50 ବର୍ଷୀୟ ମନ୍ଦିର ପୂଜକ ସହ ନାବାଳିକା ର ପ୍ରେମ ସମ୍ପର୍କ । ଶେଷରେ ପୂଜାରୀ କରିଲା ଏମିତି…

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,50 ବର୍ଷୀୟ ପୂଜାରୀ କୁ ବିବାହ କଲେ 20 ବର୍ଷୀୟ ଯୁବତୀ ।ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଖବର।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ଦୁନିଆ ରେ ଦିନ କୁ ଦିନ ଏମିତି ଘଟଣା ଘଟୁଛି ଯାହା ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହେଇଯିବେ  । ଏବେ ଏହି ସମାଜ ରେ ମଣିଷ ସାନ ବଡ଼ ଖ-ରା-ପ ଭଲ ର ଆଉ ବିଚାର କରୁନାହିଁ । ସେହି ପରି ଏକ ଘଟଣା ଏବେ ସାମ୍ନା କୁ ଆସିଚି। ପୂଜା କରିବାକୁ ଯାଇ କୁ ଯାଏ ପୂଜାରେ ସହିତ ଫେ-ରା-ର ହେଇଥିଲେ ବାଳିକା।  

 

ଘଟଣା ଟି ଆପଣ କୁ ଅଜବ ଲାଗୁଥିଲେ ବି ମାନମୁଣ୍ଡା ଥାନା ଅର୍ନ୍ତଗତ ସୁଣ୍ଡିପଦା ପଞ୍ଚାଯତ  ନଦୀୟା ଗ୍ରାମ ରେ  ଘଟିଥିଲା ଏହି ପରି ଘଟଣା । ଜଣେ ପୂଜା ରି ନିଜଠୁ 30 ବର୍ଷ ସାନ ଯୁବତୀ କୁ ନେଇ କୁଆଡେ ଫେ-ରା-ର ହୋଇଯାଇଛନ୍ତି। ଯାହା କି ଏବେ ସେଠାରେ ରେ ଆଶ୍ଚର୍ଯ୍ୟ ର ମାହୋଲ ଖେଳାଇ ଦେଇଛି ।

               

ସୂଚନା ରୁ ଜଣ ପଢ଼ିଛି କି ନଦିୟା ଗ୍ରାମ ର ବାସୁଦେବ ପ୍ରଧାନ କ ଝିଅ ରଞ୍ଜୁ 7 ତାରିଖ ଦିଅ କୁଆଡେ ଫେ-ରା-ର ହେଇଯାଇଥିଲା ।ଘରେ ଅନେକ ଖୋଯାଖୋଜି କରିବା ପରେ 9 ତାରିଖ ଦିନ ଥାନା ରେ ଏତେଲା ଦେଇଥିଲେ । ଏହା ପରେ ସେ ଅନେକ ଖୋଜାଖୋଜି କରିବା ପରେ ଉକ୍ତ ଘର ର ପୂଜକ ଥିବା ଶିବ ମନ୍ଦିର ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାପୁର ଗ୍ରାମ ର ରଜେନ୍ ବେହୁରି ଙ୍କ ସହିତ ରଞ୍ଜୁ ଫେ-ରା-ର ହେଇଥିବା ଜାଣିବାକୁ ପାଇଥିଲେ। 

 

ପୂଜକ ଜଣକ ବିବାହ କରିଥିଲେ ଓ ତାଙ୍କର 3 ଟି ପୁଅ ମଧ୍ୟ ଥିଲା ଏହା ଜାଣି ମଧ୍ୟ ତାଙ୍କୁ ତାଙ୍କୁ ବିବାହ କରିବାକୁ  ଜିଦି କରି ବସିଥିଲେ । ରଂଜୁ କୁ ଘର ଲୋକ ଅନେକ ବୁଝାଇଥିଲେ ମଧ୍ୟ ରଞ୍ଜୁ ପୂଜକ କୁ ବିବାହ କରିବାକୁ ଜିଦି ଧରି ବସିଥିଲେ । ଏତେସବୁ ପରେ 10 ଦିନ ମଧ୍ୟ ରେ ସେ ରେଜିଷ୍ଟ୍ରି ବିବାହ କରିବେ ବୋଲି ପୂଜକ ଜଣ କ ଏକ ରାଜିନାମା ରେ ଦସ୍ତଖତ କରିଛନ୍ତି ବୋଲି ସୂଚନା ରୁ ଜଣ ପଢ଼ିଛି।

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *