ସୌମ୍ୟଙ୍କ ଦେହରେ ନିଆଁ ଲାଗିଲା ବେଳେ ବିଦ୍ୟାଭାରତୀ କରିଥିଲେ ଏମିତି…

 

ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ , ସୌମ୍ୟଙ୍କ ଦେହରେ ନିଆଁ ଲାଗିଲା ବେଳେ କଣ କରୁଥିଲେ ବିଦ୍ୟାଭାରତୀ । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

ବନ୍ଧୁଗଣ ତଦନ୍ତ ରୁ ଏହା ଜଣା ଯାଇଛି କି ବିଦ୍ୟା ଭାରତୀ ଙ୍କ ର ସୌମ୍ୟ ସହ ବୈବାହିକ ସମ୍ବନ୍ଧ ଏତେ ଭଲ ନଥିଲା । ବିଦ୍ୟା ଙ୍କ ର କେତେକ ବୟାନ ପଲି ଗ୍ରାଫିକ୍ସ ପ୍ଲେଟ ରେ ଭୁଲ ବୋଲି ମଧ୍ୟ ଆସିଥିଲା । ସୌମ୍ୟ ଙ୍କ ମୃ- ତ୍ୟୁ ଘଟଣା କୁ କ୍ରାଇମ୍ ବ୍ରାଞ୍ଚ ତଦନ୍ତ କରୁ ଥିଲା । ଏଥି ମଧ୍ୟରେ କ୍ରାଇମ୍ ବ୍ରାଞ୍ଚ ର ତଦନ୍ତ କାରି ଦଳ ଏହି କେସ କୁ ଶେଷ ରେ ପହଞ୍ଚାଇଁ ପାରିଛନ୍ତି ।

ଗଜପତି ଜିଲ୍ଲା ଆରକ୍ଷୀ ମାନଙ୍କ ଦ୍ଵାରା ସ୍ପଷ୍ଟ ରୁ ମିଳି ଥିବା ତଥ୍ୟ , ପୋଷ୍ଟ -ମଟମ୍ ରିପୋର୍ଟ ସମସ୍ତ ରିପୋର୍ଟ ଏବେ କ୍ରାଇମ୍ ବ୍ରାଞ୍ଚ ଟିମ୍ ହାତ ରେ ରହିଛି । ଏତଦ୍ ଦ୍ଵାରା ଯେଉଁ ୩ ଜଣ ମୁଖ୍ୟ ଥିଲେ ଏହି ଘଟଣା ରେ, ଯେ କି ସଂଗ୍ରାମ କେଶରୀ ବେହେରା , ମନ୍ମଥ ଏବଂ ବିଦ୍ୟା ଭାରତୀ । ଏହି ତିନି ଜଣ ଙ୍କ ର ପଲି ଗ୍ରାଫିକ୍ସ ଟେଷ୍ଟ କରା ଯାଇଥିଲା ସେହି ରିପୋର୍ଟ ଏବଂ ଏହା ସହିତ ସୌମ୍ୟ ଓ ବିଦ୍ୟା ଭାରତୀ ଙ୍କ ଡାଇରୀ ର ହାତ ଲେଖା ବିଶେଷଜ୍ଞ ନିକଟ କୁ ପଠା ଯାଇଥିଲା ଏବେ ତାର , ରିପୋର୍ଟ ମଧ୍ୟ ଆସି ସାରିଛି ।

ସୌମ୍ୟ ଙ୍କ ଡାଇରୀ କୁ ମଧ୍ୟ ଏକ ମନସ୍ତତ୍ତ୍ୱ ବିତ୍ ଙ୍କ ନିକଟ କୁ ପଠା ଯାଇଥିଲା ।ସାକ୍ଷୀ ଗୁଡ଼ିକ ର ଏକତ୍ରିକରଣ , ଗବେଷକ ମାନଙ୍କ ତଥ୍ୟ ଗୁଡ଼ିକ ରୁ ଏହା ସ୍ପଷ୍ଟ କର ଯାଇଛି ଯେ ସୌମ୍ୟ ଙ୍କ ଏହି ଘଟଣା ଟି ତାଙ୍କର ବାସ ଭବନ ରେ ହିଁ ଘଟିଛି ।

ଟେଲିଫୋନ ରେକର୍ଡ ,ସୌମ୍ୟ ଙ୍କ ଡାଇରୀ ଏବଂ ଡିଏଫୋ ଙ୍କ ପଲି ଗ୍ରାଫିକ୍ସ ଟେଷ୍ଟ ର ରିପୋର୍ଟ ଏହି ସବୁ କୁ ଅନୁଧ୍ୟାନ କରିବା ପରେ ଦିଏଫୋ ଙ୍କ ସହ ବିଦ୍ୟା ଭାରତୀ ଙ୍କ ସମ୍ପର୍କ ର କୌଣସି ପ୍ରମାଣ ମିଳି ନାହିଁ । ଏହା ସହିତ ସୌମ୍ୟ ଙ୍କ ପୋଡ଼ି ହେବା ଘଟଣା ରେ ତାଙ୍କର କୌଣସି ରୋଲ୍ ଥିବାର କୌଣସି ବି ପ୍ରମାଣ ମିଳି ନାହିଁ ।

ସାକ୍ଷୀ ମାନଙ୍କ ର ବୟାନ , ପଲି ଗ୍ରାଫିକ୍ସ ଟେଷ୍ଟ ରୁ ମନ୍ମଥ ଙ୍କ ର ଏହି ଘଟଣା ରେ କୌଣସି ହାତ ଅଛି ବୋଲି ମଧ୍ୟ କୌଣସି ପ୍ରମାଣ ମିଳି ନାହିଁ ।ମିଳିଥିବା ପ୍ରମାଣ କୁ ଆଧାର କରି ଏହି ଘଟଣା ରେ ହତ୍ୟା ଉପରେ ସେମିତି କୌଣସି ପ୍ରମାଣ ମିଳି ନାହିଁ ଏବଂ ଏଥି ସହିତ ଏହି ଘଟଣା ରେ ଆତ୍ମ ହତ୍ୟା ପରି କୌଣସି ପ୍ରମାଣ ମିଳି ନାହିଁ । ମିଳିଥିବା ପ୍ରମାଣ ଅନୁଯାୟୀ ଏହି ଘଟଣା କୁ ଏକ ଦୁର୍ଘଟଣା ଜନିତ ମୃତ୍ୟୁ ଭାବରେ ଗ୍ରହଣ କରା ଯାଇ ପାରିବ ।

ତଦନ୍ତ ଅନୁସାରେ ବିଦ୍ୟା ଭାରତୀ ଙ୍କ ସୌମ୍ୟ ସହିତ ବୈବାହିକ ସମ୍ପର୍କ ଏତେ ଖାସ ନଥିଲା । ସେ ସୌମ୍ୟ ଙ୍କ ନିଆଁ ଲିଭାଇବା ପାଇଁ ଯଥା ପୂର୍ବକ ଚେଷ୍ଟା କରି ନଥିଲେ ବୋଲି କ୍ରା-ଇମ-ବ୍ରାଞ୍ଚ ଖୁଲାସା କରିଛି ।ବିଦ୍ୟା ଭାରତୀ ମଧ୍ୟ ସାହାଯ୍ୟ ପାଇଁ ସଙ୍ଗେ ସଙ୍ଗେ ଅନ୍ୟ ମାନଙ୍କୁ ଡାକି ନଥିଲେ । ଏହି ସବୁ ଆଧାର କରି ବିଦ୍ୟା ଙ୍କ ଉପରେ ଆଇନ ର ୨୮୫ ଏବଂ ୩୦୪ ଏ ଦଫା ଚାର୍ଜ ହୋଇଛି । ଏହିପରି ଭାବରେ ଶେଷ ହୋଇଛି ଏହି ଘଟଣା ।

ତେବେ ବନ୍ଧୁଗଣ ଯଦି ଆମର ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ନେଇ ଆସିବୁ । ଧନ୍ୟବାଦ ।

Leave a Reply

Your email address will not be published. Required fields are marked *