ ବନ୍ଧୁ ସୂଚନା ଯୋଗ୍ୟ କଥା ଏହା ଯେ , ସ୍ମାର୍ଟ କାର୍ଡ ପ୍ରସ୍ତୁତ କରିଥିବା ସଂସ୍ଥା ଲିମିଟେଡ୍ ସହିତ ଏକ ଚୁକ୍ତି ହୋଇଥିଲା ଯାହାର ଅବଧି 28 ଜୁଲାଇ ରୁ ଶେଷ ହୋଇଯାଇଛି ସେଥିପାଇଁ ଏହିପରି ନିଷ୍ପତ୍ତି ନିଆ ଯାଇଛି । ଏହି କାରଣ ରୁ ବର୍ତ୍ତମାନ ଏକ ସ୍ୱତନ୍ତ୍ର ପୋର୍ଟାଲ ପ୍ରସ୍ତୁତି କରିଛନ୍ତି ବାଣିଜ୍ୟ ଏବଂ ପରିବହନ ବିଭାଗ ଏବଂ ଏହାର ସୁବିଧା ଆପଣ ମାନେ ଆସନ୍ତା ନୂଆ ବର୍ଷ ଠାରୁ ପାଇ ପାରିବେ ।
ତେବେ ସୂଚନା ଯୋଗ୍ୟ କଥା ଏହା ଯେ ,” ମୋବାଇଲ୍ ରେ ଡାଉନଲୋଡ ହେଉଥିବା ପିଡିଏଫ୍ ଆରକ୍ଷୀ ଅଧିକାରୀ ଙ୍କ ଚେକିଂ ଠାରୁ ଆରମ୍ଭ କରି ସମସ୍ତ ପ୍ରକାରର ସରକାରୀ ବ୍ୟବସ୍ଥା ରେ ଗ୍ରହଣ କରାଯିବ । ତେବେ କର୍ତ୍ତୃପକ୍ଷଙ୍କର ଡିଜିଟାଲ ଦସ୍ତଖତରେ ସମସ୍ତ କାଗଜ ପତ୍ର ଉପଲବ୍ଧ ହେବ। ଏହା ଦ୍ଵାରା ଆପଣ ମାନେ ନିଜର ମୋବାଇଲ୍ ସାହାଯ୍ୟ ରେ ଅତି ସହଜ ରେ ଗାଡିର କାଗଜ ପତ୍ର ଯେମିତି କି ଡ୍ରାଇଭିଂ ଲାଇସେନ୍ସ , ପଞୀକରଣ ପ୍ରମାଣ ପତ୍ର , ବାଣିଜ୍ୟ ପ୍ରମାଣପତ୍ର , ଫିଟନେସ୍ ସାର୍ଟିଫିକେଟ , ପ୍ରମାଣ ପତ୍ର ଇତ୍ୟାଦି କୁ ଅତି କମ୍ ସମୟ ମଧ୍ୟରେ ଡାଉନଲୋଡ କରିପାରିବେ ।
ତେବେ ଏହି ସୁବିଧା ଟି ଦ୍ଵାରା ଆପଣ ମାନେ ନିଜର ଘରେ ବସି ମଧ୍ୟ ସବୁକିଛି କାଗଜ ପତ୍ର କୁ ଡାଉନଲୋଡ କରିପାରିବେ ଏବଂ ଆପଣଙ୍କୁ ଆଉ ବାରମ୍ବାର ଦୌଡିବାକୁ ପଡ଼ିବ ନାହିଁ ।ତେବେ ଏହା ସହିତ ମଧ୍ୟ ଟ୍ରାଫିକ ନିୟମ ଉପରେ କିଛି ନୂଆ ନିୟମ ଆସିଛି ଯାହାକି ଆସନ୍ତା ବର୍ଷ ଜାନୁୟାରୀ ମାସ ଠାରୁ ଲାଗୁ କରାଯିବ ବୋଲି ସୂଚନା ରହିଛି ।
ତେବେ ବନ୍ଧୁଗଣ ଯଦି ଆମର ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ନେଇ ଆସିବୁ । ଧନ୍ୟବାଦ ।