କାଳିଆ ଯୋଜନା ନୂଆ ସ୍କିମ୍ ରେ ମିଳିବ ଏହି ନୂଆ ଲାଭ – କେଉଁ ମାନେ ପାଇବେ କେମିତି ଆବେଦନ କରି ପାରିବେ ସେହି ବିଷୟ ରେ ଜାଣି ରଖନ୍ତୁ ।

 

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ।ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ରେ କାଳିଆ ଯୋଜନା ରେ ଆସିଛି କିଛି ନୂଆ ସ୍କିମ । ତେବେ ଆସିଥିବା ଏହି ନୂଆ ସ୍କିମ୍ ଟି ବିଷୟରେ ଜାଣିବା ପାଇଁ ଶେଷ ପର୍ଯ୍ୟନ୍ତ ପଢନ୍ତୁ। ତେବେ ଦର୍ଶକ ବନ୍ଧୁ ଜାଣି ରଖନ୍ତୁ ଯେ , ଆସିଥିବା ନୂଆ ସ୍କୀମ୍ ରେ ଏହା କୁହା ଯାଇଛି ଯେ ଚାଷୀ ମାନଙ୍କୁ ପୁଣି ଥରେ ମିଳିବାକୁ ଯାଉଛି 6000 ଟଙ୍କା । ତେବେ  ଆସିଥିବା ନୂଆ ସ୍କୀମ ଉପରେ ସଂପୂର୍ଣ୍ଣ ବିବରଣୀ ଆସନ୍ତୁ ଜାଣି ନେବା ।

ତେବେ ବର୍ତ୍ତମାନ ରିପୋର୍ଟ ରୁ ଏହା ଜଣା ପଡ଼ିଛି ଯେ ,ରାଜ୍ୟ ସରକାର ବର୍ତ୍ତମାନ ସମସ୍ତ ଦୁଧ ଚାଷୀ ମାନଙ୍କୁ ଗୋଖାଦ୍ୟ ଖର୍ଚ୍ଚ ବାବଦ ସର୍ବାଧିକ 6000 ଟଙ୍କା ପର୍ଯ୍ୟନ୍ତ ସହାୟତା ଯୋଗାଇ ଦେବେ। ତେବେ ଏହି ସ୍କୀମ ଦ୍ଵାରା ରାଜ୍ୟ ର ଏକ ଲକ୍ଷ 20 ହଜାର ଲୋକ ମାନଙ୍କ ପାଇଁ  ପାଖାପାଖି କୋଟି କୋଟି ଟଙ୍କା ଖର୍ଚ୍ଚ କରାଯିବ।ତେବେ କୋଭିଡ୍ ସମୟ ରେ ଅନେକ ଲୋକ ମାନେ ଅସୁବିଧା ର ସମ୍ମୁଖୀନ ହୋଇଥିବା କୁ ଲକ୍ଷ୍ୟ ରେ ରଖି ଏହି ସ୍କିମ ମାଧ୍ୟମ ରେ ସେମାନଙ୍କୁ ସୁବିଧା ଯୋଗାଇ ଦେବା ପାଇଁ ଯୋଜନା କରାଯାଇଛି ।

ଆପଣ ମାନେ ତ ଏହା ଜାଣିଛନ୍ତି ଯେ ଏହି ମହାମାରୀ ସାରା ବିଶ୍ଵ ର ଅର୍ଥନୀତି ଉପରେ ପ୍ରଭାବ ପକେଇଛି । ତେବେ ଏଭଳି ସମୟ ରେ ଏତେ ପଇସା ଖର୍ଚ୍ଚ କରିବା କେତେ ଜୋର ରେ ସଠିକ୍ ଏହାକୁ ନେଇ ପ୍ରଶ୍ନ କରିଛନ୍ତି ଅନେକ ଅର୍ଥନୀତି ବିଶେଷଜ୍ଞ୍ୟ ମାନେ । ଏହାର ଉତ୍ତର ରେ ସରକାର ଏହା କହିଛନ୍ତି ଯେ, ମହାମାରୀ ସମୟ ରେ ସମସ୍ତେ ହାର ମାନି ଘରେ ବସିଥିବା ସମୟ ରେ ଆମର ଚାଷୀ ଭାଇ ମାନେ ଆମର ଅର୍ଥନୀତି କୁ ଟେକି ଧରିଥିଲେ ।

ତେବେ ମହାମାରୀ ସମୟ ରେ ମଧ୍ୟ ଚାଷୀ ମାନଙ୍କ ର କାର୍ଯ୍ୟ ରେ ରହିଥିବା ନିଷ୍ଠା ଭାବ ଏବଂ ସେମାନଙ୍କ ବଳୀଦାନ ପାଇଁ ମୂଖ୍ୟମନ୍ତ୍ରୀ ନିଜେ ସେମାନଙ୍କ ପ୍ରଶଂସା କରିଛନ୍ତି ଏବଂ ଏହା କହିଛନ୍ତି ଯେ ଆମ ପାଖରେ ଯେତେ ବି ପଇସା ରହିଥିଲେ ମଧ୍ୟ କଣ ହେବ ଆମେ ତାହାକୁ ଖାଇପାରିବା ନାହିଁ । ତେବେ ଏହି କଠିନ ସମୟ ରେ ଚାଷୀ ମାନଙ୍କ  ସାହାଯ୍ୟ ପାଇଁ ଏବଂ ସେମାନଙ୍କ ଖୁସି ପାଇଁ ଏହି  ସହାୟତା ର ନିସ୍ପତି ନେଇଛନ୍ତି ରାଜ୍ୟ ସରକାର ।

ତେବେ ବନ୍ଧୁଗଣ ଯଦି ଆମର ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ନେଇ ଆସିବୁ । ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *