BJD ବିଧାୟକ ଙ୍କ ଅକାଳ ବିୟୋଗ । ଏବେ ଏବେ ଆସିଲା ବଡ଼ ଖବର । ନବୀନ ଏବେ ଚିନ୍ତାରେ…

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ପୁଣି ଏହି ଜନପ୍ରିୟ ବିଧାୟକ ଙ୍କ ହେଲା ଅ-କା-ଳ ବି-ୟୋ-ଗ । ମ-ର୍ମା-ହ-ତ ହେଲେ ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ର ମନ୍ତ୍ରୀ ।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ଜନ୍ମ , ମ-ର-ଣ , ବିବାହ , ଏହି ତିନୋଟି ଘଟଣା ବିଧାତା ଉପରେ ହିଁ ନିର୍ଭର କରେ । ଏହି ତିନି ଘଟଣା ଉପରେ ମନୁଷ୍ୟ ର କୌଣସି ଚାପ କାର୍ଯ୍ୟ କରେନାହିଁ । ମଣିଷ ଜୀବନରେ ଜନ୍ମ ଯେପରି ଗୋଟିଏ ସତ୍ୟ ସେହିପରି ଆଉ ଗୋଟିଏ ସତ୍ୟ ତାହା ହେଉଛି ମ-ର-ଣ । କେତେବେଳେ କାହାର ପ-ର-ଲୋ-କ ହେବ କେହି ଜାଣି ନ । ଭଲ କାମ କରିଥିବା ଲୋକଙ୍କୁ ସମସ୍ତେ ଯେପରି ଝୁ-ରିଥାଆନ୍ତି , ଖ-ରା-ପ କାର୍ଯ୍ୟ କରିଥିବା ଲୋକ ଙ୍କୁ ସେପରି ଯିବା ପରେ ମଧ୍ୟ ନି-ନ୍ଦା ଶୁଣିବାକୁ ପଡ଼ିଥାଏ । ପ୍ରତି ଦିନ ହଜାର ହଜାର ଲୋକ ପ୍ରା-ଣ ହରାଇ ଥାନ୍ତି । କିନ୍ତୁ ଯେଉଁ ମାନେ ପ୍ରଭାବଶାଳୀ ହୋଇଥାନ୍ତି , ସେମାନଙ୍କ କଥା ପ୍ରାୟ ଚାରି ଆଡେ଼ ବାହାରିଥାଏ । ତେବେ ବର୍ତମାନ ଏକ ଦୁଃ-ଖ-ଦ ଖବର ଆସି ପହଞ୍ଚିଛି । ଆଉ ନାହାଁନ୍ତି ଏଇ ପୂର୍ବତନ ବିଧାୟକ ତଥା ବିଜେଡି ର ଏହି ନେତା । 

 

ବରିଷ୍ଠ ବିଜେଡି ନେତା ଉମେଶଚନ୍ଦ୍ର ସ୍ୱାଇଁଙ୍କର ପ-ର-ଲୋ-କ ଖବର ଆସି ବର୍ତମାନ ପହଞ୍ଚିଛି । ଭୁବନେଶ୍ୱର ରେ ଆଜି ସକାଳୁ ହୃ-ଦ-ଘା-ତରେ  ପ-ର-ଲୋ-କ ହୋଇଥିବାର ସୂଚନା ମିଳିଛି । ଯିବା  ବେଳକୁ ତାଙ୍କୁ ୭୪ ବର୍ଷ ବୟସ ହୋଇଥିଲା । ରାଜନୈତିକ ଜୀବନ ରେ ବାଲିକୁଦା ନିର୍ବାଚନ ମଣ୍ଡଳୀରୁ ୪ ଥର ଓଡ଼ିଶା ବିଧାନସଭାକୁ ପ୍ରତିନିଧିତ୍ୱ କରିଥିବା ଉମେଶ ଚନ୍ଦ୍ର ସ୍ବାଇଁ ୧୯୭୭ ମସିହାରେ ଜନତା ଦଳରୁ ପ୍ରାର୍ଥୀ ହୋଇ ମନ୍ତ୍ରୀ ବାସୁଦେବ ମହାପାତ୍ରଙ୍କୁ ପ-ରା-ଜ-ୟ କରି ପ୍ରଥମ ଥର ଭାବେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । 

 

ପରେ ୧୯୯୦ରେ ତତ୍କାଳୀନ ବିଧାୟକ ଜ୍ୟୋତିଷ ଦାଶଙ୍କୁ ପରାଜିତ କରି ଦ୍ୱିତୀୟ ଥର ପାଇଁ ବିଧାୟକ ହୋଇଥିଲେ । ୨୦୦୦ ମସିହାରେ ପୁଣି ଥରେ କଂଗ୍ରେସ ଦଳରୁ ପ୍ରାର୍ଥୀ ହୋଇ ପ୍ରଥମ ଥର ବିଜେଡିରୁ ପ୍ରାର୍ଥୀ ହୋଇଥିବା ରଘୁନନ୍ଦନ ଦାଶଙ୍କୁ ପ-ରା-ଜି-ତ କରି ତୃତୀୟ ଥର ବିଧାୟକ ହୋଇଥିଲେ । ପୁଣିଥରେ ୨୦୦୪ ମସିହାରେ ସ୍ୱାଧୀନ ପ୍ରାର୍ଥୀ ରଘୁନନ୍ଦନଙ୍କୁ ହରାଇ ୪ର୍ଥ ଥର ବିଧାୟକ ହୋଇଥିଲେ । ତେବେ ୨୦୧୪ ମସିହାରେ କଂଗ୍ରେସ ଦଳରୁ ଇସ୍ତଫା ଦେଇ ବିଜେଡି ସହିତ ପୁଣି ଥରେ ମିଶିଥିଲେ ଓ ବିଜୁ ଜନତା ଦଳର ସଦସ୍ୟତା ଗ୍ରହଣ କରିଥିଲେ । ତା ପରେ ଦଳ ପାଇଁ ପ୍ରଚାର କରିଥିଲେ ।

 

ଉମେଶ ଚନ୍ଦ୍ର ସ୍ୱାଇଁଙ୍କର ପ-ର-ଲୋ-କ ରେ ଶୋ-କ ପ୍ରକାଶ କରିଛନ୍ତି ଅନେକ ନେତା ମନ୍ତ୍ରୀ ଗଣ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଶୋକ ପ୍ରକାଶ କରି ଟ୍ୱିଟ କରି ଲେଖିଛନ୍ତି ଯେ “ ବାଲିକୁଦା ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ଉମେଶଚନ୍ଦ୍ର ସ୍ୱାଇଁଙ୍କ ଦେ-ହା-ନ୍ତ ବିଷୟରେ ଜାଣି ମୁଁ ଦୁଃ-ଖି-ତ ଅଛି । ” ତେବେ ଯେଉଁ ନେତା ନିଜ ପ୍ରତିଜ୍ଞା ରଖି ଲୋକ ଙ୍କ ସୁଖ ଦୁଃ-ଖ ରେ ତାଙ୍କ ପାଖରେ ଛିଡା ହୋଇଥାନ୍ତି , ଲୋକ ମାନେ ତାଙ୍କୁ ସବୁ ବେଳେ ମନେ ରଖନ୍ତି । ସେପରି ନେତା ଙ୍କ ଗତେ ଲୋକ ମାନେ ମଧ୍ୟ ଦୁଃ-ଖ ପ୍ରକାଶ କରିଥାନ୍ତି । ତାଙ୍କୁ ସବୁ ଦିନ ପାଇଁ ଚିର ସ୍ମରଣୀୟ କରି ରଖନ୍ତି ।  ଉମେଶ ଚନ୍ଦ୍ର ସ୍ୱାଇଁ ମଧ୍ୟ ସେହିପରି ଜଣେ ନେତା ଥିଲେ ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *