ଭୁବେନଶ୍ୱର ରେଳ ଷ୍ଟେସନ ରେ ଆତଙ୍କବାଦୀ ଙ୍କୁ ମାରିଲେ ଭାରତୀୟ ଯବାନ । ଦେଖନ୍ତୁ ସେହି ସମୟର Video…

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ଭୁବନେଶ୍ୱର ରେଳ ଷ୍ଟେସନ ରେ ହେଲା ଆ-ତ-ଙ୍କ-ବା-ଦୀ ଙ୍କ ଆ-କ୍ର-ମ-ଣ। ଆସନ୍ତୁ ଜାଣିବା ସଂପୂର୍ଣ୍ଣ ଘଟଣା । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ରାଜଧାନୀ ରେଳ ଷ୍ଟେସନରେ ହେଲା ମକ୍‌ ଡ୍ରିଲ । ମକ୍‌ଡ୍ରିଲରେ ୩ ଆ-ତ-ଙ୍କ-ବା-ଦୀଙ୍କୁ କରାଯାଇଥିଲା ଟାର୍ଗେଟ । RPF, SOG, ଓଡ଼ିଶା ଆରକ୍ଷୀ ଅଧିକାରୀ, ବୋ-ମା ନିଷ୍କ୍ରିୟ ଦଳ, ଓଡ଼ିଶା ଅଗ୍ନିଶମ ବାହିନୀ ଓ ଡଗ ସ୍କ୍ୱାଡ୍‌ର ମିଳିତ ଉଦ୍ୟମରେ ଏହି ମକ୍‌ ଡ୍ରିଲ୍‌ କରାଯାଇଥିଲା ।   ଗୁରୁବାର ମଧ୍ୟାହ୍ଣ ୧ଟାରୁ ଅପରାହ୍ଣ ୩ଟା ୩୦ ପର୍ଯ୍ୟନ୍ତ ଭୁବନେଶ୍ୱର ରେଳଷ୍ଟେସନରେ ଆ-ତ-ଙ୍କ-ବା-ଦୀ ମଲ୍ଟିଜେନ୍ସି ମକ୍ ଡ୍ରିଲ୍ ଆୟୋଜିତ ହୋଇଥିଲା।

             

ଏହି ସମୟରେ ରେଳ ଷ୍ଟେସନରେ ଟ୍ରାଫିକ କର୍ମଚାରୀ, ରେଳ କର୍ମଚାରୀ, ଅଗ୍ନିଶମ ବିଭାଗର କର୍ମଚାରୀ, ସ୍ପେଶାଲ ଡଗ୍‌ ସ୍କ୍ବାଡ୍‌, କ୍ୟାପିଟାଲ ହସ୍ପିଟାଲର ଡାକ୍ତର, ଆମ୍ବୁଲାନ୍ସ ଆଦି ଉପସ୍ଥିତ ରହିଥିଲେ । ଏହି ମକ୍‌ ଡ୍ରିଲ୍‌ ପାଇଁ ଏକ ଘଟଣାକ୍ରମ ସଜା ଯାଇଥିଲା । ଏହି ଘଟଣାକ୍ରମ ମୁତାବକ ଭୁବନେଶ୍ବର ରେଳ ଷ୍ଟେସନରେ ମକ୍‌ଡ୍ରିଲ୍‌ ଦେଖିବାକୁ ମିଳିଥିଲା ।ଘଟଣା କିଛି ଏଭଳି ଥିଲା, 3 ଜଣ ସ-ନ୍ଦି-ଗ୍ଧ ବ୍ୟକ୍ତି ଭୁବନେଶ୍ୱର ରେଳ ଷ୍ଟେସନର ପ୍ଲାଟଫର୍ମ ୬ ଦେଇ ପ୍ରବେଶ କରିବାକୁ ଚେଷ୍ଟା କରନ୍ତି । 

 

ଆରପିଏଫ୍ କର୍ମଚାରୀ ସ-ନ୍ଦି-ଗ୍ଧଙ୍କୁ ଯାଞ୍ଚ କରିବାକୁ ଚାହାଁନ୍ତି । ହେଲେ ସଙ୍ଗେସଙ୍ଗେ ସେମାନେ ଗୁ-ଳି ଚଳାଇ ରେଳ ଷ୍ଟେସନରେ ପ୍ରବେଶ କରିଥାନ୍ତି । ୧ଟା ୧୫ମିନିଟରେ RPF ଜାଣିବାକୁ ପାଇଥିଲେ କିଛି ଆ-ତ-ଙ୍କ-ବା-ଦୀ ପ୍ଲାଟଫର୍ମ ମଧ୍ୟରେ ରହିଛନ୍ତି । ସେମାନେ ଆ-ତ-ଙ୍କ-ବା-ଦୀ ଗୋଷ୍ଠୀକୁ ପ୍ଲାଟଫର୍ମ ୧ ଆଡକୁ ଯିବାକୁ ଦେଇ ନଥିଲେ । ଯେଉଁଠାରେ ରାଜଧାନୀ ଏକ୍ସପ୍ରେସ ଛିଡ଼ା ହୋଇଥିଲା ।କିନ୍ତୁ ଆ-ତ-ଙ୍କ-ବା-ଦୀ କୋଣାର୍କ ଏକ୍ସପ୍ରେସକୁ ହା-ଇ-ଯା-କ କରି କିଛି ସାଧାରଣ ନାଗରିକଙ୍କୁ ବ-ନ୍ଧ-କ ରଖିବାରେ ସଫଳ ହୋଇଯାଆନ୍ତି ।  

 

୧ଟା ୨୦ ମିନିଟରେ ଯଥାଶୀଘ୍ର ଯାତ୍ରୀଙ୍କୁ ଷ୍ଟେସନରୁ ବାହାର କରିବା ପାଇଁ ଯୋଜନା ପ୍ରସ୍ତୁତ ହୁଏ । ଏହାପରେ ୨ଟା ୧୫ ମିନିଟରେ ଅ-ପ-ରେ-ସ-ନ୍ ଏବଂ ବ-ନ୍ଧ-କଙ୍କୁ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା । ୨ଟା ୫୦ ମିନିଟରେ ପ୍ଲାଟଫର୍ମ ଏବଂ ଟ୍ରେନର ସମ୍ବେଦନଶୀଳତା ଯାଞ୍ଚ ହୁଏ । ୩ଟା ବେଳେ ପରିସ୍ଥିତିକୁ ନିୟନ୍ତ୍ରଣ କରିବା ସହ ଯାତ୍ରୀଙ୍କୁ ସୁରକ୍ଷିତ ଭାବରେ ଯାତ୍ରା ପାଇଁ ଅନୁମତି ଦିଆଯାଇଥିଲା । ଏହିଭଳି ଭାବରେ ଭୁବନେଶ୍ବର ରେଳ ଷ୍ଟେସନରେ ମକ୍‌ଡ୍ରିଲ୍‌ ଶେଷ ହୋଇଥିଲା ।

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *