ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ଏପରି କାମ କରିଲେ କଂଗ୍ରେସ ବିଧାୟକ ସୁର ରାଉତରାୟ,ଏହି କାମ ପାଇଁ ଜେ-ଲ୍ ଯିବେ ରାଉତରାୟ।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ।
ଓଡିଶାରେ ସବୁବେଳେ ଗୋଟିଏ ଜିନିଷ ବହୁତ ଚର୍ଚ୍ଚାରେ ଥାଏ ଆଉ ତାହା ହେଉଛି ରାଜନୀତି। ଯେତେବେଳେ ବି ଯୁଆଡେ ବି ଶୁଣିବେ ସବୁଆଡେ ରାଜନୀତି ବିଷୟରେ କିଛି ନା କିଛି କଥା ଶୁଣିବାକୁ ନିଶ୍ଚୟ ପାଇବେ। କାରଣ ଲୋକମାନେ ଚା ପିଇବା ସମୟରେ ବି ରାଜନୀତି ଖବର ଦ୍ୱାରା ଦିନର ଆରମ୍ଭ କରନ୍ତି ରାତିରେ ଶୋଇବା ବେଳେ ମଧ୍ୟ ରାଜନୀତି ଖବରରେ ଦିନ ସାରନ୍ତି। ତେବେ ଏହି ରାଜନୀତିରେ ଅନେକ ଚର୍ଚ୍ଚିତ ଚେହେରା ମଧ୍ୟ ଅଛନ୍ତି ଯାହାଙ୍କୁ କି ଟା-ଣୁ-ଆ ନେତା ବୋଲି ମଧ୍ୟ କୁହା ଯାଇଥାଏ। ସେହିପରି କଂଗ୍ରେସର ଜଣେ ବହୁତ ହି ଟା-ଣୁ-ଆ ନେତା ହେଉଛନ୍ତି ସୁର ରାଉତରାୟ।
ସେ ନିଜର ଟାଣୁଆ କଥା, ଟାଣୁଆ ଜବାବ ଓ କ-ଟୁ ମନ୍ତବ୍ୟ ପାଇଁ ପରିଚିତ। ଚର୍ଚ୍ଚିତ ଜଟଣି ବିଧାୟକ ସୁର ରାଉତରାୟ । ମୁଣ୍ଡରେ ଧଳା ଗାମୁଛା ବାନ୍ଧି, ଜୟଦେବ ଭବନ ନିକଟରେ ସୁର ରାଉତରାୟ ବସିବା କିଛି ନୂଆ କଥା ନୁହେଁ, କିନ୍ତୁ ଦିନକ ପୂର୍ବରୁ ସେ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ତାଙ୍କ ପତ୍ନୀ ବି ପଜିଟିଭ ଆସିଛନ୍ତି । କିନ୍ତୁ ପଜିଟିଭ ସତ୍ୱେ ସୁର ବାହାରେ ବୁଲିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ସୋ-ସି-ଆ-ଲ ମି-ଡି-ଆରେ ସୁରଙ୍କ ଏହି ଗାମୁଛା ଘୋଡା ଭିଜୁଆଲ ଖୁବ ଭା-ଇ-ରା-ଲ ହେଉଛି । ବିଏମସି ସାଧାରଣ ଲୋକଙ୍କୁ କରୋନା ନିୟମ ମାନିବା ପାଇଁ କହୁଥିବା ବେଳେ ସୁରଙ୍କୁ କାହିଁକି କୁହାଯାଉ ନାହିଁ ବୋଲି ସୋ-ସି-ଆ-ଲ ମି-ଡି-ଆ-ରେ ଅନେକ ମତ ପ୍ରକାଶ ପାଇଛି ।
ବିଶେଷଜ୍ଞ୍ୟ ମାନେ କହିଛନ୍ତି ଦୁଇଟି ଡୋଜ୍ ଟୀକା ନେବା ପରେ ବି ବ୍ୟକ୍ତିଙ୍କ ରୋଗପ୍ରତିରୋଧକ ଶକ୍ତି କମିଯାଉଛି । ଆଉ ସୁର ବରିଷ୍ଟ ନାଗରିକ ହୋଇବି ଏତେ ଅ-ମା-ନି-ଆ ନିଜ ଜିବନ କୁ ଖାତିର ନାହିଁ କି ସାଧାରଣ ଲୋକଙ୍କ କଥା ଚିନ୍ତା ବି ନାହିଁ । ସେହି ପରି କିଛି ଡାକ୍ତର ମାନଙ୍କ କହିବା କଥା ଅନୁସାରେ ଜଣେ ଜନପ୍ରତିନିଧି ଭାବେ ସାଧାରଣ ଲୋକଙ୍କ ସହିତ ମିଶି ଅନ୍ୟଙ୍କୁ ସଂ-ଙ୍କ୍ର-ମ-ଣ କରିବା ନିଶ୍ଚିତ ଭାବେ ସରକାର ତାଙ୍କର ବି-ରୋ-ଧ ରେ କଡା କାର୍ଯ୍ୟାନୁଷ୍ଟାନ ନେବା କଥା ବୋଲି କହିଛନ୍ତି ।ରାଜଧାନୀର ଲୋକସେବା ଭବନ ନିକଟରେ ଆଜି ହଠାତ କଂଗ୍ରେସ ନେତା ସୁର ରାଉତରାୟଙ୍କୁ ଦେଖି ଅନେକ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ।
କାରଣ ଗୋଟିଏ ଦିନ ପୂର୍ବରୁ ଖବର ଆସିଥିଲା ଯେ, ସୁର କରୋନା ପଜିଟିଭ ଅଛନ୍ତି । ଆଉ ହଠାତ ଗୋଟିଏ ଦିନ ପରେ ସୁର ସିଧା ବାହାରେ ବୁଲିବା ଚର୍ଚ୍ଚାର ବିଷୟ ପାଲଟିଛି । ଆଉ ଏ ବିଷୟରେ ଯେତେବେଳେ ତାଙ୍କୁ ପ୍ରଶ୍ନ କରାଗଲା, ସେ କହିଥିଲେ ଯେ, ଲକ୍ଷେ ୨୨ହଜାର ଟଙ୍କାର ତାଙ୍କୁ ଇଞ୍ଜେକସନ ଦିଆଯାଇଛି ।ତେବେ ସୁର ଜଣ ଭଲ ଲୋକ ହୋଇଥିଲେ ମଧ୍ୟ ତାଙ୍କର ଏପରି ବେ-ପା-ରୁ-ଆ ଢଙ୍ଗ ପାଇଁ ତାଙ୍କୁ କ-ଠୋ-ର ଶା-ସ୍ତି ଦେବା ପାଇଁ ବିଭିନ୍ନ ମହଲରେ ଚର୍ଚା ଜୋର ଧରିଲାଣି । ତେବେ ଯଦି ଏମିତି ଚାଲେ ସୁର ଖୁବ ଶିଘ୍ର କାଠ ଗଡାର ଦ୍ୱାରରେ ଥିବେ ବୋଲି କୁହାଯାଉଛି।
ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।